ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଫୁଲବାଣୀ ଓ ବାଲିଗୁଡା ସଂକୁଳ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ ରେ ଦୀର୍ଘ ୪ ଦିନ ଧରି ଆୟୋଜିତ ହୋଇଥିବା ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଉଛି।ଉଦଯାପନ କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ତ୍ରିପାଠୀ, ଫୁଲବାଣୀ ବିଭାଗ

ଏମକେସିଜି ମେଡିକାଲ ଓ ସିଟି ହସ୍ପିଟାଲ ସମସ୍ୟା କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଠାରେ ୧୧ଦଫା ଦାବିପତ୍ର ଉପସ୍ଥାପନ କଲା…

ବ୍ରହ୍ମପୁର, ତା.୧.୭.୨୦୨୪ରିଖ ରାଜ୍ୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଅତ୍ୟନ୍ତ ବିପର୍ଯ୍ୟସ୍ତ ପରିସ୍ଥିତିରେ ପହଁଚିଛି, ଜନଗଣଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରକୃତରେ ଲୋକଙ୍କ ସେବାରେ ଆସିପାରୁନାହିଁ l ଜରୁରୀ ଓ ସାଙ୍ଘାତିକ ସମସ୍ୟାର ସମାଧାନ ଦିଗରେ

ସୀମାନ୍ତରେ ୨ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲା ପୋଲିସ ନିକଟରେ ୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଦୁଇ ଜଣ ହେଲେ ସୁକମା ଜିଲ୍ଲାର ପଦାମପାରା ଗାଁର ପଡ଼ିଆମୀ ସୁଖୀ ଓ ଅନ୍ୟ ଜଣେ ନନ୍ଦା ପଡ଼ିଆମୀ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଛତିଶଗଡରେ ମାଓ

ଶିଶୁ ଶ୍ରମିକ ଉଚ୍ଛେଦ ନିମନ୍ତେ ସଚେତନତାମୂଳକ ପ୍ରତିଯୋଗୀତା

ମାଲକାନଗିରି, ୩୦।୬ : ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ କିଶୋର ଶ୍ରମିକ ବିପଦ ସଙ୍କୁଳ କ୍ଷେତ୍ରରେ କାର୍ଯ୍ୟରୁ ନିବୃତ ସଚେତନତା ସୃଷ୍ଟି ନିମନ୍ତେ ଏକ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ କରାଯିବାର ବ୍ୟବସ୍ତା

ବେପରୁଆ ଗାଡି ଚାଳନାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ

ମାଲକାନଗିରି, ୩୦।୬ : ମାଲକାନଗିରି ଜିଲ୍ଲା ସଦରରେ ଏକ କ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରର ଜୟପୁରିଆଗୁଡା ଦେଇ ଯାଇଥିବା ମାଲକାନଗିରି ଜୟପୁର ଜାତୀୟ

ସ୍ୱଚ୍ଛ,ସୁସ୍ଥ,ସବୁଜ ଓ ସୁନ୍ଦର ସଚେତନତା ପଦଯାତ୍ରା !

ଛତ୍ରପୁର : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଛତ୍ରପୁର ଶାଖା ଆନୁକୁଲ୍ୟ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ ସହଯୋଗରେ ବୃକ୍ଷ ଗଙ୍ଗା ଅଭିଯାନ ଓ ପରିବେଶ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ ହୋଇଯାଇଛି । ଉକ୍ତ ପଦଯାତ୍ରାରେ ପୂର୍ବତନ ବିଧାୟକ ତଥା ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର

୧୮ ଟନରୁ ଉର୍ଦ୍ଧ ଗୋମାଂସ ବୋଝେଇ କଣ୍ଟେନର ଜବତ, ଚାଳକ ଅଟକ…

ଛତ୍ରପୁର : ଚମାଖଣ୍ଡି ଥାନା ଅଧିନ ମାଣ୍ଡିଆପଲ୍ଲୀ ଜାତୀୟ ରାଜପଥ ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ ପୁଲିସ ଜବତ କରିଛି | କୌଣସି ସୂତ୍ରରୁ ଖବର ପାଇଁ ବଜରଙ୍ଗ ଦଳ ରବିବାର ଭୋର ସମୟରେ ଖୋର୍ଦ୍ଧା ରୁ ଆନ୍ଦ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏପି 03ଟିଇ 5555ନଂ ଏକ କଣ୍ଟେନର ଯୋଗେ 18 ଟନ

୫୦ ବର୍ଷର ପୁରାତନ ପ୍ରାଥମିକ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ବୈମାତୃକ ମନୋଭାବ କାହିଁକି ?

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର ସଲାଗୁଡ଼ା ଗ୍ରାମରେ ୧୯୭୫ ମସିହା ରେ ନିର୍ମାଣ ହୋଇଥିବା ବିଦ୍ୟାଳୟଟି ଏବେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି । ବିଦ୍ୟାଳୟ ନିର୍ମାଣର ୫୦ ବର୍ଷ ହୋଇଥିଲେ ମଧ୍ୟ ବିଦ୍ୟାଳୟ ନାଁରେ

ଗୋଷ୍ଠୀ ଶିକ୍ଷାଧିକାରୀ ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ହିଞ୍ଜିଳିକାଟୁ ୩୦/୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୨ରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ, ଲକ୍ଷ୍ମୀ ନୃସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ସୁଯୋଗ ନେଇ କେତେଜଣ ଅସାମାଜିକ ବ୍ୟକ୍ତି ସ୍କୁଲ

ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସୃଜନ ସାହିତ୍ୟ ଆସର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ମାସାନ୍ତ ସୃଜନ ସାହିତ୍ୟ ଆସର ଗୋଛାପଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସାମ୍ମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧକ୍ଷତାରେ ଆୟୋଜିତ ଏହି