Sign in
Sign in
Recover your password.
A password will be e-mailed to you.
ବାଇଡେନ ଦମ୍ପତିଙ୍କୁ ରୁପାର ଟ୍ରେନ୍ ମଡେଲ୍ ଏବଂ କଶ୍ମୀର ସାଲ୍ ଉପହାର ଦେଲେ ମୋଦି
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ଏକ ରୁପାର ଟ୍ରେନ୍ ମଡେଲ୍ ଦେଇଛନ୍ତି।
ଏହି ଟ୍ରେନ୍ ମଡେଲ ପୂର୍ବ ସମୟରେ ପ୍ରଚଳିତ ଥିବା ଟ୍ରେନ୍ ମଡେଲ ପରି,!-->!-->!-->…
ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ, ଗିରଫ ହୋଇପାରନ୍ତି ଥାନାର ନିଲମ୍ବିତ ଆଇଆଇସି
ଭୁବନେଶ୍ବର : ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ । ଗିରଫ ହୋଇ ପାରନ୍ତି ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର । ଆର୍ମୀ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଓ ଯୌନ ନିର୍ଯାତନା ଘଟଣାରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ୧୨୦ ବାଟାଲିଅନରେ ମେଜର ଓ ତାଙ୍କ!-->…
ଆମେରିକାରେ ଆଖିବୁଜା ଗୁଳିମାଡ଼; ୪ ମୃତ
ଆମେରିକାର ଅଲବାମାରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ଚାରି ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଥିଲା।
ରିପୋର୍ଟ ଅନୁସାରେ, ଅଲବାମାର ବର୍ମିହାମ ଫାଇଭ୍ ପଏଣ୍ଟ ସାଉଥ୍ ଅଞ୍ଚଳରେ କିଛି ଦୁର୍ବୃତ୍ତ ରାତି ୧୧ଟା ସମୟରେ!-->!-->!-->…
ଗିରଫ ହେଲେ ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ
ଭୁବନେଶ୍ଵର: ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶନିବାର ଦିନ ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନଭି ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ ।!-->…
ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ
ଏଥର ଦୁର୍ଗା ପୂଜାରେ ଜମିବ ଇଲିସି ଆସର। ପୁଣି ବଜାରରେ ମେଲିବ ଇଲିସି ପସରା। ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ଓ ବେଙ୍ଗଲୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିସି ମାଛ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛନ୍ତି।!-->…
ଲଘୁଚାପ ଆଣୁଛି ବଡ଼ ବର୍ଷା, ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ
ଲଘୁଚାପ ଆଣୁଛି ବଡ଼ ବର୍ଷା। ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ । ଆଜି ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ!-->…
ଭାରତକୁ ୨୯୭ଟି ପ୍ରାଚୀନ ମୂଲ୍ୟବାନ କଳାକୃତି ଫେରାଇଲା ଆମେରିକା
ଭାରତରୁ ଚୋରା ଚାଲାଣ ହୋଇଥିବା ମୂଲ୍ୟବାନ ପୁରୁଣା ସାମଗ୍ରୀ ଫେରାଇଲା ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ଉପହାର ସ୍ୱରୂପ ୨୯୭ ଚୋରା ସାମଗ୍ରୀକୁ ଭାରତକୁ ହସ୍ତାନ୍ତର କରାଯାଇଛି।
ଗତ ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଭାରତକୁ ଫେରିଛି ଚୋରା ଚାଲାଣ!-->!-->!-->…
ଲୋକଙ୍କ ସେବା ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନନ୍ୟ ଉଦାହରଣ । ଲୋକଙ୍କ ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରସ୍ଥିତ ମଣ୍ଡୁଆ ବାସଭବନକୁ ଜନସାଧାରଣଙ୍କ ହିତ ନିମନ୍ତେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଅଭିଯୋଗ ପ୍ରକୋଷ୍ଠ ହେବ ମୋହନଙ୍କ ବାସଭବନ । ସପ୍ତାହକୁ ୬!-->…
ଡାକ୍ତରୀ ହେବେ ସ୍ୱାଭିମାନ ଅଂଚଳର ଝିଅ ଅଙ୍କିତା
ମାଲକାନଗିରି (ଚିତ୍ରକୋଣ୍ଡା) : ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ସୁନା ଝିଅ ଅଙ୍କିତା ବେହେରା। ଚିତ୍ରକୋଣ୍ଡା ଅଂଚଳ ଶିକ୍ଷା ଓ ସ୍ବାସ୍ୟଃ କ୍ଷେତ୍ରରେ ଆଜିବି ପଛୁଆଏଭଳି କ୍ଷେତ୍ରରେ ଅଙ୍କିତା ଡାକ୍ତରୀ ପାଇବା ଆଶ୍ଚର୍ଯ୍ୟ ଓ ଖୁସି କଥା।ସେ ଆଲ ଇଣ୍ଡିଆ ନିଟ ରେଙ୍କ 95421 ଏବଂ ଷ୍ଟେଟ ରେଙ୍କ ରେ!-->…
ମହକୁମାର ବିଭିନ୍ନ ସ୍ଥାନରେ ବିଏସଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ
ମାଲକାନଗିରି,୨୧।୯ : ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଆଜି ବିଏସଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଅବସରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଶ୍ରମଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବିଏସଏଫ ମୁଖ୍ୟ କାର୍ଯ୍ୟାଳୟର ୨ୟ ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ!-->…