ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି, ଯୁବତୀଙ୍କୁ ବର୍ଷେ ହେଲା ୱାନ ସାଇଡ ଲଭ କରି କରୁଥିଲେ ପ୍ରେମ ନିବେଦନ

ଯାଜପୁର ଟାଉନ : ପଦାରେ ପଡିଲା କନେଷ୍ଟବଳଙ୍କ ୱାନ ସାଇଡ ଲଭର ଗୁମର । ବର୍ଷେ ହେଲା ଯୁବତୀଙ୍କୁ କରୁଥିଲେ ନାକେଦମ । ଜୋର ଜବରଦସ୍ତି କରୁଥୁଲେ ପ୍ରେମ ନିବେଦନ । ଆଉ ରାଜି ନହେଲେ ମାଡ ମାରୁଥିଲେ, ମାନସିକ ନିର୍ଯାତନା ଦେଉଥିଲେ । ଏମିତି ଭାବେ ବିଗତ ଗୋଟେ ବର୍ଷ ହେଲା ସେ ମହିଳାଙ୍କୁ…

ଭରତପୁର ଘଟଣା: ଗଣମାଧ୍ୟମରେ ପ୍ରକାଶ ପାଇବନି ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାଁ

ଭୁବନେଶ୍ବର: ତେଜିବାରେ ଲାଗିଛି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣା । ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍ । ଏହି ଘଟଣାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ନାଁ କୌଣସି ବି ଗଣମାଧ୍ୟମରେ ପ୍ରକାଶ ନକରିବାରୁ…

କେଜ୍ରିଓ୍ୱାଲଙ୍କ ପାଇଁ ଆସନ ଖାଲି ରଖିଲେ ଆତିଶୀ, କହିଲେ- ଭରତ ଭଳି କାମ କରିବି

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି।…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି l ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ l ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ l ଯୁବତୀ, ମେଜର, ପୋଲିସଙ୍କୁ…

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ…

ଫୁଲବାଣୀ: ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୧୦ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ…

ଗୋଠଗାଁ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ…

ହିଞ୍ଜିଳିକାଟୁ ୨୩!୯ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ଗୋଠଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଶୁଆଁଶିଆଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ସୋମବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।…

ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକଙ୍କ(ଏଡିଇଓ) ପ୍ରଥମ କାର୍ଯ୍ୟକାରିଣୀ ବୈଠକ…

ମାଲକାନଗିରି : ଜିଲ୍ଲାରେ ଥିବା ୮୪ ଜଣ ଗ୍ରାମ ରୋଜଗାର ସେବକଙ୍କ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିୟମାନୁସାରେ ଉକ୍ତ ୮୪ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ବର୍ତ୍ତମାନ ପଦୋନ୍ନତି ପରେ ସେମାନଙ୍କୁ "ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ" ଭାବରେ ଦାୟିତ୍ଵ…

ଜଙ୍ଗଲ ରେ ପଡିଛି ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀର : ହତ୍ୟା ସନ୍ଦେହ

ଉମରକୋଟ ( ୨୩/୦୯/୨୦୨୪) ' ଲୋକମାନେ ଘରର ସାମାନ୍ୟ କୁକୁଡ଼ା ହଜିଗଲେ ତାକୁ ଖୋଜି ବୁଲୁଛନ୍ତି କିନ୍ତୁ ଘରର ଜଣେ ମଣିଷ ହଜି ଗଲେ ଲୋକ ମାନେ ତାହାର ନିଖୋଜ ହେବାର ଅନୁସନ୍ଧାନ ବା ନିକଟସ୍ତ ଥାନାରେ ସୂଚିତ କରୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଦୁଃଖ ପ୍ରକାଶ କରିଛନ୍ତି।ସୂଚନା…

ଖପ୍ରାଖୋଲ ପୋଲିସ ର ଚଢାଉ ଜଣେ ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର…

ମୁଖ୍ୟ ଦଲାଲ ଗିରଫ.. ପାଟଣାଗଡ଼-: ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ଥମୁ ନାହିଁ । ଲାଠୋର ଠାରେ ଦାଦନ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବାର ଦିନକ ଭିତରେ ଖପ୍ରାଖୋଲ ପୋଲିସ ଗୋଟିଏ ୮ମାସର ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବାରେ ସକ୍ଷମ…

ସାପ କାମୁଡାରେ ନାବାଳିକା ମୃତ୍ୟୁ…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନସ୍ଥ ଝାରବେଡା ପଞ୍ଚାୟତ ଅନ୍ତର୍ଗତ ରିୟୁ ଗ୍ରାମର ୧୨ ବର୍ଷିଆ ନାବାଳିକା ଚନ୍ଦ୍ରିକା କୁମହାର ଗତ କାଲି ନିଜ ଘର ଖଟରେ ସୋଇଥିବା ସମୟରେ ଏକ ଚିତ୍ତୀ ବିଷାକ୍ତ ସାପ କାମୁଡିବାରୁ ଅଚେତ ହୋଇ ପଡିଥିଲେ ! ଏହା ଦେଖି ପରିବାର…