Sign in
Sign in
Recover your password.
A password will be e-mailed to you.
ବାଂଲାଦେଶ ହିଂସା ମଧ୍ୟରେ ଅଗଷ୍ଟ ୮ରେ ଶପଥ ନେବେ ମହମ୍ମଦ ୟୁନୁସ
ଢାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏନେଇ ଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ ୱାକର କହିଛନ୍ତି ଯେ ଅନ୍ତରୀଣ ସରକାର ରାତି ୮ ଟାରେ!-->…
ସିରିଜ୍ ହାରିଲା ଭାରତ: ଶେଷ ମ୍ୟାଚ୍ ୧୧୦ ରନ୍ରେ ଜିତିଲା ଶ୍ରୀଲଙ୍କା
କଲମ୍ବୋ: କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆ ଏକଦିବସୀୟ ହାରିଛି। ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଜିତି ନେଇଛି। ୩ ଟିକିଆ ସିରିଜ୍!-->…
କ୍ରାଶ କରିଗଲା ହେଲିକପ୍ଟର: ପାଇଲଟଙ୍କ ସମେତ ୫ ମୃତ
ପୁଣିଥରେ ନେପାଳରେ ଘଟିଛି ବଡ଼ ଦୁର୍ଘଟଣା। ଆଜି ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଗୋଟିଏ ଯାତ୍ରୀବାହୀ ହେଲିକପ୍ଟର କ୍ରାଶ କରି ଯାଇଛି। ଏୟା ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ!-->…
କୋଟିପତି ବିଡ଼ିଓ, ଘରୁ ମିଳିଲା ୬ଲକ୍ଷ ନଗଦ ଟଙ୍କା
ଭୁବନେଶ୍ୱର; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ 8ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।
ଭୁବନେଶ୍ୱର!-->!-->!-->…
ବାଂଲାଦେଶରେ ବିଗୁଡ଼ୁଛି ସ୍ଥିତି, ପରିବାର ସହ ଫେରିଲେ ୧୯୦ ଦୂତାବାସ କର୍ମଚାରୀ
ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଆରମ୍ଭ ହୋଇଥିବା ହିଂସା ଥମିବା ନାଁ ଧରୁନି। ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇ ଯାଇଥିବା ବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହାପରେ ବି ସେଠାରେ ହିଂସାକାଣ୍ଡ, ପୋଡ଼ାଜଳା ଥମିବା!-->…
୪୯ ନୁହେଁ ବରଂ ୯୯ ରାଣୀର ରାଜା ଥିଲା ସତ୍ୟଜିତ ସାମଲ
ଭୁବନେଶ୍ବର: ଖୋଲୁଛି ଧୋକାବାଦ ସତ୍ୟଜିତ ସାମଲଙ୍କ ଗୁମର । ଗତକାଲି ଠୁ ଦୁଇ ଦିନିଆ ରିମାଣ୍ଡରେ ଗଲା ପରେ ଧିରେ ଧିରେ ଖୋଲୁଛି ସବୁ ରହସ୍ୟ । ୪୯ ନୁହେଁ ବରଂ ୯୯ ମହିଳାଙ୍କ ସହ ଥିଲା ତାର ସମ୍ପର୍କ ।
ରିମାଣ୍ଡର ପଚରା ଉଚରା ସମୟରେ ଫେକ୍ ପୋଲିସ ଆଇଡି ସହ ପାସପୋର୍ଟ ଜବତ ହୋଇଛି । ଅଭିଯୁକ୍ତ!-->!-->!-->…
ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗତକାଲି ୫୪୭ ଡେଙ୍ଗୁ ଟେଷ୍ଟିଂରୁ ୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ପହର ଦିନ ଅଧିକ ଥିଲା କାରଣ ଏହା ଦୁଇ ଦିନର ମିଳିତ ଡାଟା। ହେଲେ ଗତ ବର୍ଷ ଏହି ସମୟ ତୁଳନାରେ କମ ଅଛି।
ଗତ ବର୍ଷ ଏ ଯାଏଁ ୨୫ ହଜାର ଟେଷ୍ଟ ହୋଇଥିଲା।!-->!-->!-->…
ଭୁବନେଶ୍ୱରରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ
ରାଜଧାନୀ ଭୁବନେଶ୍ୱରରେ ବାର ଗାର୍ଲଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାର୍ ମାଲିକ ଶିବ ପ୍ରସାଦ ମଲ୍ଲିକ। ତାଙ୍କ ସହିତ ଜଣେ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ତାଙ୍କ ନାଁ ଜ୍ୟୋତି ପ୍ରକାଶ ନାୟକ।
ଟଙ୍କା ନ ଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିଲେ ଶିବ ପ୍ରସାଦ!-->!-->!-->…
ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ୫-ଟି ଚାର୍ଟର
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍ -ଟି ଚାର୍ଟ । 5T ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ ରୁ ଏହା ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଏହାର!-->…
ତୁମେ ଚାମ୍ପିଅନ୍, ଆମେ ସମସ୍ତେ ତୁମ ସହ ଅଛୁ… ଭିନେଶଙ୍କୁ ସାନ୍ତ୍ୱନା ଦେଲେ ମୋଦି
ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ୫୦ କିଲୋଗ୍ରାମ କ୍ତସ୍ତି ଇଭେଣ୍ଟର ଫାଇନପାଲ ପୂର୍ବରୁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ କରାଯାଇଛି। ଏହାପରେ ଭିନେଶଙ୍କୁ ସାନ୍ତ୍ୱନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପିଏମ୍ ମୋଦି ସୋଶାଲ ମିଡିଆ ହ୍ୟାଣ୍ଡେଲରେ!-->!-->!-->…