Sign in
Sign in
Recover your password.
A password will be e-mailed to you.
ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ରାଜରାସ୍ତା କଡ଼ରେ ନବଜାତ ଶିଶୁର ମୃତ ଦେହ ଠାଵ…
ହିଞ୍ଜିଳିକାଟୁ ୫!୭ ହିଞ୍ଜିଳିକାଟୁ ୫୯ ନମ୍ଭର ଜାତୀୟ ରାଜପଥର ସନ୍ତୋଷୀମାଁ ମନ୍ଦିର ନିକଟରେ ଗୋଟିଏ ନବଜାତ ଶିଶୁର ମୃତ ଦେହ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା। ଯାହାକୁ ବୁଲା କୁକୁରମାନେ ଆଂଶିକ ଭାବେ ଖାଇଦେଇଥିଲେ ଶିଶୁର ମୃତଦେହ ଦେଖି ତାହା କନ୍ୟା ସନ୍ତାନ କି ପୁତ୍ର ସନ୍ତାନ!-->…
ଭାରସାମ୍ୟ ହରାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ କାର୍ ଚାଳକ, ୪ ଜଣ ଗୁରୁତର ଆହତ !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଟଙ୍ଗ୍ରିଦଫେଇରେ ଗୋଟିଏ ସୁଇପ୍ଟ ଡିଜାୟାର କାର ଯାହାର ନମ୍ବର ଓଡ଼ି ୧୪ ଜେ ୦୩୪୧ ବଲାଙ୍ଗୀର ରୁ ବୀରମିତ୍ରପୁର ଆସୁଥିବା ବେଳେ କୌଣସି କାରଣରୁ ନିଜର ଭାରସାମ୍ୟ ହରାଇ ଟଙ୍ଗ୍ରିଦଫେଇରେ ଗୋଟିଏ ଘରକୁ ପିଟି ଥିବାରୁ ଚାରି ଜଣ!-->…
ରଥଯାତ୍ରା ପ୍ରସ୍ତୁତି: ସମୀକ୍ଷା କଲେ ଡିଜିପ, ବଡ଼ଦାଣ୍ଡରେ ମକ୍ଡ୍ରିଲ୍
ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା-୨୦୨୪ ପାଇଁ ଗୁରୁବାର ଅପରାହ୍ଣରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ପୁରୀରେ ସମୀକ୍ଷା ବୈଠକ କରିଛନ୍ତି। ପୌର ସଦନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶାନ୍ତିଶୃଙ୍ଖଳା ଓ କଡ଼ାସୁରକ୍ଷା ନେଇ ଆଲୋଚନା ହୋଇଥିବା!-->…
ବିଜେଡି କର୍ପୋରେଟରଙ୍କ କଳିରେ ବାଜିଲା ଛାଟ, ମୁହଁ ନ ଖୋଲିବାକୁ ତାଗିଦ
ଭୁବନେଶ୍ୱର : ଭୁବନେଶ୍ୱର ବିଜେଡିରେ ଆରମ୍ଭ ହୋଇଥିବା ରାଜନୀତିକ ଡ୍ରାମା ଦଳୀୟ ସଂଗଠନକୁ ଭାରି ପଡ଼ିଛି। ଆଭ୍ୟନ୍ତରୀଣ କନ୍ଦଳ ନ ଥମିବାରୁ ହସ୍ତକ୍ଷେପ କରିଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ। ବିଜେଡି କର୍ପୋରେଟରଙ୍କ କଳି ଦିନକୁ ଦିନ ବିସ୍ଫୋରକ!-->…
ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା
ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗୃହ ଓ!-->…
ବିରୋଧୀ ଦଳ ନେତା ହେବା ପରେ ଗୁଜୁରାଟ ଗସ୍ତରେ ଯିବେ ରାହୁଲ
ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶର ରାଏବରେଲିର ସାଂସଦ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ଗୁଜୁରାଟ ଗସ୍ତରେ ଯାଉଛନ୍ତି। ନିକଟରେ ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ!-->…
ବ୍ରିଟେନରେ ଚାଲିଛି ଭୋଟଗ୍ରହଣ
ଲଣ୍ଡନ: ସାଧାରଣ ନିର୍ବାଚନ ପାଇଁ ଆଜି ବ୍ରିଟେନରେ ମତଦାନ ଚାଲିଛି । ଏଥର ଲେବର ପାର୍ଟିର କିର ଷ୍ଟାରମର୍ କଞ୍ଜରଭେଟିଭ୍ ପାର୍ଟି ନେତା ଋଷି ସୁନାକଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୫୦ ନିୟୁତ ଭୋଟର ସାଂସଦଙ୍କୁ ନିର୍ବାଚିତ କରୁଛନ୍ତି। ପ୍ରତିଥର ଭଳି!-->…
କ୍ଷତିପୂରଣ ପାଇଥିବା କହିଲେ ଅଗ୍ନିବୀରଙ୍କ ପରିବାର କିନ୍ତୁ ଅଗ୍ନିବୀର ଯୋଜନା ସଂପୂର୍ଣ୍ଣ ଭାବେ ଉଚ୍ଛେଦ ହେବା ଦରକାର
ନୂଆଦିଲ୍ଲୀ : ଆଇଇଡି ବିସ୍ଫୋରଣରେ ପ୍ରାଣ ହରାଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାର ଲୋକ ତାଙ୍କ ପାଇଁ ଭାରତୀୟ ସେନା ଠାରୁ ହିରୋର ମାନ୍ୟତା ଦାବି କରିଛନ୍ତି। ସେ କାର୍ଯ୍ୟ କରିବାରେ ପ୍ରାଣ ହରାଇଥିଲେ। ଭାରତ ସରକାରଙ୍କ କ୍ଷତିପୂରଣ ରାଶି ଅଜୟ କୁମାର ସ୍ଥାନ ନେଇ ପାରିବ ନାହିଁ ବୋଲି!-->…
ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ‘ମିସନ ଶକ୍ତି’ ଓଡ଼ିଶାରେ କାର୍ଯ୍ୟକାରୀ ହେବ:…
ଭୁବନେଶ୍ୱର: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ‘ମିସନ ଶକ୍ତି’କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ!-->…
ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ
ବୀରମହାରାଜପୁର: ମହାରାଷ୍ଟ୍ରର ପୁନେକୁ ଦାଦନ ଖଟିବାକୁ ଯାଇ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବୁଦ୍ଧଦେବ ମେଣ୍ଡିଳୀ (୨୨)।ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲିଙ୍କ ପୁଅ ବୁଦ୍ଧଦେବ ମେଣ୍ଡିଲି ତିନି!-->…