ନକ୍ସଲ ଦମ୍ପତିଙ୍କ ସମେତ ୧୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ତଥା ପୋଲିସ୍ ଦନ୍ତେୱାଡାର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଚାଲିଥିବା ମାଓବାଦୀ ବିଲୋପ ଅଭିଯାନରେ ଡିଆରଜି, ବସ୍ତର ଫାଇଟର୍, କୋବ୍ରା ୨୦୨, କାରିପୁ ୨୨୨ ଏବଂ ୮୫ ବାହିନୀର ମିଳିତ

ସମସ୍ୟା ଘେରରେ ଷୋଲଭାଗ ପେଣ୍ଠ ସରକାରୀ ବିଦ୍ୟାଳୟ

ପାତ୍ରପୁର : ପାତ୍ରପୁର ବ୍ଲକ୍ ସୁରଙ୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଷୋଲଭାଗପେଣ୍ଠ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି l ଛାତ୍ର ଛାତ୍ରୀ ସଂଖ୍ୟା ୧୭୫ ଥିବା ବେଳେ ଶ୍ରେଣୀ ଗୃହ ସଂଖ୍ୟା ମାତ୍ର ୨ଟି। ଶିକ୍ଷକ, ଶିକ୍ଷୟତ୍ରୀ ସର୍ବ ମୋଟ

କାଶିପୁର ବ୍ଲକରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା

ରାୟଗଡ଼ା : ସ୍ଵାଧୀନତା ପାଇ ୭୭ ବର୍ଷ ବିତିଗଲା କିନ୍ତୁ ଆଜି ମଧ୍ୟ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ ରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା ଏହି ପରିଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକର ଅଧିକାଂଶ ଗ୍ରାମରେ ପକ୍କା ସଡ଼କ ନଥିବାରୁ ଆମ୍ବୁଲାନ୍ସ ଗାଁ କୁ

ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବଙ୍କ ତିନି ଦିନିଆ କନ୍ଧମାଳ ଗସ୍ତ : ବିଭିନ୍ନ ସମବାୟ ସମିତି ପରିଦର୍ଶନ

ଫୁଲବାଣୀ (୨୯।୬) : ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବ ତଥା କନ୍ଧମାଳ ଜିଲ୍ଲା ସମବାୟ ନୋଡାଲ ଅଫିସର,ପ୍ରତାପ ଚନ୍ଦ୍ର ରାଉତରାୟ ତିନି ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାର ଫୁଲବାଣୀ, ଟିକାବାଲି,ରାଇକିଆ ଆଦି ଅଞ୍ଚଳରେ ଥିବା ଲ୍ୟାମ୍ପସେସ ଏବଂ ଆର ଏମ୍ ସି ରାଇକିଆ ଓ ଟିକାବାଲି ଆଦି ସଂସ୍ଥା

ମା’ ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଜୁନ୍ ୫ ତାରିଖରେ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପରିବେଶର ସୁରକ୍ଷା ପାଇଁ ସରକାରୀ, ବେସରକାରୀ ତଥା ବ୍ୟକ୍ତିଗତ ଭାବେ ନିଜ ନିଜ ମା'ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ପାଇଁ ଏକ ବୃହତ୍ତ ଓ ଚମତ୍କାର ଚାରା ରୋପଣ ଅଭିଯାନ ଆରମ୍ଭ

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୪ ମୃତ

ବିରୁଧୁନଗର: ତାମିଲନାଡୁର ଏକ ବାଣ କାରଖାନାରେ ବସ୍ଫୋରଣ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଶନିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏମକେ

ଖୁବଶୀଘ୍ର ଓଡିଶା ବିଧାନସଭା ହେବ ପେପରଲେସ୍

ଭୁବନେଶ୍ଵର: ଓଡ଼ିଶା ବିଧାନସଭାକୁ ପେପରଲେସ୍‌ କରାଯିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତିଙ୍କ କହିବାନୁସାରେ, ବିଧାନସଭାକୁ ସଂପୂର୍ଣ୍ଣ କାଗଜମୁକ୍ତ କରିବାକୁ ଯୋଜନା କରାଯାଇଛି । ବିଧାନସଭାକୁ ପେପରଲେସ୍‌ କରିବାକୁ ନେଭା ଦାୟିତ୍ବ ନେଇଛି । ପୁରୁଣା ଓ ନୂଆ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ

ଲାଞ୍ଚ ନେଇ ଧରାପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ୍‌ର କିରାଣି

ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ମାଡ଼ି ବସିଲା

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି ପୁଲିସ୍

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି କ୍ୟାପିଟାଲ ଥାନା ପୁଲିସ୍। ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା। ପୁଲିସ ଏବେ ଏହି ମାମଲାରେ ତଦନ୍ତ କରିବାକୁ ଆସି ଦ୍ୱିତୀୟ ଥର