Sign in
Sign in
Recover your password.
A password will be e-mailed to you.
ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା…
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ସତ୍ୟପିର ମିଶ୍ର ଏକ ହତ୍ୟା ମାମଲାର ବିଚାରଣା କରି ଘଟଣାର ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମାଲାର ଅଭିଯୁକ୍ତ କର୍ଣ୍ଣ ବିନ୍ଧାଣୀକୁ ଆଇ ପି ସି ୩୦୪(ଖ ) ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫!-->!-->!-->…
ଗଛିତ ଥିବା ୭୬ କିଲୋ ଗଞ୍ଜେଇ ଜବତ ସହ ଜଣେ ଗିରଫ…
କୋରୁକୋଣ୍ଡା,୨୦।୮ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାହାର ରାଜ୍ୟକୁ ବେଆଇନ ଭାବେ ଚୋରା ଚାଲାଣ କରିବା ପାଇଁ ଏକ ସ୍ଥାନରେ ଗଞ୍ଜେଇ ଗଚ୍ଛିତ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗଞ୍ଜେଇକୁ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ!-->…
ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବିଜେଡ଼ି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ…
ବେଲଗୁଣ୍ଠା, 20/08, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ଭତ୍ତାକୁ 3000 ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରତିଶୃ୍ତି ଦେଇଥିଲା I କିନ୍ତୁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିଥିଲେ ମଧ୍ୟ ତାର ଭତ୍ତା ଜନିତ ପ୍ରତିଶୃ୍ତି ପାଳନ କରିନଥିବା ଅଭିଯୋଗ!-->!-->!-->…
ବିଷାକ୍ତ ବେଆଇନ ମଦ ପିଇ ଅସୁସ୍ଥ ଘଟଣା ରେ ଅସୁସ୍ଥଙ୍କ ସଂଖ୍ୟା ୨୫ ରେ ପହଞ୍ଚିଲା ତିନି ଗୁରୁତର ର ଭାବେ ଆଇ ସି ୟୁ ରେ…
ଚିକିଟୀ : ସ୍ଥାନୀୟ କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଜେନାପୁର ଓ କରବାଲୁଆ ରେ ବିଷାକ୍ତ ବେଆଇନ ମଦ୍ୟପାନ ରେ ଅସୁସ୍ଥ ସଂଖ୍ୟା ବଢ଼ି ୨୫ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଆଇ ସି ୟୁ ରେ ଭର୍ତ୍ତି!-->…
ତେନ୍ତୁଳିଖୁଣ୍ଟି ଠାରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଶିବିର ଅନୁଷ୍ଠିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ତେନ୍ତୁଳୀଖୁଣ୍ଟି ବ୍ଳକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀ ଡଃ ଶୁଭଙ୍କର ମହାପାତ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, ଉପଜିଲ୍ଲାପାଳ!-->…
ସରାଗୁଡାରେ ପୋଲ ଭଙ୍ଗା ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସରାଗୁଡ଼ା ର ସ୍ୱାଧୀନତା ସଂଗ୍ରାମୀ ସୋନୁ ମାଝି ସେବାସଂଘ ଗୃହରେ ମଙ୍ଗଳବାର ପୋଲ ଭଙ୍ଗା ଦିବସ ପାଳିତ ହୋଇଛି |ସର୍ବ ପ୍ରଥମେ ସରାଗୁଡା ଗ୍ରାମବାସୀଙ୍କ ସହ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ,ବେଲାରି ନଦୀ କୂଳ ରେ ଯାଇ ଦିବଂଗତ ଆତ୍ମା ନିମନ୍ତେ ତିଳ!-->…
ନକ୍ସଲ ପ୍ରଭାବିତ ଗ୍ରାମ ଦୁଲେରଠାରେ ସିଆରପିଏଫ ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ଉଦଘାଟନ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନକ୍ସଲ ପ୍ରଭାବିତ ଦୁଲେର ଗ୍ରାମରେ ସିଆରପିଏଫ କମାଣ୍ଡାଣ୍ଟ ଦ୍ବିତୀୟ ବାଟାଲିୟନ ରତିକାନ୍ତ ବେହେରାଙ୍କ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ସିବିକ ଆକ୍ସନ ପ୍ରୋଗ୍ରାମ ଅଧୀନରେ ସିଆରପିଏଫ ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ଉଦଘାଟନ କରାଯାଇଛି।!-->…
ଶାଳାପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, କନ୍ଧମାଳର ଆଭାସୀ ମାସିକ ସାହିତ୍ୟ ଆସର ଦ୍ୱାଦଶ ଭାଗ
ଫୁଲବାଣୀ : ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ଦ୍ୱାଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ଦ୍ୱାଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଡ.ଭୀମ ପୃଷ୍ଟି ଯୋଗଦେଇଥିଲେ।ଅତିଥି!-->!-->!-->…
ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଆକାଶ!
ଭୁବନେଶ୍ବର : ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଭୁବନେଶ୍ୱରର ଗଗନ ପବନ। କିଛି କ୍ଷଣ ପାଇଁ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲା। ଘର ଭିତରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଉ ଯେଉଁମାନେ କୌଣସି କାମରେ ଘରୁ ବାହାରିଥିଲେ, ସେମାନେ ସୁରକ୍ଷିତ ସ୍ଥାନ ଦେଖି ବସିବାକୁ ବାଧ୍ୟ!-->…
ଆଳୁ ପରେ ବଢିଲା ପିଆଜ ଦର; ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ
ଭୁବନେଶ୍ବର : ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ। କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି। ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି। ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର ବୃଦ୍ଧି ହେଉଥିବା!-->…