ଆସନ୍ତା ୫ ଦିନ ପ୍ରବଳ ବର୍ଷା, ୨୨ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଂଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ,

ସପ୍ତାହକ ମଧ୍ୟରେ ଝାଡ଼ାବାନ୍ତିରେ ଗଲାଣି ୭ ଜୀବନ; ୫୦ ଆକ୍ରାନ୍ତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ସପ୍ତାହକ ମଧ୍ୟରେ ଲଖପାଲି, ମୁଣ୍ଡୋଦରହ ଓ କୁରୁଲ ଗାଁରେ ଝାଡ଼ାବାନ୍ତିରେ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି।୧୦ ଜଣ ଆକ୍ରାନ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି

ସାମ୍ବାଦିକା ମୃତ୍ୟୁ ମାମଲା: ସ୍ବାମୀଙ୍କୁ ବାନ୍ଧିଲା ପୁଲିସ୍

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ପୁଲିସ୍‌ ବାନ୍ଧିଛି। ଶ୍ରୀଧରଙ୍କ ବିରୋଧରେ ମୃତ ମଧୁମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ

ରାଉରକେଲା : ୮ଟି ୟୁପିଏଚସିରେ ସୌର ପ୍ରକଳ୍ପ ସ୍ଥାପନ

ରାଉରକେଲା: ସାମ୍ପ୍ରତିକ ପରିସ୍ଥିତିରେ ସରକାରଙ୍କ ତରଫରୁ ସବୁଜ ତଥା ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ପ୍ରାଥମିକତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଦେଶରେ ସ୍ଵଚ୍ଛ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ସୌରଶକ୍ତି ଓ ପବନ ଶକ୍ତି ଭଳି ନବୀକରଣ ଯୋଗ୍ୟ ବିକଳ୍ପ ଶକ୍ତି ଉତ୍ସର ପ୍ରକଳ୍ପ ଉପରେ

ଡବଲ ଇଞ୍ଜିନ ସରକାରଙ୍କ ବଜେଟ୍ ଡବଲ ନିରାଶ କରିଛି – ନବୀନ, ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ – ତାରା

ଭୁବନେଶ୍ବର: ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି। ଆମେ ଏହି ବଜେଟ୍‌ ନେଇ ଖୁସି ନାହୁଁ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେହିପରି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ। ଯାହା

ଚା’ ପିଇବା ବେଳେ ମାଡ଼ିଗଲା ପିକଅପ୍ ଭ୍ୟାନ୍, ୩ ମୃତ

ସମ୍ବଲପୁର : ସୋନପୁର-ସମ୍ବଲପୁର ରାସ୍ତାର ମେଟକାନୀ ମନ୍ଦିର ସାମ୍ନାରେ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଆଇଁଲାଛାଟ ଗାଁର ରାଜା କୁମ୍ଭାର, ନାରାୟଣ ଟିକ୍ରା ଗାଁର ଦେବାନନ୍ଦ ସୁରୁଜାଲ ଓ ମାଟିଖାଇ ଗାଁର ସୁଶାନ୍ତ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

ଭୁବନେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ଜାଗାରେ ନୂଆ ଯୋଜନା ଆରମ୍ଭ କଲେ ସରକାର। ଏହାର ନାଁ ରଖିଛନ୍ତି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନାହେଉଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏ ସଂପର୍କରେ ଆଜି ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ପାଇଁ ୧୭,୯୪୨ କୋଟିର ବ୍ୟୟବରାଦ

ଭୁବନେଶ୍ବର: ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ପାଇଁ ୧୭,୯୪୨ କୋଟିର ବ୍ୟୟବରାଦ କରିଛନ୍ତି। ଏଥିରେ ସୁଭଦ୍ରା ଯୋଜନାରେ ୧୦,୦୦୦, ମମତା ଓ ପ୍ରଧାନମନ୍ତ୍ରୀ ମହିଳା ବିକାଶ ଯୋଜନାରେ ୫୨୧ କୋଟି, ପୋଷଣ ଅଭିଯାନରେ ୨୯୫ କୋଟି ସାମିଲ ରହିଛି।

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୨ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୩୪ଟି ପ୍ଲଟ୍ ଠାବ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଥିବା ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରାଯାଇଛି। ତାଙ୍କର ୨ଟି ବହୁତଳ କୋଠା ସହିତ ୨ଟି ଫ୍ଲାଟ୍ ଏବଂ ୩୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ତାଙ୍କର ୨ଟି

୨୮ରେ ଖୋଲିବ ହୀରାକୁଦ ଗେଟ୍‌ ; ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ..

ହୀରାକୁଦ : ଜୁଲାଇ ୨୮ ରବିବାରରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍‌ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ହୀରକୁଦ ଗେଟ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ରବିବାର ହୀରାକୁଦରୁ