ଭୋଲେ ବାବାଙ୍କ ଆଶ୍ରମରେ ପଞ୍ଚତାରକା ସୁବିଧା, କାଶୀ ବିଶ୍ୱନାଥ ମନ୍ଦିରର କଳାକୃତି

ଉତ୍ତର ପ୍ରଦେଶ ହାଥରସ ସତସଙ୍ଗରେ ପ୍ରବଚନ ଦେଉଥିବା ଆତ୍ମଘୋଷିତ ଭୋଲେ ବାବାଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ସହ ଏକାଧିକ ଅପରାଧିକ ମାମଲା ଥିବାବେଳେ ଏବେ ତାଙ୍କ ସମ୍ପତି ଏବଂ ବିଳାସ ବ୍ୟସନ ଜୀବନ ସମ୍ବନ୍ଧରେ ଖୁଲାସା କରିଛି ପୁଲିସ।

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ । ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁର ରାଜନୀତିରେ ଜଣେ

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଶୁକ୍ରବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୫ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖ‌ୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଗୋଟିଏ

ହାଥରସ ଦଳାଚକଟା ଘଟଣା: ମୃତକ ଓ ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧି

ଉତ୍ତର ପ୍ରଦେଶର ହାଥରସ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ଯେଉଁଠି ଦେଖିଲେ, ସେଇଠି ଶବ ପଡ଼ିଛି। ସତସଙ୍ଗରେ ଯୋଗଦେବାକୁ ଯାଇ ଜୀବନ ଏପରି ଅଣନିଶ୍ୱାସୀ ହୋଇ ଚାଲିଯିବ, କେବେ କେହି ଭାବି ନଥିବେ। ଏହି ଦୁଃଖଦ ସମୟରେ କଂଗ୍ରେସ ସାଂସଦ

ଦିନକ ପରେ ପୁରୀ ବିଶ୍ବପ୍ରିସଦ୍ଧ ରଥଯାତ୍ରା: ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ପୁରୀ : ଦିନକ ପରେ ପୁରୀ ବିଶ୍ବପ୍ରିସଦ୍ଧ ରଥଯାତ୍ରା । ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସରିଲାଣି ସିଂହାସନ ପ୍ରଭାରେ ରୂପ ଖୋଦେଇ l ଚାଲିଛି ରଙ୍ଗ କାର୍ଯ୍ୟ । ତିନି ରଥକୁ ଉଠିଛି କଳସ, ଓଲଟ ଶୁଆ l ଚିତ୍ରକାର ସେବକମାନେ ନନ୍ଦି ଘୋଷ ରଥର ଚକ, ଦଣ୍ଡା, ଗୁଜ , ବାହ୍ୟ ଅଂଶରେ

ମିଳିଲା ନିଖୋଜ ନବଜାତ ଶିଶୁ, ମିଳୁନି ମା’ ର ପତ୍ତା

ପାରାଦୀପ: ନବଜାତ ପୁତ୍ରସନ୍ତାନକୁ ବିକ୍ରି ଅଭିଯୋଗ ଘଟଣା।ଭାଇଜାଗରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଉଦ୍ଧାର ପରେ ଶିଶୁଟିକୁ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ ଦଲାଲ୍ ପାରାଦୀପ ଆଣି ଆସିଥିବା ସୂଚନା ମିଳିଛି। ସେପଟେ ଘଟଣା ପ୍ରଘଟ ପର ଠାରୁ ନବଜାତର ମାଆ ଗାଏବ

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଦାଵୀ…

ବ୍ରହ୍ମପୁର, ତା.୫ / ୭ ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲ୍ ର ଆବାହକ ପ୍ରଦୀପ କୁମାର ପାଢୀ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରୀ

ଛତ୍ରପୁର ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ଅଭିଯୋଗ :ଉଚ୍ଚସ୍ତରୀୟ ତଦନ୍ତ ପାଇଁ…

ଛତ୍ରପୁର, ତା. ୫ / ୭ ଛତ୍ରପୁର ସହରାଞ୍ଚଳର ଚାରି ପାର୍ଶ୍ଵରେ ଥିବା ପୋଖରୀ ଗୁଡ଼ିକର ଖନନକାର୍ଯ୍ଯ ଏବେ ସୁଦ୍ଧା ସରିନାହିଁ । ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ସାଧାରଣରେ ଅଭିଯୋଗ ହୋଇଛି ।ପୋଖରୀ ଖନନ କାର୍ଯ୍ଯ-ପ୍ରକଳ୍ପ ଗୁଡ଼ିକ ଛତ୍ରପୁର ଏନ୍.ଏ.ସି.

ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ରେ ଭାଗ ନେଲେ ଜାଗୁଆର ଟାଇକୋଣ୍ଡୋ ଏକାଡେମି ର ଛାତ୍ର ଛାତ୍ରୀ..

ହିଞ୍ଜିଳିକାଟୁ ୫!୭ ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ଜୁଲାଇ ୫ ଓ ୬ ତାରିଖ ଦୁଇଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପିୟାନସିପ ରେ କେଡେଟ, ଜୁନିଅର ଓ ସିନିଅର ୪୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି ‌। ହିଞ୍ଜିଳିକାଟୁ

ଲୋକଟିଏ ଗଛଟିଏ, “ମାଆ ପାଇଁ ଗଛଟିଏ” ଆହ୍ବାନ…

ଛତ୍ରପୁର, :ସବୁଜ ବନାନୀ, କୃତ୍ରିମ ଜଙ୍ଗଲ ସୃଷ୍ଟି କରି ମୁକ୍ତ,ସୁସ୍ଥ ପରିବେଶ ଗଠନ କରିବାପାଇଁ ଛତ୍ରପୁର ଜେଲ୍ ରୋଡ଼ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇ ଏକ ନିଆରା ସଚେତନତା ସୃଷ୍ଟି କରାଯାଇଛି । ଲୋକଟିଏ ଗଛଟିଏ, "ମାଆ ପାଇଁ ଗଛଟିଏ" ଆହ୍ବାନ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି