ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କନଫେରେନ୍ସ ହଲରେ ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଜିଲ୍ଲାପାଳ ଙ୍କ ଚିତ୍ରକୋଣ୍ଡା ବ୍ଲକରେ ପ୍ରଥମ ଥର ଅଭିଯୋଗ ଶୁଣାଣି ଥିବାରୁ କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ପ୍ରମୁଖ ବିଭାଗର…

ଯାତ୍ରୀବାହି ଅଟୋରୁ ପଡ଼ି ଯୁବକର ମୃତ୍ୟୁ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାଡିପା ରାସ୍ତା ଉପରେ ଯାତ୍ରୀ ବାହି ଅଟୋରୁ ପଡ଼ି ଯୁବକର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି | ଗତ ତା ୨୧/୦୯/୨୦୨୪ ରିଖ ଶନିବାର ଦିନ ସମୟ ସକାଳ ପ୍ରାୟ ୮ଟା ବେଳେ ଯାତ୍ରୀ ବାହି ଅଟୋରୁ…

କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ପକ୍ଷରୁ ରିଲିଫ ବଣ୍ଟନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ଶତାଧିକ ଲୋକଙ୍କୁ କମ୍ବଳ, ପାଲ,…

ବାଲିଗୁଡା : ସାପ କାମୁଡାରେ ରେ ଜଣେ ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ ନିଜ ପିଲା ଓ ସ୍ତ୍ରୀ ସହିତ ଘରେ ଶୋଇଥିବା ବେଳେ ଗୋଡ ରେ ସାପ କାମୁଡି ଦେଇଥିଲା । ଏହା ପରେ ପରିବାର ଲୋକ ରାତିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ…

ମହିଳା ଏଏନଏମକୁ ଆକ୍ରମଣ କରି ଯୁବକର ଆତ୍ମହତ୍ୟା, ତଦନ୍ତ ଜାରି

ବାଲିଗୁଡା : କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ଅଭାବନୀୟ ଘଟଣା ଘଟିଛି । ମହିଳା ଏଏନଏମ ଜଣକ କେନ୍ଦ୍ର ପରିସରେ ରହିଥିବା ବେଳେ ଭୁବନେଶ୍ବର ନିକଟସ୍ଥ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମର ଜଗନ୍ନାଥ ବେହେରା ନାମକ ଜଣେ ଯୁବକ ଆସି…

ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବାଟାଗୁଡାରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିଜେପିର ସଦସ୍ୟତା ଅଭିଯାନ

ବାଲିଗୁଡା : ବିଜେପି ନେତୃତ୍ୱରେ ଗଠିତ ରାଜ୍ୟରେ ସୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଛି। ଏହି ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହ‌ଞ୍ଚାଇବା ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଟାଗୁଡା ମଣ୍ଡଳ ର ପଞ୍ଚାୟତ ସଭାଗୃହ ଠାରେ ସଦସ୍ୟତା ପ୍ରଭାରୀ ସୁରେନ୍ଦ୍ର ପାତ୍ର ଙ୍କ…

ବର୍ଜ୍ୟବସ୍ତୁରେ ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟୀ : ଏହି ଏନ୍ଏସି ତରଫରୁ ଚିକିଟୀ ଗଡ଼ ସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯକ୍ରମ ଆନୁକୂଲ୍ୟରେ ସୋମବାର ଅଦରକାରୀ ବର୍ଜ୍ୟବସ୍ତୁରେ ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଭାରତରେ ଚିହ୍ନଟ ହେଲା ଏମପକ୍ସ କ୍ଲେଡ୍-୧ର ପ୍ରଥମ ମାମଲା

ନୂଆଦିଲ୍ଲୀ: ଭାରତରେ ଏମପକ୍ସ କ୍ଲେଡ୍-୧ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଗତ ସପ୍ତାହରେ କେରଳର ମଲ୍ଲାପୁରମରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୩୮ ବର୍ଷ ଏବଂ ସେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରୁ ଘରକୁ ଫେରିଥିଲେ। ଏହି ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ବିଶ୍ୱ…

୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଚପଲ ବାଇକ୍ ଉଦ୍ଧାର ଘଟଣା । ୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ନିକଟସ୍ଥ ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ…

କଙ୍ଗନାଙ୍କୁ କଂଗ୍ରେସର ଚେତାବାନୀ: ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗ

ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ କଡ଼ା ଚେତାବନୀ ଦେଇଛି କଂଗ୍ରେସ। ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସ ସରକାର ବେଆଇନ ଭାବେ ବିପର୍ଯ୍ୟୟ ପରିଚାଳନା ପାଇଁ ଆସୁଥିବା ପାଣ୍ଠିକୁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଉଥିବା କଙ୍ଗନା ଅଭିଯୋଗ କରିଥିଲେ। ଏହା ଉପରେ ହିମାଚଳର ପୂର୍ତ୍ତ ବିଭାଗ…