ହତ୍ୟା ପରେ କଟା ମୁଣ୍ଡ ଧରି ଗାଁରେ ବୁଲିଲା  ନାତି

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କେ ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଘଟି ଯାଇଛି ବୀଭତ୍ସ ହତ୍ୟାକାଣ୍ଡ ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି । ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ଗାଁରେ ଅଭିଯୁକ୍ତ ନାତି। କେ ବଲାଙ୍ଗ ପୋଲିସ ସୂଚନା ପାଇ ଶବକୁ ଜବତ

ଭାରତୀୟ ନ୍ୟାୟ ସଂହିତାରେ ଭୁବନେଶ୍ବରରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ଭୁବନେଶ୍ବର: ଆଜି ଦେଶରେ ଲାଗୁ ହୋଇଛି ତିନି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଲାଗୁ ହେଉ ହେଉ ଦିଲ୍ଲୀରେ ଏନେଇ ପ୍ରଥମ ମାମଲା ରୁଜ୍ଜୁ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ

ସଂସଦରେ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସଂସଦରେ କଥା କଟାକଟି ଦେଖିବାକୁ ମିଳିଛି। ଆଜି ଲୋକସଭାରେ ରାହୁଲ ଗାନ୍ଧି ଭାଷଣ ଦେଉଥିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେପିର ଜୟ ଶ୍ରୀରାମ ନାରାକୁ କାଉଣ୍ଟର କରିବା

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଛତ୍ରପୁର : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ନିକ୍ଷେପକ ରବି ନାରାୟଣ ରାଉତରାୟ ଆଜି କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ମାଲକାନଗିରି, ପାଲଲହଡା,ଭଞ୍ଜନଗରରେ ଅପରେଟର୍ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ସେ ଜଣେ ମେଳାପୀ, ଅମାୟିକ ଓ

ନିଖିଳ ଉତ୍କଳ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍‌ଡିଭିଜନ ସଂଘର ଉପଦେଷ୍ଟାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ଚରୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍ ଡ଼ିଭିଜନ ସଂଘର ଉପଦେଷ୍ଟା ତାରିଣୀ ଚରଣ ରଥଙ୍କ ଅବସର କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମ ସଂଘର ସଭାପତି ପ୍ରମୋଦ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ପ୍ରଥମେ ଜାତୀୟ ସଙ୍ଗୀତ ଗାନ

ଆଜି ଅଣସର ଦଶମୀ, ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର

ପୁରୀ :ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି ଭିତରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଆଜି ଶୟନ ଅବସ୍ଥାରୁ ଉଠି  ଚକା ଉପରେ ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ

ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର

ସୁବର୍ଣ୍ଣପୁର: ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁର ସୁଦାମ ବାଗ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ସ୍ତ୍ରୀ ଘରୁ ବାହାରି ସୌଚାଳୟକୁ ଯିବାବେଳେ ବାରଣ୍ଡାରେ ହଠାତ ପଡ଼ିଯାଇଥିଲେ। ଫଳରେ ଅଚେତ୍

ଚୈତନ୍ୟ ଦେବୀ ମଣ୍ଡପରେ ଭଗବାନ କୃଷ୍ଣଙ୍କ ଜୀବନ୍ତ ଲୀଳା !

ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ରବିବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ଠାକୁରାଣୀ

ପ୍ରଶାସନର କଥାକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ହାତୀବେନାର ଅନସେଟଲର ଲୋକେ

ଉମରକୋଟ : କଥାରେ ଅଛି " ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ " ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ପଞ୍ଚାୟତର ହାତୀବେନା ଡିଏନକେ ଗ୍ରାମରେ ଏନକୋ୍ଲୋଜମେଣ୍ଟ ଜମି ଜାଗାକୁ ନେଇ ସେଟଲର ( ପଟ୍ଟାଵାଲା ) ଓ ଅନସେଟଲର ( ପଟ୍ଟା ନ ଥିବା ) ଦୁଇ ଗୋଷ୍ଠୀ

NEET ପ୍ରସଙ୍ଗରେ ଆଲୋଚନାକୁ ଅନୁମତି ଦେଲେନି ବାଚସ୍ପତି, ବିରୋଧୀଙ୍କ କକ୍ଷତ୍ୟାଗ

NEET-UG ପରୀକ୍ଷାରେ ତ୍ରୁଟିକୁ ନେଇ ଆଜି ବି ସଂସଦରେ ହୋହଲ୍ଲା କରିଛନ୍ତି ବିରୋଧୀ। ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଗୋଟିଏ ଦିନ ଆଲୋଚନାକୁ ବାଚସ୍ପତି ଅନୁମତି ନ ଦେବାକୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ। ଆଜି ସଂସଦ ଅଧିବେଶନ ଆଲୋଚନା ସମୟରେ ରାହୁଲ ଗାନ୍ଧି କହିଥିଲେ,