ବିପଦ ସଂକୁଳ ପରିସ୍ଥିତି ରେ ବିଦ୍ୟୁତ ଖୁଣ୍ଟ:ବାରମ୍ବାର ଅଭିଯୋଗ ସତ୍ତ୍ଵେ ନିଆଯାଉନି ପଦକ୍ଷେପ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୁଖ୍ଯ ରାଜ ରାସ୍ତା ଉପରେ ସ୍ଥାନୀୟ ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ମାର୍କେଟ ର ସୋନୁ ଟି ଷ୍ଟଲ ଆଗରେ ଆଜକୁ ବହୁ ବର୍ଷ ହେଲା ଓହଳି ରହିଛି ବିପଦ ସଂକୁଳ ପରିସ୍ଥିତିରେ ଏଗାର କେଭି ତାର ବିଶିଷ୍ଟ ଲୁହା ବିଦ୍ୟୁତ ଖୁଣ୍ଟ l ବାରମ୍ବାର ବିଦ୍ୟୁତ

ଅଷ୍ଟମ ବାଟାଲିୟନ ହାବିଲଦାର ଓ ସିପାହୀ ନିର୍ବାଚନ ପାର୍ଥୀପତ୍ର ଦାଖଲ…

ଗଞ୍ଜାମ : 8.8.24,ଗଞ୍ଜାମ ଥାନା ଅନ୍ତର୍ଗତ ଓଡିଶା ସ୍ୱତନ୍ତ ସଶସ୍ତ୍ର ଅରକ୍ଷୀ ବାହିନୀ ଅଷ୍ଟମ ବାଟାଲିୟନ(ଛତ୍ରପୁର) ହାବିଲଦାର ଓ ସିପାହି ଶାଖା ସଙ୍ଘର 2024-2025 ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ହୋଇଛି l ଏହି ସଙ୍ଘର ଏଗାରଟି ପଦବୀ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି l ଦୁଇ ଗୋଷ୍ଠିର

ସରକାର ଙ୍କ ଗାଁ ଗାଁ କୁ ରାସ୍ତା ଧୂଆଁ ବାଣ : ମରଣ ଯନ୍ତା ପାଲଟିଛି ଉମରକୋଟ ବ୍ଲକ ଡେବଗୁଡ଼ା ରାସ୍ତା…

ଉମରକୋଟ ( ୦୮/୦୮/୨୦୨୪) ଭାରତ ସରକାର ୭୬ ବର୍ଷର ସ୍ଵର୍ଣ ଜୟନ୍ତୀ ଯୋଉଁଠି ପାଳନ କରୁଛନ୍ତି ସେହି ଭାରତ ବର୍ଷରେ ଏବେ ବି ଏମିତି ସୀମାନ୍ତ ବର୍ତ୍ତୀ ଗ୍ରାମ ଅଛି ଯୋଉଁ ଗ୍ରାମ ଗୁଡିକରେ ଆଜି ଯାଏ ସରକାରୀ ବାବୁ ମାନେ ଅଣଦେଖା କରି ଅତିରୁ ଅତି ଯମ ଯନ୍ତ୍ରଣା ଦେଇ ଅବହେଳିତ ଓ ନିଷ୍ପେସିତ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର : ଛାତ୍ରୀମାନଙ୍କ ଠାରେ ବିଭିନ୍ନ ଦକ୍ଷତାର ବିକାଶ କରିବାର ଲକ୍ଷ୍ୟ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା କୌଶଳ ରଥକୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ

ଗଞ୍ଜାମ କଲେଜର ୫୬ ତମ ସ୍ଵ-ନକ୍ଷତ୍ର ଉତ୍ସବ ପାଳିତ…

ଛତ୍ରପୁର : ଐତିହାସିକ ଗଞ୍ଜାମ ସହରର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୋ-କଲେଜ୍ ତଥା ଏହି କଲେଜ୍ ର ଆଲୁମିନ୍ ଅବା ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନ ର ଓଡ଼ିଶା ସରକାରଙ୍କ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ସୃଷ୍ଟି ହେଲା ଘାଇ : ଯାତାୟତ ବାଧାପ୍ରାପ୍ତ

ନବରଙ୍ଗପୁର : ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯିବା ରାସ୍ତାରେ କହ୍ନେଇ ମୁଣ୍ଡା ନିକଟର ଲଗାଣ ବର୍ଷା ରେ ଧୋଇଗଲା ଅସ୍ଥାୟୀ ରାସ୍ତା… ସୃଷ୍ଟି ହେଲା ୮ ଫୁଟ ର ଘାଇ.. ଫଳରେ ରାସ୍ତାକଡ଼ ରେ ଗାଡି ଗୁଡିକ ଠିଆ ହୋଇ ରହିଛି l ତେଣୁ, ନବରଙ୍ଗପୁର ରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି l

କୋରୁକୋଣ୍ଡା ବ୍ଲକ ଅଧକ୍ଷ ଅଣଦେଖା କରୁଥିବା ଅଭିଯୋଗ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କଲେ ୮ଜଣ ସମିତି ସଭ୍ୟସଭ୍ୟା

ବୈଠକକୁ ବର୍ଜନ କଲେ ୮ଜଣ ସଭ୍ୟ ସଭ୍ୟା । ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଆଜି କୋରୁକୋଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ଘଣ୍ଟିକା

ବିଜେପିର ଜୋନ୍ ସ୍ତରୀୟ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, ୭/୮ : ଭାରତୀୟ ଜନତା ପାର୍ଟି ପକ୍ଷରୁ ୯ ଗୋଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଘୁମୁସର ସାଙ୍ଗଠନିକ ଜିଲ୍ଲାକୁ ନେଇ ଏକ ଜୋନ୍ ସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ମାନସ ମହାନ୍ତିଙ୍କ

ଲଗାଣ ବର୍ଷାରେ ବିରାଟ ବରଗଛ ଟଳି ପଡିଲା ଘର ଉପରେ

ଫୁଲବାଣୀ : ପରିବାର ଲୋକେ ଘରେ ନଥିବା ସମୟରେ ନିଜ ଘର ବାରିପଟେ ଏକ ବିରାଟ ବରଗଛ ଲଗାତାର ଝଡ଼ି ବର୍ଷା ଯୋଗୁଁ ଆଜି ଟଳି ପଡିଛି ଘର ଉପରେ l ଘରର ଅର୍ଦ୍ଧେକ ଅଂଶ ଭାଙ୍ଗି ଯାଇଥିବା ବେଳେ ଘରର ବହୁ ଆସବାବ ପତ୍ର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ଘରର କ୍ଷତି ହୋଇଥିଲେ ସୁଦ୍ଧା କାହାରି ଜୀବନ

ବିଦ୍ୟୁତ ସଂଯୋଗ କାଟି ଦେବାରୁ ପ୍ରତିବାଦ କଲେ ଗ୍ରାହକ

ମାଲକାନଗିରି, ୭।୮ : ବିଦ୍ୟୁତ୍ ସଂଯୋଗ କାଟିବାରୁ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଗୋଟିଏ ପରିବାର । ସୂଚନା ଅନୁଯାୟୀ ମାଲକାନଗିରି ଶାସ୍ତ୍ରୀ ନଗରର ଚକ୍ରଧର ସୁନାନିଙ୍କ ଘରର ବିଦ୍ୟୁତ ଦେୟ ବାକି ଥିବାରୁ ତାଙ୍କ ବିଦ୍ୟୁତ ସଂଯୋଗକୁ ବିଭାଗ ପକ୍ଷରୁ କାଟି