ମା’ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ଭଜନ ସମାରୋହ ଓ ପ୍ରସାଦ ବଣ୍ଟନ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ମେଇନ୍ ରୋଡ଼ ମାଝି ବଜାର ଠାରେ ମା' ରାମାୟଣାମ୍ମାଙ୍କ ଏକମାସ ବ୍ୟାପି ଯାତ୍ରାର ଶେଷ ଦିବସରେ ମା' ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ପାଞ୍ଚ ହଜାର ଭକ୍ତଙ୍କ ପାଈଁ ପ୍ରସାଦ ବଣ୍ଟନ ଓ ଦାରୁବ୍ରହ୍ମ ଭଜନ ସମାରୋହ ତରଫରୁ ଏକ ଭଜନ ସନ୍ଧ୍ୟା

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ ନିକୁଞ୍ଜ ଧଳ

ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ନିକୁଞ୍ଜ ବିହାରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ରାଜ୍ୟ ସରକାର ଆଜି ମନୋଜ ଆହୁଜାଙ୍କୁ ଓଡ଼ିଶା

ଗଣିତ ବିଶାରଦ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଦିତୀୟ ସର୍ବ ପୁରାତନ ହାଇସ୍କୁଲ ତଥା ଫୁଲବାଣୀ ସହର ଉପକଣ୍ଠରେ ଅବସ୍ଥିତ ରୁଜାଙ୍ଗୀ ସରକାରୀ ହାଇ ସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅର୍ଚନା ବାସା ନିଷ୍ଠା ଓ ଦକ୍ଷତାର ସହ ଦୀର୍ଘ ୩୨ ବର୍ଷ କାର୍ଯ୍ୟ କରି ଜୁନ ମାସ ୩୦ ତାରିଖ ଦିନ ଅବସର ଗ୍ରହଣ

କେଦାରନାଥରେ ହିମସ୍ଖଳନ ! ଗାନ୍ଧୀ ସରୋବର ପର୍ବତରୁ ଗ୍ଲାସିୟର ଭାଙ୍ଗି ତଳକୁ ଖସିଲା

କେଦାରନାଥ ଧାମରେ ପୁଣିଥରେ ଥମିଲା ଲୋକଙ୍କ ନିଃଶ୍ୱାସ । ଭୟରେ ଥରିବାକୁ ଲାଗିଲେ ଏଠାକୁ ତୀର୍ଥ ଭ୍ରମଣ କରିବାକୁ ଆସିଥିବା ଯାତ୍ରୀ । ରବିବାର ସକାଳେ ମନ୍ଦିର ନିକଟରେ ଭୟଙ୍କର ହିମସ୍ଖଳନ ଦେଖିବାକୁ ମିଳିଥିଲା । ମନ୍ଦିର ପଛପାର୍ଶ୍ୱ ପାହାଡ଼ରେ ହିମସ୍ଖଳନ ହୋଇଥିଲା । ଗାନ୍ଧୀ ସରୋବର ପର୍ବତରୁ

ମାଁ ରାମାୟଣୀ ମା’ଙ୍କ ଠାକୁରାଣୀ ଯାତ୍ରା : ଆଜି ବିଦାୟ ନେବେ ମା

ଛତ୍ରପୁର : ଯାତ୍ରା ର ଶେଷ ଦିବସରେ ମାଁ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ୫ ହଜାର ଭକ୍ତଙ୍କ ପାଈଁ ପ୍ରସାଦ ବଣ୍ଟନ ଓ ଦାରୁବ୍ରହ୍ମ ଭଜନ ସମାରୋହ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଛତ୍ରପୁର ମଝିବଜାର ର ସୁଲଭ ଗ୍ରୋସେରୀ ଦୋକାନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ

ରୋହିତ ଓ ବିରାଟଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଜାଡେଜାଙ୍କ ଅବସର

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି ସାର୍‌ ରବୀନ୍ଦ୍ର ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ଵକପ ଫାଇନାଲ ଜିତି ଭାରତ ଟାଇଟଲ ବିଜୟୀ ହେବା ପରେ ଜାଡେଜା ଅବସର ଘୋଷଣା କରିଛନ୍ତି। ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର

ବ୍ରହ୍ମାକୁମାରୀସ୍ ତରଫରୁ ଚୈତନ୍ୟ ନବଦୁର୍ଗା ଦର୍ଶନ

ଛତ୍ରପୁର : ବ୍ରହ୍ମକୁମାରୀସ୍ ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ଚୈତନ୍ୟ ଝାଙ୍କିରେ ନବଦୁର୍ଗା ବେଶ ଦର୍ଶନ କରିବାକୁ ମିଳିଥିଲା। ଏହି ନବଦୁର୍ଗା ଝାଙ୍କି ଛତ୍ରପୁର ଉପ ସେବାକେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ବିଜୟା ଲକ୍ଷ୍ମୀ ଭଉଣୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି

ରାସ୍ତା କଡରୁ ବାହାରିଲା ବଡ଼ ବଡ଼ ହୋଡିଂ, NHAI ସହ କଟକ ମହାନଗର ନିଗମର ମିଳିତ କାର୍ଯ୍ୟନୁଷ୍ଠାନ

କଟକ: ରାସ୍ତା କଡରୁ ବାହାର କରାଯାଉଛି ବଡ଼ ବଡ଼ ହୋଡିଂ । କାରଣ ଏହି ହୋଡ଼ିଂ ପାଇଁ ମଣିଷର ଜୀବନ ଯାଉଛି । ଟିକେ ପବନ ହେଲେ ହୋଡ଼ିଂ ପଡ଼ି ଯାଉଛି ଆଉ ଲୋକଙ୍କ ମୃତ୍ୟୁର କାରଣ ସାଜୁଛି । କିଛି ଦିନ ତଳେ ପୁନେ ଓ ମୁମ୍ବାଇରେ ହୋଡିଂ ପଡି ଅନେକ ଲୋକଙ୍କ ମୃତୁ ହେବା ସହ ବହୁ ଲୋକ ଆହତ ହୋଇଥିଲେ ।

ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ପୁବୁସାହି ପଞ୍ଚାୟତର ଜୟମଙ୍ଗଳ ଗାଁରେ ଅଭାବନୀୟ ଘଟଣା। ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ୬୨ ବର୍ଷୀୟ ନାରଣ ପ୍ରଧାନ ଓ ୪୨ ବର୍ଷୀୟ ସରୋଜ ଜେନା। ଜୟମଙ୍ଗଳ ଗାଁର ନାରାୟଣ ପ୍ରଧାନ ଓ ସରୋଜ ଜେନା ବିଲରୁ କାମ ସାରି ଘରକୁ ଫେରୁଥିଲେ।

ରିଆସୀ ଆତଙ୍କବାଦୀ ଘଟଣା : ରାଜୌରୀର କେତେକ ସ୍ଥାନରେ ଏନଆଇଏର ଚଢଉ

ଜମ୍ମୁ : ରିଆସୀ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ରବିବାର (୩୦ ଜୁନ୍ ୨୦୨୪) ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ୨୦୨୪ ଜୁନ୍ ୯ ତାରିଖ ସନ୍ଧ୍ୟାରେ ରିୟାସି ଜିଲ୍ଲାର ପାଉନେ ଅଞ୍ଚଳର ଶିବଖୋରୀରୁ କଟ୍ରା ଅଭିମୁଖେ