Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତି ସଂଘର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ…
ଉମରକୋଟ/ଝରୀଗାଁ:- (୨୪/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅଧୀନରେ ଥିବା ଚାରଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତିର ନୁଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅର୍ଜୁନ ସମରଥଙ୍କ!-->…
ପୁଣି ପିସି କୁ ନେଇ ଚର୍ଚ୍ଚା ଦଶହରା ପାଇଁ ପିସି ନା ମାମୁଲି…!
ତ୍ରାହି ତ୍ରାହି ଡାକ ଦେଲେଣି ଅଫିସର ଠାରୁ ମାଫିଆ ଓ ବ୍ୟବସାୟୀ..!!
ଭୁବନେଶ୍ୱର: ଏବେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ। ଆଗକୁ ଦଶହରା ଥିବାରୁ ଠିକାଦାର, ଅଫିସର, ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ କୁଆଡ଼େ ୨୦ ପ୍ରତିଶତ ପିସି ଦେବାକୁ ଦାବୀ କରାଯଇଛି ବୋଲି ଚା ଖଟିରେ!-->!-->!-->…
ମିନି ଶିବାକାଶୀ ପାଲଟିଛି ଆସିକା ନିକଟସ୍ଥ ନଳବଣ୍ଟା : ଲକ୍ଷ ଲକ୍ଷ ଟଙ୍କାର ବାରୁଦ ଗଚ୍ଛିତ …..
ବାରୁଦ ନିଆଁ ସହ ଖେଳୁଛି ପ୍ରଶାସନ..!!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ୫୯ ଜାତୀୟ ରାଜପଥ କଡ଼ରେ ନଳବଣ୍ଟା ଗ୍ରାମ। ଏଠାରେ ମୃତ୍ୟୁ ସହ ଖେଳ ଚାଲେ ଦଶହରା ପୂର୍ବରୁ ଗାଁ ର ପିଲାରୁ ବୁଢ଼ା ସମସ୍ତେ ହାତ ତିଆରି ବିଭିନ୍ନ ବାଣ ପ୍ରସ୍ତୁତ କରିବାର ନଜିର ରହିଛି। ଏହି ଗ୍ରାମରେ ପାଦ ପାଦ ରେ!-->!-->!-->…
କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ସଂପନ୍ନ ମୁକ୍ତିକାନ୍ତ ବେହେରା ହେଲେ ସାଧାରଣ ସଚିବ…
ରାଉରକେଲା : ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜା ର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି,(ସିପିସି) ରାଉରକେଲା ର ବର୍ଷ ୨୦୨୪-୨୫ ର ନିର୍ବାଚନ ଆଜି ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ୨୦୨୪ -୨୫ ବର୍ଷ ପାଇଁ ମୁକ୍ତିକାନ୍ତ ବେହେରା ସାଧାରଣ!-->!-->!-->…
ଦରଦାମ ବୃଦ୍ଧି କୁ ନେଇ ସରକାର ନାକେଦମ ଖାଉଟି ହନ୍ତସନ୍ତ…..
ଟମାଟ ଆଳୁ ପିଆଜ ତେଲ ଦର ହୁଁ ହୁଁ ହୋଇ ବଢି ଚାଲିଛି...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ଖାଉଟି ମାନଙ୍କୁ ଡ଼ବଲ ଇଞ୍ଜିନ ଝଟକା ଦେଇଛି। ଏବେ ବଜାରରେ ଟମାଟ ୬୦ ଆଳୁ ୪୦ ପିଆଜ ୬୦ ତେଲ ପେକେଟ ପ୍ରତି ୨୫ ଟଙ୍କା ବୃଦ୍ଧି ହୋଇଛି। ଲୋକେ କହିଲେଣି ଆଳୁ ମନ୍ତ୍ରୀଙ୍କ ହାତରେ ଆଉ ଦର ଏବେ!-->!-->!-->!-->!-->…
ଆଇ.ଆର୍.ଇ.ଏଲ ଇଣ୍ଡିଆ ଏବଂ ପୋର୍ଟରେ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର…
ଛତ୍ରପୁର, ୨୩ / ୯ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଏବଂ ପାଖାପାଖି ଅଞ୍ଚଳର ଯୁବକ ଯୁବତୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଦାଖଲ!-->!-->!-->…
ରାଇଘରଠାରେ ନବରଙ୍ଗପୁର ଜିଲାପାଳଙ୍କ ଜନଶୁଣାଣି ଶିବିର
ନବରଙ୍ଗପୁର : ଆଜି ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର , ଏସ ଡି!-->…
ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ତରଫରୁ ଶୁଭଖୁଣ୍ଟି ସ୍ଥାପନ
ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ତରଫରୁ ଆଜି ଶୁଭଖୁଣ୍ଟି ସ୍ଥାପନ ହୋଇ ଯାଇଛି l ଓ ପଣ୍ଡିତ ପ୍ରିୟବ୍ରତଙ୍କ ଦ୍ବାରା ଶୁଭ ଦିଆଯାଇଛି l ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ମାଁଙ୍କ ଆଗମନ ନେଇ ୫୧ ତମ ଅବସରରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି | ମାଁଙ୍କ ପ୍ରତେକ!-->…
ବ୍ଲକସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ
ଗଞ୍ଜାମ/ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ବୁଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାଳି ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିଲା ବେଳେ ଏଥିରେ ୨୧ଟି ଉଚ୍ଚ ବିଦ୍ୟାଳୟର!-->…
ଶିକ୍ଷକ ମନୋରଞ୍ଜନ ତ୍ରିପାଠୀଙ୍କ ଦେହାନ୍ତ
ଗଞ୍ଜାମ/ବୁଗୁଡ଼ା : ବୁଗୁଡା ବ୍ଲକ ସୋରଡ ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ବର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ(୪୧)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଯକୃତ ସମସ୍ଯା ଯୋଗୁଁ ସେ ଦୀର୍ଘଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲେ । ଗତକାଲି ସେ ବୁଗୁଡା!-->…