ପ୍ରତିଦିନ ମୋତେ ଅପମାନିତ କରାଯାଉଛି…, ଚୌକି ଛାଡ଼ି ପଳାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଗିଗଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗୃହ ଚାଲିଥିବା ବେଳେ କଲେ କକ୍ଷ ତ୍ୟାଗ। ଚେୟାରରୁ ଉଠି ଚାଲିଗଲେ। ଆଜି ରାଜ୍ୟସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତାଙ୍କ ହୋହଲ୍ଲା ଓ ସ୍ଲୋଗାନ ଯୋଗୁ ସେ ରାଗି ଯାଇଛନ୍ତି।ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ

ଜାପାନ‌ରେ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଜାପାନ‌ରେ ଆଜି ୭.୧ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି। ପଶ୍ଚିମ ଜାପାନରେ ଗୁରୁବାର ଦିନ ହୋଇଥିବା ଏହି ଭୂକମ୍ପ କ୍ୟୁସୁ ଏବଂ ସିକୋକୁ ଦ୍ୱୀପପୁଞ୍ଜକୁ ଥରହର କରି ପକାଇଛି।ପବ୍ଲିକ୍‌ ବ୍ରଡକାଷ୍ଟର ଏନ୍‌ଏଚ୍‌କେ ଦ୍ବାରା ହୋଇଥିବା ରିପୋର୍ଟ ଅନୁଯାୟୀ ପୂର୍ବରୁ

ହସିନାଙ୍କ ଭବିଷ୍ୟତ ସଂପର୍କରେ ପୁଅ ଜୋୟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେବା ପରଠାରୁ ଭାରତରେ ଅଛନ୍ତି। କିନ୍ତୁ ଏହା ପରେ ସେ କେଉଁଆଡ଼େ ଯିବେ, ବ୍ରିଟେନ୍ ଓ ଆମେରିକା ମଧ୍ୟ କାହିଁକି ହସିନାଙ୍କ ନିଜ ଦେଶ ପାଇଁ ଦ୍ୱାର ବନ୍ଦ କରିଦେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ

‘ମାଫିଆଙ୍କ ଅଧୀନରେ ଅଛି ୱାକଫ ବୋର୍ଡ’, ଲୋକସଭାରେ ସଂଶୋଧନ ବିଲ୍ ଆଗତ

ନୂଆଦିଲ୍ଲୀ : ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2024 ଉପସ୍ଥାପିତ କରିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଆଗତ କରାଯାଇଛି। ଏହି ବିଲ୍ ଆଗତ ହେବା ମାତ୍ରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ।ଅଲ୍ ଇଣ୍ଡିଆ

ଗଣେଶ ବିଦ୍ୟାପୀଠଠାରେ ଜାତୀୟ କୃମି ନାଶକ ଦିବସ ନେଇ ପ୍ରସ୍ତୁତି ବୈଠକ

ଛତ୍ରପୁର : ଛତ୍ରପୁର ସ୍ଥିତ ଗଣେଶ ବିଦ୍ୟାପୀଠ ଠାରେ ଗୁରୁବାର ଜାତୀୟ କୃମି ନାଶକ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୧୦ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରତିରୋଧକ ଦିଆଯିବ l

ଆନ୍ଦୋଳନକୁ ଜୋରଦାର କଲେ ଆଇଆରଇଏଲ କମ୍ପାନୀରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ : ସାମିଲ ହେଲେ ପରିବାର ବର୍ଗ

ଛତ୍ରପୁର : ସୁପରଭାଇଜର ଓ ଇନଚାର୍ଜ ଜାତିଭେଦ ଭାବକୁ ନେଇ ସବୁବେଳେ ସିକ୍ୟୁରିଟି ଗାର୍ଡ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଗୁରୁବାର ଆନ୍ଦୋଳନ କୁ ଜୋରଦାର କରିଛନ୍ତି ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ କମ୍ପାନୀ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନେ l ଆଉ ସେମାନଙ୍କ ସହ ଧାରଣରେ

ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପଞ୍ଚାୟତ ବିକାଶର ମୂଳଲକ୍ଷ୍ୟ : ଫୁଲବାଣୀ ବିଧାୟକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ସମିତିର ୮ମ ସାଧାରଣ ବୈଠକ ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଧ୍ୟକ୍ଷା ସସ୍ମିତା କହଁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ସରକାରଙ୍କ

ବଦଳିଲେ ନବରଙ୍ଗପୁର ଜିଲ୍ଲାପାଳ, ନୂତନ ଜିଲ୍ଲାପାଳ ଭାବେ ଯୋଗଦେବେ ଡ଼ଃ ଶୁଭଙ୍କର ମହାପାତ୍ର…

ନବରଙ୍ଗପୁର : ପ୍ରଶାସନିକ ସ୍ତରରେ ବଡ଼ ଧରଣ ର ଅଦଳ ବଦଳ ହେଇଛି ।ରାଜ୍ୟରେ ବଦଳିଛନ୍ତି ୧୭ ଜଣ ଜିଲ୍ଲାପାଳ, ବୁଧବାର ବିଳମ୍ବିତ ରାତିରେ ଏନେଇ ସାଧରଣ ପ୍ରଶାସନ ଓ ଅଭିଯୋଗ ଵିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି, ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କୁ ଓଡିଶା ରାଜ୍ୟ

ଗତକାଲି ଠାରୁ ନିଖୋଜ ଥିବା ଯୁବ ଶିକ୍ଷକଙ୍କ ଶବ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ…

ନବରଙ୍ଗପୁର : ଜଣେ ଶାନ୍ତ ସ୍ଵଭାଵ ଅତ୍ୟନ୍ତ ମେଳାପୀ ଯୁବକ ଥିଲେ ମୃତ ଶିକ୍ଷକ ଏସ କାଳିଆ, ଗତକାଲି ସନ୍ଧ୍ୟା ୬ ଘଣ୍ଟ ସମୟରେ ରେନକୋଟ ପିନ୍ଧି ନିଜ ବାଇକରେ ରେ ବାହାରିଥିଲେ,ରାତିରେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ନିରାଶ ହେବା ପରେ ଟାଉନ ଥାନା ରେ ନିଖୋଜ

ବିଜେପି ର ଆଳୁ ମିଶନ ଫେଲ ପୁଣି ଚଢ଼ା ଦରରେ ଆଳୁ ବିକ୍ରି….!

ମନ୍ତ୍ରୀଙ୍କୁ ବାଧୁନି ଆଳୁ ଦର ଲୋକେ ହେଲେଣି ନାକେଦମ…. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଗାଁ ରୁ ସହର ପର୍ଯ୍ୟନ୍ତ ଆଳୁ ଦର ହୁ ହୁ ହୋଇବଢୁଛି।ଆଳୁ ଦର ଅହେତୁକ ଭାବେ ବଢ଼ିଥିଲେ ବି ମନ୍ତ୍ରୀଙ୍କ ଆଶ୍ୱାସନା ସ୍ୱଳ୍ପ ଦର ବଢ଼ିଥିବା ବୟାନ ବାଜୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଏକ