ମମତା ବାନାର୍ଜୀଙ୍କ ସଭାରେ ଭୁଶୁଡ଼ିଲା ଗେଟ୍, ୨ ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଘଟିଛି ଅଘଟଣ। ଏକ ଗେଟ୍ ଭାଙ୍ଗି ଲୋକଙ୍କ ଉପରେ ପଡ଼ିବାରୁ ୨ ଜଣ ଆହତ ହୋଇଛିନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସୂଚନା ଓ ସାଂସ୍କୃତିକ

ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି: ବାବୁ ସିଂହ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ହଟ୍ଟଗୋଳକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ଗୃହ ବାହାରେ ବିଜେଡି ଗୃହ ଚଳାଇ ଦେଉ ନ ଥିବା ଅଭିଯୋଗ କରି କାଉଣ୍ଟର କରି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ବାବୁ ସିଂହ କହିଛନ୍ତି,

ନକଲି ସସ୍ କାରଖାନା ଠାବ ଘଟଣାରେ ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ନକଲି ସସ୍ କାରଖାନା ଠାବ ଘଟଣାରେ ୩ ଗିରଫ । କାରଖାନାର ମ୍ୟାନେଜର ସହ ୨ କର୍ମଚାରୀଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଗତକାଲି ଭୀମଟାଙ୍ଗୀ ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ। ସୂଚନା ଅନୁସାରେ, ଗତକାଲି ଭୁବନେଶ୍ଵରର ଭୀମଟାଙ୍ଗି ସ୍ଥିତ

ଗୃହରେ ଅଚଳାବସ୍ଥା ଜାରି: ସର୍ବଦଳୀୟ ବୈଠକ ଫେଲ, ମାନିଲେନି ବିରୋଧୀ

ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ୩ ଦିନ ହେବ ସ୍ୱାଭାବିକ ହୋଇପାରୁ ନାହିଁ ଗୃହ। ଫଳରେ ଆଜି ତୃତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ

ସଂସଦରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ, ଦିଲ୍ଲୀ ଚଲୋ ଡାକରା ଦେଲେ ଚାଷୀ

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରୁଥିବା ଚାଷୀମାନଙ୍କ ଗୋଟିଏ ପ୍ରତିନିଧି ମଣ୍ଡଳୀ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସଂସଦ କମ୍ପ୍ଲେକ୍ସ ମଧ୍ୟରେ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସେମାନେ ଦିଲ୍ଲୀ ଅଭିମୁଖେ ପୁଣି ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ: ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୟୁପିଏ ସରକାର ବେଳେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ମିଳୁଥିଲା । ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି ବୋଲି କହିଛନ୍ତି

କଟକ ଗଡ଼ଗଡ଼ିଆ ନଦୀରୁ ଜଳନେଇ ବ୍ରହ୍ମପୁରସ୍ଥିତ ଧବଲେଶ୍ୱର ପୀଠକୁ ଯାତ୍ରାକଲେ ସନ୍ତୋଷ

ବ୍ରହ୍ମପୁର : ଶ୍ରାବଣର ଦ୍ୱିତୀୟ ସୋମବାର ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ଜଳ ଗ୍ରହଣ କରି ବ୍ରହ୍ମପୁର ସ୍ଥିତ ଧବଲେଶ୍ୱର ଶୈବପୀଠ ଜଳ ଢ଼ାଳିବା ପାଇଁ କଟକ ରୁ ବ୍ରହ୍ମପୁର ଅଭିମୁଖ୍ୟ ଆଜି ବାହାରିଛନ୍ତି ନୂଆ ବସ୍‌ଷ୍ଟାଣ୍ଡ ଆନନ୍ଦ ସରଣୀ ନିବାସୀ ସନ୍ତୋଷ ସାହୁ। ଶ୍ରାବଣ ମାସରେ ଭୋଳବାବାଙ୍କୁ

ଗାୟତ୍ରୀ ପରିବାରର ଜ୍ୟୋତିକଳସ ରଥ ପରିକ୍ରମା ପାଇଁ ଫୁଲବାଣୀ ଶକ୍ତିପୀଠରେ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଚଳିତ ବର୍ଷ ଅକ୍ଟୋବର ମାସରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଶାନ୍ତିକୁଞ୍ଜ (ହରିଦ୍ୱାର) ତରଫରୁ ଭାରତ ବ୍ୟାପୀ ଜ୍ୟୋତି କଳସ ରଥ ପରିକ୍ରମା କରିବ l ଯୁଗ ନିର୍ମାଣ ଉଦ୍ଦେଶ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚଳାଯାଉଛି l ଏହି ପରିପ୍ରେକ୍ଷୀରେ ଆସନ୍ତା 2026 ମସିହାରେ ଗାୟତ୍ରୀ

ଦଶଦଫା ଦାବି ନେଇ ସରକାରଙ୍କୁ ଘେରିଲେ ପରିମଳ ସ୍ବଚ୍ଛ କର୍ମଚାରୀ

ମାଲକାନଗିରି : ମାଲକାନଗିରି ଦଶ ଦଫ ଦାବି ନେଇ ସରକାରଙ୍କୁ ଘେରିଲେ ମାଲକାନଗିରି ଜିଲ୍ଲାର ଦୁଇ ପୌରପାଳିକା ସ୍ବଚ୍ଛ ସାଥି ଏବଂ ସୁପରଭାଇଜର। ଲୋକସଭା ନିର୍ବାଚନ ପୂର୍ବରୁ ଯଥାକ୍ରମେ ୮/୧୨ ହଜାର ଟଙ୍କା ଦରମା ଦିଆଯିବ ବୋଲି ମିଳିଥିଲା ପ୍ରତିଶ୍ରୁତି। ବର୍ତ୍ତମାନ ସୁଧା ଏହିକାର୍ଯ୍ୟକାରୀ

ହିଞ୍ଜିଳି କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ୭ ଦଫା…

ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦାବୀର ସ୍ଥାୟୀ ସମାଧାନ ନେଇ ବୁଧବାର କଂଗ୍ରେସ ନେତା ରଜନୀକାନ୍ତ ପାଢିଙ୍କ ନେତୃତ୍ବରେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି‌। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ