Sign in
Sign in
Recover your password.
A password will be e-mailed to you.
ମାଛ କରିଦେଲା ଲକ୍ଷପତି, ୯ଟି ମାଛର ଦାମ୍ ୧୫ଲକ୍ଷ ଟଙ୍କା
ଜଳେଶ୍ୱର : ମାଛ ପାଇଁ ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ମାଛ କରିଦେଲା ଲକ୍ଷପତି । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲ ରେ ଧରା ପଡ଼ିଥିଲା ଦାମିକିଆ ମାଛ । ଏହି ଦାମିକିଆ ମାଛର ନାମ!-->…
କୋଇଲା ଖଣିରେ ବିସ୍ଫୋରଣ, ୫୧ ମୃତ
ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଇରାନର ଦକ୍ଷିଣ ଖୋରସାନାରେ ଏହି ବିସ୍ଫୋରଣ ହୋଇଛି।
ସୂଚନା ଅନୁସାରେ, ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସିରେ ବିସ୍ଫୋରଣ!-->!-->!-->…
ନଦୀ ପାର ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପୁରେଶ୍ୱର ମାଝି(୬୫)।ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ!-->…
ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା: ୩ ମହିଳା ଗିରଫ
ଜଳେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଗଛରେ ବାନ୍ଧି ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା । ୩ ମହିଳାଙ୍କୁ ଗିରଫ କଲା ସିଂଲା ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ୬ଜଣ ଫେରାର୍ ଅଛନ୍ତି । ଗତ ୨୦ରେ ମହାପଦା ଅଙ୍ଗନବାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ କିଛି ଲୋକ ।
ବାଲେଶ୍ୱର ଜିଲ୍ଲା!-->!-->!-->…
ଆସିକାରେ ଥିବା ୯୯ ପ୍ରତିଶତ ବ୍ୟକ୍ତିଙ୍କ ନିଜସ୍ୱ ଗୃହର ପଟ୍ଟା ନାହିଁ…
ପଟ୍ଟା ନଥିବାଯୋଗୁଁ ମହାଜନ ମାନଙ୍କ ହାତରେ ବନ୍ଧା ପଡୁଛି ଘରଦ୍ୱାର …..!ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହରର ପଟ୍ଟା ନଥିବାରୁ ଆବଶ୍ୟକ ସ୍ଥଳେ ବ୍ୟାଙ୍କରୁ ଋଣ ନ ମିଳିବା କାରଣରୁ ବହୁ ବ୍ୟକ୍ତି ମହାଜନ ଖୋଜିବା ଆରମ୍ଭ କରନ୍ତି। ଏଭଳି ସ୍ଥିତିରେ ବିନା କାଗଜପତ୍ରରେ ଋଣ ଦେବା ପାଇଁ!-->…
ତିରୁପତି ଲଡ଼ୁ ବିବାଦ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା
ଘନଉଛି ତିରୁପତି ଲଡ଼ୁ ବିବାଦ। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି 'ଲଡୁ ପ୍ରସାଦମ୍'ରେ ବ୍ୟବହୃତ ଘିଅରେ ଅମିଶ୍ରିତ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଚାରିଆଡୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ!-->…
କନ୍ଧମାଳ ଜିଲ୍ଲାର ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ମୌଳିକ ସମସ୍ୟା ଦୂର କେବେ ହେବ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ନୀଳମାଧବ ସାହୁ, ମାନସ ରଞ୍ଜନ ଆଚାରୀ, ସରୋଜ କୁମାର ନାୟକ ଓ ରାଜ୍ୟ ସଂଘର ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର!-->…
ମହୁମାଛି ଆକ୍ରମଣ; ଜଣେ ମୃତ, ୪ ଗୁରୁତର
କଲବଲ କଲା ମହୁମାଛି ଆକ୍ରମଣ। ଅବସ୍ଥା ଗୁରୁତର ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେନ ଗାଁ ବେତିଆପଡ଼ାରେ ଘଟିଛି। ମୃତକ ହେଲେ ବୁରଜା ମାଝୀ ।
ଗତକାଲି ସନ୍ଧ୍ୟା ସମୟରେ ବୁରଜା ମାଝୀ ଓ ଗାଁର!-->!-->!-->…
ଓଏସଏପି ଅଷ୍ଟମ ବାଟାଲିୟନ ଓ ମା’ ରାମଚଣ୍ଡୀ ପୂଜା କମିଟି ମିଳିତ ଉଦ୍ୟମରେ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ…
ଛତ୍ରପୁର : ପାର୍ବଣ ଋତୁର ଆଗମନରେ ଓଡ଼ିଶାର ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି। ଠିକ ସେହିପରି ମା' ରାମଚଣ୍ଡୀ ଶକ୍ତିପୀଠରେ ଏଥର ଷୋଡ଼ଶ ଦିନାତ୍ମକ ପୂଜା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବେଦ ଧ୍ୱନି, ମନ୍ତ୍ର ଉଚ୍ଚାରଣ ସହ ବିଭିନ୍ନ ବେଶରେ!-->…
ଭରତପୁର ଥାନା ମାମଲା: ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଲା ବିଜେଡି
ଭୁବନେଶ୍ବର: ବନ୍ଦ ଡାକରା ଦେବ ବିଜେଡି । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ପ୍ରତିବାଦ କରି ଆସନ୍ତା ୨୪ ତାରିଖ ଅର୍ଥାତ୍ ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବରିଷ୍ଠ!-->…