ସୀମା ସୁରକ୍ଷାବଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ.ଭି ୩ ସ୍ଥିତ ସୀମା ସୁରକ୍ଷାବଳ ଶିବିର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୀମା ସୁରକ୍ଷା ବଳର ଉପ ନିରୀକ୍ଷକ ବିଜୟ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଏକ ମହାପୁଣ୍ୟ ଓ ରକ୍ତର ବିକଳ୍ପ କେବଳ ଏକ ମଣିଷ ହିଁ…

୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ୍‌

ଝାଡଖଣ୍ଡ ରାଜନୀତିରେ ହଲଚଲ। ଲାଗିପାରେ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ବିଦ୍ରୋହ ମୁଡ୍‌ରେ ଜେଏମ୍‌ଏମ୍‌ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌। ଏଭଳି କିଛି ଚର୍ଚ୍ଚା ଭିତରେ ଆଜି ୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।…

ବନଜ୍ୟୋସ୍ନା ସାହିତ୍ୟ ସଂସଦର ଆଗାମୀ ଗୁରୁଦିବସ ପାଇଁ ପ୍ରସ୍ତୁତି ବୈଠକ : ସମ୍ବର୍ଦ୍ଧିତ ହେବେ ଜିଲ୍ଲାର…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଆଗାମୀ ସେପ୍ଟେମ୍ବର ୫ ତାରିଖ (ଗୁରୁବାର) ଅପରାହ୍ନରେ ଜିଲ୍ଲା ସ୍ତରୀୟ ଗୁରୁ ପୂଜନ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ…

ଜୁଏଲଙ୍କ ଗାଁରେ ପହଞ୍ଚିଲା ପତ୍ନୀ ଝିଙ୍ଗିଆଙ୍କ ପାର୍ଥିବ ଶରୀର

ରାଉରକେଲା: ଭୁବନେଶ୍ୱରସ୍ଥିତ ବାସଭବନରୁ ବାହାରିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପତ୍ନୀ ଝିଙ୍ଗିଆଙ୍କ ପାର୍ଥିବ ଶରୀର ସକାଳ ୯ ଟା ୧୫ ମିନିଟରେ ଲହୁଣୀପଡ଼ା ବ୍ଲକ କେନ୍ଦୁଡ଼ିହିରେ ପହଞ୍ଚିଛି। ଜୁଏଲଙ୍କ ପୈତୃକ ଘରେ ପତ୍ନୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖା ଯାଇଛି। ଜିଲ୍ଲା…

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିବାରୁ କାଲି ଠାରୁ ଉପାସରେ ପଡିଛନ୍ତି ମହାପ୍ରଭୁ  । ତେବେ ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି…

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ବିଜେପି ନେତ୍ରୀ ଓ ୨ ଡାକ୍ତରଙ୍କୁ ସମନ୍‌

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସିବିଆଇ ହାତରେ ଅଛି। ଏହାରି ଭିତରେ ପଶ୍ଚିମବଙ୍ଗ ପୁଲିସ ନିଜ ସ୍ତରରେ ମାମଲାର ଛାନଭିନ୍‌ ଜାରି ରଖିଛି। ଆର୍‌ଜି କର୍‌ ହସ୍ପିଟାଲର ଦୁଇ ଜଣ ବରିଷ୍ଠ ଡାକ୍ତର ଓ ପୂର୍ବତନ ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ନେତ୍ରୀ…

ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଟ୍ୱିନ୍ ସିଟିରେ ଡିଜେ ବନ୍ଦ: ପୋଲିସ କମିଶନର

କଟକ : ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍ । ଆଉ କିଛିଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ । ଗଜାନନଙ୍କ ବିକୃତ ମୂର୍ତ୍ତି କଲେ ଆଉ ରକ୍ଷାନାହିଁ , ହେବ କାର୍ଯ୍ୟାନୁଷ୍ଠାନ । ସେହିପରି ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ । ଗଣେଶ ପୂଜା ନେଇ…

ମାଗଣାରେ ମିଳିବ ମହାପ୍ରସାଦ

ପୁରୀ: ଆଗକୁ ମାଗଣାରେ ମିଳିବ ମହାପ୍ରସାଦ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଯୋଜନା କରୁଛନ୍ତି ସରକାର । ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କିଛି ଏମିତି କହିଛନ୍ତି ଆଇନ ମନ୍ତ୍ରୀ…

ମାନସିକ ସ୍ୱାସ୍ଥ୍ୟ ଏବଂ ପ୍ରତିବନ୍ଧକ ସମ୍ପର୍କିତ ଆଲୋଚନା ଚକ୍ର…

ଫୁଲବାଣୀ : ଫୁଲବାଣୀ ଜନ ସଚେତନତା ଅଭାବରୁ ସମଗ୍ର ପୃଥିବୀ ମଧ୍ୟରେ ଦିନକୁ ଦିନ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ସଂଖ୍ୟ ବୃନ୍ଧି ହେବାରେ ଲାଗିଛି । ମଣିଷ ମଧ୍ୟରେ ଥିବା ମାନସିକ ଅସୁସ୍ଥତାକୁ ଚିହ୍ନିବା ସହଜ ବିଷୟ ହୋଇ ନ ଥିବାରୁ ଲୋକମାନେ ଚିକିତ୍ସାରେ ଅବହେଳା କରିଥାନ୍ତି । ଯାହାର…

ଲ୍ୟାମ୍ପସ ଏମ ଡି ଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

ଉମରକୋଟ /ଝରୀଗାଁ (୧୮/୦୮/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ହେଇଥିବାରୁ ତାହାର ସୁଯୋଗ ନେଇ , ସରଳ ସିଧା ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କ ବଡ଼ ବଡ଼ ଶିକ୍ଷିତ ବାବୁ ମାନେ ଦିନ ଦ୍ବିପ୍ରହରେ ଲୁଟି ମାଲାମାଲ ହୋଇଥିବାରୁ ନଥି ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ…