ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ୱର :୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡ଼ି । ଗତ କାଲି ଭରତପୁର ଥାନା ମାମଲାରେ ୨୪ ତାରିଖରେ ଭୁବନେଶ୍ଵର ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ବିଜେଡ଼ିର ବରିଷ୍ଠ ନେତା ଦେବୀ ମିଶ୍ର । କିନ୍ତୁ ଆଜି ବିଜେଡ଼ି ଏହା ପ୍ରତ୍ୟାହାର କରିଛି । ଭୁବନେଶ୍ବର…

ଖାଜାସାହି ମୂଖ୍ୟ ରାସ୍ତାରେ ଉଦଘାଟିତ ହେଲା ଆଲଫ୍ ଅମୁଲ ପାର୍ଲର…

ବ୍ରହ୍ମପୁର : ସାଉଥ୍ ଓଡ଼ିଶାର ବ୍ରାଞ୍ଚ ମେନେଜର ଶୁଶାନ୍ତ ମିଶ୍ରଙ୍କ କରକମଲରେ ଏହି ଆଲଫ୍ ଅମୁଲ ପାରଲେର ଉଦ୍ ଘାଟନ ହୋଇଛିଯାଇଛି। ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଉକ୍ତ ପାରଲରର।ଏହି ଠାରେ ଅମୁଲ୍ ବ୍ରାଣ୍ଡର ପ୍ରାୟ ୧୨୦ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରୟ ହେଉଛି। ଉକ୍ତ ଉଦ୍…

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ହେବ ବିଭାଗୀୟ ତଦନ୍ତ

ଭୁବନେଶ୍ବର: କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ହେବ ବିଭାଗୀୟ ତଦନ୍ତ । ବିଭାଗୀୟ ତଦନ୍ତ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତ୍ମହତ୍ୟା ଚିଠିରେ ଡିଏଫ୍‌ଓଙ୍କ ନାଁ ଥିବାରୁ ଏନେଇ ଡିପାର୍ଟମେଣ୍ଟାଲ ଇନକ୍ବାରୀ ଜାରି କରିଛି ବନବିଭାଗ । ସିସିଏଫ୍‌ ରାଙ୍କର…

ଲେବାନନରେ ଇସ୍ରାଏଲର ଆକ୍ରମଣ; ୧୦୦ ମୃତ, ୪୦୦ରୁ ଊର୍ଦ୍ଧ୍ୱ ଆହତ

ହେଜବୁଲ୍ଲା ଏବଂ ଇସ୍ରାଏଲର ବିବାଦ ମଧ୍ୟରେ ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା। ଘନ ଘନ ରକେଟ ମାଡରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ଲେବାନନର କିଛି ଅଞ୍ଚଳ। ଏଥିରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲର ଆକ୍ରମଣ ନେଇ ଲେବାନନ…

ଫୁଲବାଣୀ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଗୁରୁ ପୂଜନ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଆଜି ଗୁରୁ ପୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ…

ଆଳୁ ପରେ ବଢିଲା ପିଆଜ ଦର

ଭୁବନେଶ୍ୱର: ପୁଣି ରାଜ୍ୟରେ ଉପରମୁହାଁ ହୋଇଛି ପିଆଜ ଦର । ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କାରେ ପହଞ୍ଚିଥିବାବେଳେ, କଟକରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଯାହା ଏବେ ଖାଉଟିଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍ ଓ ବାନ୍ଧବୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍ ଓ ବାନ୍ଧବୀ। ଭରତପୁର ଥାନାରେ ଦୁର୍ବ୍ୟବହାର ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କ୍ୟାପଟେନ୍ , ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବାପା । ଲୋକସେବା ଭବନରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସକାରାତ୍ମକ…

ବିଶିଷ୍ଟ ସାହିତ୍ୟିକ ଡ. ହରିହର ମିଶ୍ରଙ୍କ ପରଲୋକ

ପୁରୀ: ଆରପାରିରେ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ଡ. ହରିହର ମିଶ୍ର l ଆଜି ସକାଳେ ପୁରୀସ୍ଥିତ ନିଜ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଓଡ଼ିଶାର ସାହିତ୍ୟିକ ମହଲରେ ସେ ହରି…

ମୋଦିଙ୍କୁ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଧନ୍ୟବାଦ

ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତିକ୍ରିୟା ଦେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। …

ଭରତପୁର ଘଟଣାରେ ନ୍ୟାୟିକ ସହ କ୍ରାଇମବ୍ରାଞ୍ଚ ତଦନ୍ତ, ଭାରତରେ ପ୍ରଥମ କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୂରା ରାଜ୍ୟର ନଜର ଏବେ ଭରତପୁର କାଣ୍ଡ ଉପରେ । ପ୍ରତି ମିନିଟରେ ଏକ ନୂଆ ମୋଡ ନେଉଛି ଘଟଣା । ଏହି ଘଟଣାରେ କ୍ରାଇମବ୍ରାଞ୍ଜ ତଦନ୍ତ କରୁଥିବା ବେଳେ ଏବେ ଏହା ବିଚାର ବିଭାଗୀୟ ତଦନ୍ତ ପାଇଁ କୋର୍ଯଙ୍କ ହାତକୁ ଟେକି ଦିଆଯାଇଛି । ସେପଟେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ…