ଖାଜାସାହି ମୂଖ୍ୟ ରାସ୍ତାରେ ଉଦଘାଟିତ ହେଲା ଆଲଫ୍ ଅମୁଲ ପାର୍ଲର…

add-all

ବ୍ରହ୍ମପୁର : ସାଉଥ୍ ଓଡ଼ିଶାର ବ୍ରାଞ୍ଚ ମେନେଜର ଶୁଶାନ୍ତ ମିଶ୍ରଙ୍କ କରକମଲରେ ଏହି ଆଲଫ୍ ଅମୁଲ ପାରଲେର ଉଦ୍ ଘାଟନ ହୋଇଛିଯାଇଛି। ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଉକ୍ତ ପାରଲରର।ଏହି ଠାରେ ଅମୁଲ୍ ବ୍ରାଣ୍ଡର ପ୍ରାୟ ୧୨୦ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରୟ ହେଉଛି। ଉକ୍ତ ଉଦ୍ ଘାଟନ ଉତ୍ସବରେ ପୂର୍ବତନ ବିଧାୟକ ତଥା ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା,ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଆର୍ ବେନ୍ ବେଙ୍କ ସଭାପତି ଆର୍ ମୁରୁଳୀ ମୋହନ, କର୍ପୋରେଟର କାଦାମ୍ବରୀ ଦାସ ପୂର୍ବତନ କର୍ପୋରେଟର ଭିଷ୍ମାଚାର୍ଯ୍ୟ ଚୌଧୁରୀ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ। ପାରଲରର ମୁଖ୍ୟ ଏମ୍ ରଫିକ୍ ଖାନ୍, ଏସ୍ ତାହେର୍ବ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବି ଶଙ୍କର ନାରାୟଣ ସୁବୁଦ୍ଧି, ଏମ୍ ଫାଇଜ୍ ଖାନ୍,ସୁଦର୍ଶନ ଦାସ, ପ୍ରମୋଦ ମହାରଣା କେ ଏଙ୍କାଟି ରେଡ୍ଡୀ, ଅକ୍ଷୟ କୁମାର ବିଷୋୟୀ ରତ୍ନ, ସବିତା ସାହୁକାର, , ଜାରିନା ବେଗାମ୍, ସାୟାଦ୍ ଖାନ୍, ଏମ ଏଲ୍ ଜୁବେଦ, ଏମ୍ଉଆସ୍ ରାଜା କାଦାରିଙ୍କ ସମେତ ବହୁ ଅଞ୍ଚଳ ବାସୀ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.