କେଜ୍ରିୱାଲଙ୍କ ଗିରଫକୁ ନେଇ ବିରୋଧ କରିବେ ଇଣ୍ଡିଆ ମେଣ୍ଟର ନେତା: ସଂଞ୍ଜୟ ସିଂ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ରବିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ଦଳର ନେତାମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ

ରତ୍ନଭଣ୍ଡାର ଶୀଘ୍ର ଖୋଲିବ, ଯଦି ଗଡ଼ବଡ଼ ଥିବ ଦୋଷୀକୁ ଦଣ୍ଡ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ । ଆଉ ଗଣତି ହେବ। ଯଦି କିଛି

ସେନା ଇତିହାସରେ ପ୍ରଥମ, ଦୁଇ କ୍ଲାସ୍‌ମେଟ୍‌ ସ୍ଥଳ ସେନା ଓ ନୌସେନା ମୁଖ୍ୟ

ନୂଆଦିଲ୍ଲୀ :ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ। ସ୍ଥଳସେନା ଓ ନୌସେନା ମୁଖ୍ୟ ହେଲେ ଦୁଇ କ୍ଲାସ୍‌ମେଟ୍‌। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନାର ନୂତନ ମୁଖ୍ୟ ହୋଇଛନ୍ତି। ତାଙ୍କୁ ଜୁନ୍‌ ୩୦ ତଥା ଆଜି ଏହି ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ଏହି ଦାୟିତ୍ୱ ମନୋଜ

ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଦେଇଥିବାରୁ କୃତଜ୍ଞ: ମନମୋହନ ସାମଲ

ଭୁବନେଶ୍ବର: ଶପଥ ସମାରୋହ ପରେ ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଉଛି। ଏଥିରେ ସମସ୍ତ ୨୦ ବିଜେପି ସାଂସଦ ଓ ୭୮ ବିଧାୟକ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବିଜେପିକୁ ଭରସା କରିଥିବାରୁ ଧନ୍ୟବାଦ ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି

ବିବାହ ମଣ୍ଡପ, ଶ୍ମଶାନ ଓ ହସ୍ପିଟାଲରେ ଆତ୍ମଘାତୀ ବିସ୍ଫୋରଣ, ୧୮ ମୃତ…

ନାଇଜେରିଆ : ଚାଲିଥିଲା ବିବାହ। ବେଦିରେ ଥିଲେ ବର-କନ୍ୟା। ଚାରିଆଡେ ଅତିଥି ଓ ପରିବାର ଲୋକେ ମଧ୍ୟ ଏକାଠି ହୋଇଥିଲେ। ଠିକ୍‌ ଏତିକି ବେଳେ ହେଲା ଆତ୍ମଘାତୀ ବିସ୍ଫୋରଣ। ଆଖିପିଛୁଳାକେ ଖୁସିର ମୁହୂର୍ତ୍ତ ଶୋକରେ ପରିଣତ ହୋଇଗଲା। ଚାରିଆଡେ ବିଛାଡି ହୋଇ ପଡିଲା ମୃତଦେହ। କେବଳ ବିବାହ ମଣ୍ଡପ

‘କାଳିଆ, ବଳିଆ ଓ ସୁଭଦ୍ରା ସଦୃଶ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ବିଜେପି ସମ୍ବର୍ଦ୍ଧନା ସଭା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ଏହି ସମ୍ବର୍ଦ୍ଧିତ

କାର୍ଯ୍ୟ ରତ ପୋଲିସ କର୍ମଚାରୀ ଙ୍କ ଗାଡିଧକ୍କା ରେ ମୃତ୍ୟୁ…

ମାଲକାନଗିରି : ଗତକାଲି ଭୁବନେଶ୍ୱର ରେ କାର୍ଯ୍ୟରତ ପୋଲିସଙ୍କ ମୃତ୍ୟୁ ହୋଇଛି । ସୂଚନାରୁ ପ୍ରକାଶ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଧୁସୂଦନ କିର୍ସାନୀ। ତାଙ୍କ ଘର ମାଲକାନଗିରି ଜିଲ୍ଲା

କନ୍ଧମାଳ ସର୍ଗିଫୁଲ ମହିଳା ସଂଘର ବାର୍ଷିକ ସାଧାରଣ ବୈଠକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସର୍ଗିଫୁଲ ମହିଳା ସଂଘ ତରଫରୁ ଖଜୁରୀପଡ଼ା ଗୋଦାମ ଗୃହ ଠାରେ ଆଜି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖଜୁରୀପଡା ସରପଞ୍ଚ ଶ୍ରୀମତୀ ମନୋରଞନୀ ଜାନୀ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ଓଡ଼ିଶା ଜୀବିକା

 ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ

ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା ଭାରତ ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ