ରାଜ୍ୟ ବଜେଟ୍ : କୃଷି ପାଇଁ ବ୍ୟୟ ଅଟକଳ ୩୩,୯୧୯ କୋଟିକୁ ବୃଦ୍ଧି

ଭୁବନେଶ୍ବର : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ବଜେଟର ପ୍ରଥମ ପର୍ୟ୍ୟାୟର ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି ।କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ପ୍ରମୁଖ

ଡ୍ରପ୍‌ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା 

ଭୁବନେଶ୍ବର : ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂଆ ଯୋଜନା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ନୂଆ ବିଜେପି ସରକାର। ଆଜି ବିଧାନସଭାରେ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ବେଳେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ : ବ୍ୟୟ ଅଟକଳ ୨ ଲକ୍ଷ ୬୫ ହଜାର କୋଟି

ଭୁବନେଶ୍ବର : ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି। ବଜେଟ ଅଭିଭାଷଣ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡିଶା ଗଠନ କରିବା ଜରୁରୀ ଅଟେ। ୨୦୨୪-୨୫

ମୋଟୁ ଗ୍ରସ୍ତକରି ବନ୍ୟାକ୍ଷୟକ୍ଷତି ଆକଳନ ସହ ସୀମାରେ ଅଟକି ଥିବା ଟ୍ରକଚାଳକଙ୍କୁ ଖାଦ୍ୟସାମଗ୍ରୀ ବାଣ୍ଟିଲେ…

ମାଲକାନଗିରି : ବର୍ଷା ଯୋଗୁ ଦୀର୍ଘ ଦିନ ହେବ ଜିଲ୍ଳାରେ ଉପୁଜି ଥିବା ବିଭିନ୍ନ ସମସ୍ଯା କୁ ଆଖି ଆଗରେ ରଖି ଆଜି ଜିଲ୍ଲାପାଳ ସଚିନ ପାୱାର ସୀମନ୍ତ ମୋଟୁ ଅଂଚଳ ଗ୍ରସ୍ତ କରିବା ସହ ବନ୍ୟା ଅଞ୍ଚଳ ଘୁରିବୁଲିବା ସହ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା ମାନ କରିଥିଲେ । ଦୀର୍ଘ ଦିନଧରି ବର୍ଷା

ଫୁଲବାଣୀ : ଶିକ୍ଷକଙ୍କ ଅକାଳ ବିୟୋଗ…

ଫୁଲବାଣୀ : ସମସ୍ତଙ୍କ ଅତି ପରିଚିତ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଙ୍କ ହୃଦଘାତରେ ଗତକାଲି ମଧ୍ୟରାତ୍ରୀରେ ଶେଷ ନିଶ୍ୱାସ ତ୍ୟାଗ କଲେ l ସେ ବର୍ତ୍ତମାନ କ।ଣିବିଡିକା ପ୍ରାଥମିକ ବିଦ୍ୟାଳୟ ,ବଣ୍ଡ ଗୁଡ଼ା ପଂଚାୟତ, କେ.ନୂଆଗାଁ ବ୍ଲକରେ କାର୍ଯ୍ୟରତ ଥିଲେ l ସେ ସରକାରୀ ଚାକିରୀରେ 1991

ପ୍ରଦୂଷଣମୁକ୍ତ ରାଉରକେଲା ଗଠନ ଲକ୍ଷ୍ୟ ନେଇ ଆରଏମସିର ଅଭିନବ ପ୍ରୟାସ…

ଆରଏମସି ମୁଖ୍ୟ କାର୍ଯ୍ୟାଳୟ ସମେତ ୮ଟି ୟୁପିଏଚସିରେ ସୌର ପ୍ରକଳ୍ପ ସ୍ଥାପନ ରାଉରକେଲା, ୨୫ ଜୁଲାଇ ୨୦୨୪: ସାମ୍ପ୍ରତିକ ପରିସ୍ଥିତିରେ ସରକାରଙ୍କ ତରଫରୁ ସବୁଜ ତଥା ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ପ୍ରାଥମିକତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଦେଶରେ ସ୍ଵଚ୍ଛ ବିଦ୍ୟୁତ୍ ଶକ୍ତି

ଖୋଲିଲା ମାଁ ମଝିଘରିଆଣିଙ୍କ ୯ ହୁଣ୍ଡି ମିଳିଲା ୯୯ ଲକ୍ଷ ୧୫ ହଜାର ୪୨୨ଟଙ୍କା, ୩୩ ଟି ବିଦେଶୀ ନୋଟ ସମେତ ୫୩ ଗ୍ରାମ…

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ ନଗଦ ନଗଦ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ସହିତ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୁପା

ନିର୍ବାଚନ ପରାଜୟ ପରେ ବିଜେଡିର ପ୍ରଥମ କର୍ମୀ ସମ୍ମିଳନୀ

ସମସ୍ତେ ଏକତ୍ରିତ ହୋଇ ଲୋକଙ୍କ ସେବା କରିବା, ଜଣକ ଅସୁବିଧା ହେଲେ ସମସ୍ତେ ମିଶିକି ଲଢେଇ କରିବା, ଛତ୍ରପୁର : ଛତ୍ରପୁର ଉପକଣ୍ଠ ମା ରାମଚଣ୍ଡୀ ପୀଠ ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଛତ୍ରପୁର ବ୍ଲକ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ବ୍ଲକ ସଭାପତି ପ୍ରବାସୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ

ବରାଳଦେବୀ ମନ୍ଦିର ଚୋରୀ ଘଟଣା : ଟଙ୍କା ଜବତ ସହ ୩ ଗିରଫ

କନ୍ଧମାଳ (୨୪/୦୭) : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ଠାରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ତିନି ଦୁର୍ବୁତ୍ତ ଶନିବାର ଦିନ ଚୋରି କରିଥିଲେ । ରବିବାର ଦିନ ସକାଳେ ମନ୍ଦିର ପୂଜକ ଅଭୟ ଦେହୁରୀ ମନ୍ଦିର ହୁଣ୍ଡି ଚୋରି

ରାସ୍ତା ସାଜିଲା କଣ୍ଟା : ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

ବାଲିଗୁଡା (୨୪/୦୭) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କାଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ୱାମୀ ଓ ତିନିଜଣ ମହିଳା ଖଟ ଦଉଡ଼ିରେ ଗର୍ଭବତୀ ମହିଳା ଙ୍କୁ ବୋହି ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା