Sign in
Sign in
Recover your password.
A password will be e-mailed to you.
ସମ୍ପୂର୍ଣ୍ଣତା ଅଭିଯାନ ଶୁଭାରମ୍ଭ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ମାଲକାନଗିରି : ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା ମାନଙ୍କରେ ସମ୍ପୂର୍ଣତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୬ ଜୁଲାଇରେ ମାଲକାନଗିରି ସଦର ଏବଂ ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡା ତିନି ଆକାଂକ୍ଷା ବ୍ଲକରେ ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥି ନିମନ୍ତେ!-->…
ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ଚାଲିଛି ପ୍ରସ୍ତୁତି: ସାମଜିକ ସୁରକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବ। ଏଣିକି ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି!-->…
ଅସହାୟ ପଶୁର ଚିକିତ୍ସାରେ ସହାୟକ ହେଲେ ମେୟର ସଂଘମିତ୍ରା
ବ୍ରହ୍ମପୁର : ଗୋଷାଣୀନୂଆଗାଁ ନେହୁର ନଗର ସ୍ଥିତ ୯ମ ଗଳିରେ ପରିବେଶ ପ୍ରେମୀ ତଥା ପୂର୍ବତନ ରାଜ୍ୟ କାଜୁ ବୋର୍ଡ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ଏକ ବୁଲା!-->…
ଜମ୍ମୁ କଶ୍ମୀରରେ ଜନମତ ସଂଗ୍ରହ ଦାବି ଏକ ଅପରାଧ: UAPA ନ୍ୟାୟାଧିକରଣ
ଜମ୍ମୁ କଶ୍ମୀରରେ ଜନମତ ସଂଗ୍ରହ ପାଇଁ ଦାବି କରିବା କିମ୍ବା 'ଆତ୍ମନିର୍ଭରଶୀଳତାର ଅଧିକାର' ପାଇଁ ଓକିଲାତି କରିବା ଏକ ଅପରାଧ ବୋଲି UAPA ନ୍ୟାୟାଧିକରଣ କହିଛନ୍ତି। UAPA ନ୍ୟାୟାଧିକରଣ ଏକ ଆଦେଶରେ କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ ଜନମତ ସଂଗ୍ରହ ପାଇଁ ଦାବି କରିବା!-->…
ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳ ନୋ ଡ୍ରୋନ୍ ଜୋନ୍ ଘୋଷିତ
ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି!-->…
ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ
ପୁରୀ : ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ l ଶେଷ ସ୍ପର୍ଶ ଦେଉଛନ୍ତି କାରିଗର l ବର୍ତ୍ତମାନ ସୁଦ୍ଧା ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ!-->…
ଆଦିତ୍ୟ ମହାପାତ୍ର ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ
ଭୁବନେଶ୍ବର: ବଦଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ!-->…
ହିନ୍ଦୁମାନଙ୍କୁ ବଦନାମ କରିବାକୁ ଯୋଜନାବଦ୍ଧଭାବେ ମିଥ୍ୟା ପ୍ରଚାର କରାଯାଉଛି : ମୋଦୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଦେଇଥିବା ହିନ୍ଦୁ ବିରୋଧୀ ମନ୍ତବ୍ୟର ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭାରେ ସେ କହିଛନ୍ତି ଯେ ଅତ୍ୟନ୍ତ ଯୋଜନାବଦ୍ଧଭାବେ କଂଗ୍ରେସ ଓ ତାହାର ସହଯୋଗୀ ଦଳମାନେ ହିନ୍ଦୁମାନଙ୍କ!-->…
ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ ।
ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା!-->!-->!-->…
ଏଥର ରଥଯାତ୍ରାରେ ଭକ୍ତଙ୍କ ଗଣତି ହେବ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପୁରୀ: ଏଥର ରଥଯାତ୍ରାରେ ଭକ୍ତଙ୍କ ଗଣତି ହେବ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଭକ୍ତ କେଉଁ ପଟରୁ ରଥଯାତ୍ରା ଦେଖିବା ପାଇଁ ପୁରୀ ଆସିବେ ସେନେଇ ଗଣନା ହେବ । ଏହା ପ୍ରଥମ କରି ରଥଯାତ୍ରାରେ ଆରମ୍ଭ ହୋଇଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା ।!-->…