Sign in
Sign in
Recover your password.
A password will be e-mailed to you.
ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ଦ୍ୱାରା କନ୍ଧମାଳର ସ୍ଥାୟୀ ବିକାଶ ବିଷୟରେ ଆଲୋଚନା ଚକ୍ର
ଫୁଲବାଣୀ : ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ, ସ୍ୱାତୀ ଏବଂ ନୀପିଡିତ ର ମିଳିତ ଉଦ୍ୟମରେ କନ୍ଧମାଳର ସ୍ଥାୟି ବିକାଶ ବିଷୟରେ ଏକ ଆଲୋଚନା ଚକ୍ର ପ୍ରେସ କ୍ଲବ,ଫୁଲବାଣି ଠାରେ ଅନୁଷ୍ଠିତହୋଇଯାଇଅଛି ।ଫୁଲବାଣୀସ୍ୱଚ୍ଛାସେବୀ ମହାସଂଘ ର ସଭ୍ୟ ଅନୁଷ୍ଠାନ ଯଥା ଜାଗୃତି, ଶାନ୍ତି ମୈତ୍ରୀ, ଜନ ବିକାଶ,!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ପୋକସୋ ଆକ୍ଟ ଉପରେ ସଚେତନତା ଶିବିର ଅନୁଷ୍ଠିତ
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ପୋକସୋ ଆକ୍ଟ ,!-->!-->!-->…
ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି : ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ହତ୍ୟା ଧମକ, ଥାନାରେ ଏତଲା
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଏହି ଫାଇନାନ୍ସ କମ୍ପାନୀ ଗୁଡିକ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ଅବାଧରେ ଋଣ ପ୍ରଦାନ କରୁଛନ୍ତି। ଆଉ ଋଣ ସଠିକ୍ ସମୟରେ ପରିଶୋଧ ନ କଲେ ଗାଳିଗୁଲଜ!-->…
କ.ନୂଆଗାଁରେ ବିସିଜି ଟୀକା କରଣର ଶୁଭାରମ୍ଭ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ଯକ୍ଷ୍ମା ପ୍ରତିଷେଧକ ପାଇଁ ବିସିଜି ଟୀକା କରଣ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ମୂଖ୍ୟ ଅତିଥି!-->…
ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ
ବାଲିଗୁଡା, : ଏନ୍ଏସି ପକ୍ଷରୁ ଗତ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚଳିବାକୁ ରହିଥିବା ‘ସ୍ବଚ୍ଛତା ହିଁ ସେବା’-୨୦୨୪ ଅଭିଯାନ ପ୍ରହସନ ରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କ ରାଜ୍ୟ ସହରୀ ମିଶନ ନିର୍ଦ୍ଦେଶକ ଙ୍କ ଚିଠି ଅନୁଯାୟୀ ସହର ରେ ରହିଥିବା ୧୩ ୱାର୍ଡ଼ ରେ!-->…
କେରଳରେ ଦ୍ୱିତୀୟ MPox ରୋଗୀ ଚିହ୍ନଟ
ଭାରତରେ ବଢୁଛି MPox ମାମଲା । କେରଳରେ ଏବେ ଦ୍ୱିତୀୟ ମାମଲା ରିପୋର୍ଟ କରାଯାଇଛି । ରାଜ୍ୟର ଏର୍ନାକୁଲମ୍ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରୋଗୀଙ୍କୁ ହସ୍ପିଟାଲରେ ଆଇସୋଲେଟ୍ କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ!-->…
ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ
କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ ।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁହାଳ!-->!-->!-->…
ରାହୁଲ ଗାନ୍ଧିକୁ ପ୍ରଶଂସା କଲେ ସୈଫ ଅଲୀ ଖାନ
ବଲିଉଡ ଅଭିନେତା ସୈଫ ଅଲୀ ଖାନ ଖୋଲାଖୋଲି ଭାବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ଗାନ୍ଧି ଜଣେ ସାହାସୀ ରାଜନେତା ଭାବେ କେମିତି ସମାଲୋଚନାକୁ ହ୍ୟାଣ୍ଡେଲ କରିବାକୁ ହୁଏ ସେକଥା ଜାଣିଥିବା ସୈଫ କହିଛନ୍ତି। ମୁଁ ଜଣେ ସାହାସୀ ଓ!-->…
ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆଜି ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ!-->…
ଅନାସ୍ଥାରେ ହାରିଲେ ନୀଳଗିରି ଏନ୍ଏସି ଅଧ୍ୟକ୍ଷା
ଅନାସ୍ଥାରେ ହାରିଲେ ନୀଳଗିରି NAC ଅଧ୍ୟକ୍ଷା। NAC ଅଧ୍ୟକ୍ଷା ଅମ୍ବିକା ଦାଶଙ୍କ ବିପକ୍ଷରେ ୧୩ କାଉନସିଲର୍ଙ୍କ ଭିତରୁ ୧୦ ଜଣ ଭୋଟ୍ ଦେଇଥିଲେ। ଅର୍ଥାତ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍ ଦେଇଥିଲେ। ଜଣେ ଅନାସ୍ଥା ବିପକ୍ଷରେ ଭୋଟ୍ ଦେଇଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ରହିଥିଲେ।
!-->!-->!-->…