Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଜିଲ୍ଲାର ରଥଯାତ୍ରା ସମ୍ପର୍କିତ ପ୍ରସ୍ତୁତି ବୈଠକ
ଛତ୍ରପୁର : ଜିଲ୍ଲାରେ ଚଳିତ ବର୍ଷ ପାଳିତ ହେଉଥିବା ରଥଯାତ୍ରାର ପରିଚାଳନା ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅସୱାନ ଜରିଆରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ!-->…
ଋତୁସ୍ରାବଜନିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଟିପିଏସ୍ଓଡିଏଲ୍
ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ନ୍ୟାପକିନ୍ ବାଣ୍ଟିଲା କମ୍ପାନୀ
ବ୍ରହ୍ମପୁର : ଟାଟା ସଷ୍ଟେନେବିଲିଟି ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହିକ୍ରମରେ କମ୍ପାନୀ ବ୍ରହ୍ମପୁର!-->!-->!-->…
ଶ୍ରୀ ଶ୍ରୀ ମା ଦକ୍ଷୀଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ପିଅନପଡା କାଳୀମନ୍ଦିର ପିଠରେ ନୂତନ ଭାବେ ନିର୍ମିତ ମୁଖ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡା ଓ ସମ୍ପାଦକ ଅଜିତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି!-->…
ଖଡ଼ୁରା ସମାଜ ପକ୍ଷରୁ ଵୃଦ୍ଧାଶ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀ, କନ୍ଧମାଳ ତରଫରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୃଦ୍ଧାଶ୍ରମ,ଗୁଡ଼୍ରୀସାହି ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ରେଞ୍ଜ ବନଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା,ସମାଜ ସେବୀ, ପ୍ରକୃତି!-->…
ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାକୁ ନେଇ ପୁଲିସ ପକ୍ଷରୁ ଶାନ୍ତି କମିଟି ବୈଠକ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ପୁଲିସ ପକ୍ଷରୁ ଆଗକୁ ଆସୁଥିବା ପ୍ରଭୁ ଜଗନ୍ନାଥଙ୍କ ପର୍ବ କୁ ନେଇ ଆଜି ଥାନା ପରିସରରେ ବୀରମିତ୍ରପୁର ଥାନା ଆଇଆଇସି ବନ୍ଧନା ପାତ୍ରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ବୀରମିତ୍ରପୁର ଏସ!-->!-->!-->…
ନିସର୍ତ୍ତ ପୂର୍ବରୁ ଖବର ପ୍ରକାଶ କରିଥିଲା ଆଜି ପୋଲିସ ତାହା କରି ଦେଖାଇଲା…
ଜରଡ଼ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ ୨୪ ଜୁଆଡ଼ି ଗିରଫ…….
ପାତ୍ରପୁର : ୪-୭ ପାତ୍ରପୁର ବ୍ଲକ୍ ର ସପଙ୍ଗ ଗ୍ରାମର ମଶାଣୀ ପଡିଆ ପାଲଟି ଯାଇଥିଲା ଜୁଆ ଆଡ୍ଡା। ଗ୍ରାମର ଯୁବ ପିଢ଼ି ବର୍ତ୍ତମାନ ଜୁଆ ଖେଳ ରେ ମାତିଛନ୍ତି।ବ୍ୟାପକ ଭାବେ ଖେଳ ହେଉଥିବା ବେଳେ ପୋଲିସ ଚଢ଼ାଉ କରି!-->!-->!-->!-->!-->…
ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବୃକ୍ଷରୋପଣ
କନ୍ଧମାଳ : ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ!-->…
ଅତିଥି ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି
ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ଅତିଥି ଅଧ୍ୟାପକ ନିଯୁକ୍ତି ରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଅଛି। ଶିକ୍ଷାଗତ ଯୋଗ୍ୟତା ଅଧିକ ଯଥା ସ୍ନାତୋତ୍ତର, କଳା ଭୂଷଣ ଥିବା ସହିତ ପାଞ୍ଚ ବର୍ଷ ଓ ସାତ ବର୍ଷର ଅଭିଜ୍ଞତା!-->…
ସରକାରୀ ଯୋଜନା କାହା ପାଇଁ?: ମାଟି କୁଡ଼ିଆରେ ଦୟନୀୟ ସ୍ଥିତିରେ ଜୀବନ ବିତାଉଛି ଡ଼ମୁର..
ଉମରକୋଟ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ରହିଛି। ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ପୁପୁଗାଁ ପଞ୍ଚାୟତ ର ଲମୀ କନାଡି ଗ୍ରାମର ଗରିବ ଡମୁ ଭତରା ଙ୍କୁ କେବଳ ପାଞ୍ଚ କେଜି ସରକାରୀ ଚାଉଳ ମିଳୁଛି। ବୟସ ଏବେ ୬୫ ହେଲେ ବି ନା ଅଛି ବାର୍ଦ୍ଧକ୍ୟ ଭତ୍ତା ନା ଅଛି ଆବାସ ଯୋଜନା।!-->!-->!-->…
ମୁଖ୍ୟମନ୍ତ୍ରୀ ପଦରୁ ଚମ୍ପାଇ ସୋରେନଙ୍କ ଇସ୍ତଫା, ପୁଣି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ
ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଜମି ଦୁର୍ନୀତିରେ ଜାମିନରେ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେଇଛନ୍ତି। ଫଳରେ!-->…