ନିଃସର୍ତ୍ତ ସାମ୍ବାଦିକ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଜ୍ଞାତ ନମ୍ବରରୁ ଧମକ,ସୁରକ୍ଷା ପାଇଁ ସାମ୍ବାଦିକଙ୍କ…

ନବରଙ୍ଗପୁର : ୧୭/୦୮/୨୦୨୪ ରାଇଘର ଏସ୍ .ଏସ୍ ମାର୍ଟ ନାମକ କୌଣସି ଏକ ସଂସ୍ଥା ଦ୍ବାରା ଲୋକଙ୍କୁ ଶ୍ରମିକ କାର୍ଡ କରାଇ ଦେବା ଆଳରେ ଜଣ ପିଛା ଟ ୨୫୦/ଙ୍କା ଆଦାୟ କରାଯାଇ କୌଣସି ପ୍ରାପ୍ତି ସ୍ୱୀକାର ରସିଦ ଦିଆ ଯାଉ ନଥିଲା। ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଡୁମରିମୁଣ୍ଡା…

ଏସ୍‌ୟୁଜେର ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

କେନ୍ଦ୍ରାପଡା : ଲଗାଣ ବର୍ଷା ସତ୍ବେ ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟାମାନଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏସୟୁଜେର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର…

ସୃଜନ ସାହିତ୍ୟ ସଂସ୍କୃତି ସଂସଦର,ପଞ୍ଚମ ବାର୍ଷିକ ଉତ୍ସବ ପାଳିତ !

ଛତ୍ରପୁର : ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ପଞ୍ଚମ ବାର୍ଷିକ ମହୋତ୍ସବ ଭବ୍ୟ ସମାହାରରେ ସମାହିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ ଅନୁଷ୍ଠାନର ସଭାପତି ସୁସାହିତ୍ୟିକ ଡଃ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।…

ଏଏନଏମ ଓ ନର୍ସିଂ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡେଲ ଶୋଭଯାତ୍ରା

ନବରଙ୍ଗପୁର : କୋଲକାତା ରେ କାର୍ଯ୍ୟରତ ଏକ ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ପ୍ରତିବାଦ ରେ ସାରା ଦେଶ ରେ ପ୍ରତିବାଦ ତିବ୍ରତର ହୋଇ ଚାଲିଛି । ଏନେଇ ପ୍ରତିବାଦ ସ୍ବରୂପ ନବରଙ୍ଗପୁରରେ ରବିବାର ଏଏନଏମ ଓ ନର୍ସିଂ ଛତ୍ରୀ ଛାତ୍ରଙ୍କ କ୍ୟାଣ୍ଡେଲ ଶୋଭଯାତ୍ରା କରିଥିଲେ । ସ୍ଥାନୀୟ ଦଶହରା ପଦା…

ଆଫ୍ରିକାର ୧୩ଟି ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ଏମ୍ ପକ୍ସ, ଗଲାଣି ୫୨୪ ଜଣଙ୍କ ଜୀବନ

କରୋନା ଭଳି ମାରାତ୍ମକ ହେବ କି ଏମ୍ –ପକ୍ସ । ଏଭଳି ଆଶଙ୍କା ସୃଷ୍ଟି ହେଲାଣି । ୧୩ଟି ରାଷ୍ଟ୍ରରେ ଏହା ଆତଙ୍କ ସୃଷ୍ଟି କଲାଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏମ୍ -ପକ୍ସକୁ ବିଶ୍ୱରେ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିସାରିଛି । ଆଫ୍ରିକୀୟ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ।…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ, ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର : ଆଜି ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ପ୍ରାପ୍ତ…

ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ, ୧୯ ମୃତ

ଗାଜା: ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଅଲଗା ଅଲଗା ସ୍ଥାନରେ କରାଯାଇଥିବା ଆକ୍ରମଣରେ ୬ ଜଣ ଶିଶୁଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଅଲ୍-ଆକ୍ସା ହସପିଟାଲ ଅନୁଯାୟୀ, ଇସ୍ରାଏଲ ରବିବାର ସକାଳେ ଡେଇର ଅଲ-ବାଲାହରେ ଥିବା ଏକ ଘର ଉପରେ ବୋମା ମାଡ଼…

ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍, ୬ ଟି ସିମବକ୍ସ ଜବତ

କଟକ : ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ମଧୁପାଟଣା ଥାନା ରାଜେନ୍ଦ୍ର ନଗରରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ବାଂଲାଦେଶୀ ଲିଙ୍କରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇ କମିସନରେଟ ପୋଲିସ ହାସଲ କରିଛି ଗୁରୁତ୍ବପୂର୍ଣ୍ଣ ତଥ୍ଯ । ଜେରା ପରେ…

କୋଲକାତା ଲଜ୍ଜା:ନିଜ ଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ଦେଶକୁ ଦୋହଲାଇ ଦେଇଥିବା କୋଲକାତା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି ସୁପ୍ରିମକୋର୍ଟ କରିବେ। ୩ ଜଣିଆ ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଏହାର ଶୁଣାଣି କରିବେ ବୋଲି…

ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ପୁରୀ, ଗଞ୍ଜାମ,…