Sign in
Sign in
Recover your password.
A password will be e-mailed to you.
ସେପ୍ଟେମ୍ବର ୩ରେ ହେବ ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଉପନିର୍ବାଚନ
ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ଆସନ!-->…
ଦେବୀ ନଦୀରେ ଭାସି ଯାଇ ଯୁବକ ନିଖୋଜ
ଦେବୀ ନଦୀରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଛନ୍ତି। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟରେ। ଯୁବକ ଜଣଙ୍କ ନଦୀରେ ଭାସି ଯାଉଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ନିଖୋଜ!-->…
ଆହାର କେନ୍ଦ୍ରରେ ଅଚାନକ ପହଞ୍ଚିଲେ ବିଧାୟକ
ଚିକିଟୀ : ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଆଜି ମଧ୍ୟାହ୍ନରେ ଅଚାନକ ଚିକିଟୀ ଗଡ଼ ସ୍ଥିତ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ପରଖିବା ସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ ଏବଂ ଏସ ଏଚ ଜି ଗ୍ରୁପର ସଦସ୍ୟା ମାନଙ୍କ ସହ ଆଲୋଚନା କରି ସାଧାରଣ ଲୋକଙ୍କ ସହିତ!-->…
ବସ୍ ଧକ୍କାରେ ବୃଦ୍ଧ ମୃତ
ହିଞ୍ଜିଳିକାଟୁ, : ବୁଧବାର ଭୋର ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୧୭ ଏଫ୍ ୯୨୪୪)ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ଖବର ପାଇ ଆସିକା ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ!-->…
ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ
ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଧାଡ଼ିବାନ୍ଧି ଆସିବାରେ ଲାଗିଛି ଲଘୁଚାପ l ଆସନ୍ତା ୨୪ ଘଣ୍ଟା ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନେଇ ସମ୍ଭାବନା ରହିଛି l ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି l ଘୂର୍ଣ୍ଣିବଳୟ!-->…
ଘରୋଇ ଯୋଗାଣ ପାଇପ୍ରେ ଗୋଳିପାଣି : କୂଅ ନଳକୂଅ ପାଖରେ ଭିଡ଼, ଥଣ୍ଡା କାଶ ଜ୍ଵର ବୃଦ୍ଧି ପାଉଛି
ବାଲିଗୁଡ଼ା(୦୭/୦୮): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ କରାଯାଉଛି l କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳି ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇ ପାରୁ ନାହିଁ। ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ କୂଅ ଓ ନଳକୂପ ଉପରେ ଭରସା!-->…
ଭିନେଶ ଡିସ୍କ୍ୱାଲିଫାଏଡ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା ପରିବାର
ପ୍ୟାରିସ ଅଲିମ୍ପକ୍ସରେ ଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତୀୟ ରେସଲର ଭିନେଶ ଫୋଗାଟ୍ ଲାଗିଛି ବଡ଼ ଝଟ୍କା। ସେ ଡିସ୍କ୍ୱାଲିଫାଏଡ୍ ଘୋଷିତ ହୋଇଛନ୍ତି। ଭାରତ ପାଇଁ ଗୋଲ୍ଡ ଆଶା ମଉଳି ଯାଇଛି। ତେବେ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ନେଇ ତାଙ୍କ ପରିବାର ଲୋକେ ବଡ଼ ଅଭିଯୋଗ ଆଣିଛନ୍ତି। ଫେଡେରେଶନ!-->…
ପୋଲାଭରମ ପ୍ରଭାବିତ ମୋଟୁ ଅଂଚଳ ଗସ୍ତ କଲେ ସ୍ବତନ୍ତ୍ର ଟିମ୍
କାଳିମେଳା: ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରିଛି ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ଅନୁସନ୍ଧାନ ଟିମ। ଏହି ଟିମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱରେ ମୋଟୁ ତହସିଲର ମୋଟୁ, ବିନାୟକପୁର, ଆଲମା,!-->…
ଅଜଣା ରୋଗରେ ଶଯ୍ୟାଶାୟୀ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସରକାରୀ ସାହାଯ୍ୟ ପାଇଁ ଦାବୀ
କନ୍ଧମାଳ : କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତରେ ଥିବା ମୁଚ୍ଛଳପଡା ଗାଁର ପ୍ରଶ୍ନ ଦିଗାଲ ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ବର୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ମୂଲ ଲାଗି ପରିବାର ପ୍ରତି ପୋଷଣ କରି ଆସୁଥିବା ପ୍ରଶ୍ନ ଦିଗାଲ ଏବେ!-->…
ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀ ଜଳସ୍ତର, ନାହିଁ ବନ୍ୟା ଆଶଙ୍କା
ସମ୍ବଲପୁର: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣ ବଢୁଛି ହୀରାକୁଦ ଜଳସ୍ତର । ଫଳରେ ରାଜ୍ୟରେ ମହାନଦୀ ପ୍ରମୁଖ ଅନ୍ୟାନ୍ୟ ନଦୀ, ନାଳ ପୁରିଥିବାରୁ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବନ୍ୟା ଆଶଙ୍କା!-->…