ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ ୨୬/୬ : ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ଉପଲକ୍ଷେ ହିଞ୍ଜିଳିକାଟୁ ପୌରପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ ବୈଠକରେ ଅଧକ୍ଷତା କରିଥିଲେ। ଆସନ୍ତା

ଓଲଟିଲା ଧାନ ବୋଝେଇ ଟ୍ରକ, ୩ ଆହତ

ହିଞ୍ଜିଳିକାଟୁ : ବୁଧବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଶ୍ୟାମଳାଇ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଧାନ ବୋଝେଇ ଟ୍ରକ (ଏପି୦୫ ଡବ୍ଳ୍ୟୁ ୨୨୪୪) ରାସ୍ତା ପ୍ବାର୍ଶ୍ବକୁ ଓଲଟି ପଡିଛି ।‌ ଦୁର୍ଘଟଣାରେ ୩ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣା

ବ୍ଲକ୍ ସ୍ତରୀୟ “ଜିଜ୍ଞାସା” ଆଧାରିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ଗତ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଆକାଂକ୍ଷା ପାଠ୍ୟକ୍ରମ "ଜିଜ୍ଞାସା" ଆଧାରିତ ଶିକ୍ଷକ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସ ଅନୁଷ୍ଠିତ

ଅନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳିତ

ମାଲକାନଗିରି : ବୁଧବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ

ସମ୍ବାଦିକାଙ୍କ ଉପରକୁ କୁକୁର ଛାଡି ଆକ୍ରମଣର ନିନ୍ଦା

ରାୟଗଡ଼ା : ଅର୍ଗସରେ କାର୍ଯ୍ୟରତ ମହିଳା ସମ୍ବାଦିକା ଙ୍କ ଉପରକୁ କୁକୁର ଛାଡି ଆକ୍ରମଣ କଲେ ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ଏବଂ ତାଙ୍କ ପରିବାର ଲୋକ | ତତ ସହିତ ଅର୍ଗସ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ଉପରେ ରଘୁନନ୍ଦନ ଓ ତାଙ୍କ ଲୋକ କଲେ ଆକ୍ରମଣ | ଏହି ଆକ୍ରମଣ ଘଟଣାର ପ୍ରତିବାଦ

ସୀମାନ୍ତରେ ପୁଲିସକର୍ମୀ ହତ୍ୟାରେ ସାମିଲ ମିଲିସିଆ କମାଣ୍ଡର ଗିରଫ

ମାଲକାନଗିରି : ଛତିଶଗଡର ସୁକମା ଜିଲ୍ଲାର ଗାଦିରାସ ଥାନା ଅଂଚଳରେ ଜଣେ ପୁଲିସକର୍ମୀଙ୍କ ହତ୍ୟାରେ ଜଡିତ ଥିବା ମାଓବାଦୀଙ୍କୁ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରି ଗିରଫ କରିଥିବା ଜଣାପଡିଛି l ସୂଚନା ଅନୁଯାଇ ସୁକମା ଜିଲ୍ଲା ଗାଦିରାସ ଥାନା ଅଂଚଳରେ ଜୁନ 3ତାରିଖରେ ଏକ ମେଳା ଚାଲିଥିବା ସମୟରେ

ଦୁର୍ଘଟଣାରେ ମୃତ ୩ ଜଣ ଯୁବକଙ୍କ ପରିବାରକୁ ସମଵେଦନା ଜଣାଇଲେ ଓ ଆର୍ଥୀକ ସହାୟତା ପଠାଇଲେ ସାଂସଦ ଵୈଜୟନ୍ତ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକର ମହୁଲିଆ, କାନଫୁଲିଆ ଓ ପରିପାଙ୍ଗରା ଗ୍ରାମର ସୁନାକର ଦାସ, ଲିପୁନା ସୂତାର ଓ ସିଦ୍ଧାର୍ଥ ଶଣ୍ଢ ଗତ ୨୨ ତାରିଖରେ ବାଇକ୍ ରେ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ୩ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ହକି ଇଣ୍ଡିଆ ପୁରୁଷ ଦଳ ଘୋଷଣା: ଓଡ଼ିଆ ଖେଳାଳି ଅମିତ ରୋହିଦାସ ସାମିଲ

ନୂଆଦିଲ୍ଲୀ : ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ତାଲିକାରେ ୫ ଜଣ ଡେବ୍ୟୁାଣ୍ଟ ରହିଛନ୍ତି। ଦଳର ନେତୃତ୍ବ ହରମାନପ୍ରୀତ୍ ସିଂ ନେବେ। ଉପଅଧିନାୟକ ଭାବରେ ହାର୍ଦ୍ଦିକ ସିଂଙ୍କୁ ଦଳର ସାମିଲ କରାଯାଇଛି। ଅଲମ୍ପିକ୍ସ ଦଳରେ ଅମିତ ରୋହିଦାସ

ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର

କୋରାପୁଟ: ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ସୁନାବେଡ଼ା ମେଡିକାଲରେ। ନାବାଳିକାଙ୍କ ମୃତଦେହକୁ ନେଇ ଆଜି ମେଡିକାଲ୍ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମୃତ ଶିଶୁ ପଟାଙ୍ଗି ଥାନା କୁନ୍ଦୁଲି ଅଞ୍ଚଳର ବୋଲି ପୁଲିସ କହିଛି।

କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମନ୍ତ୍ରୀମଣ୍ଡଳ ଗଠନ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମନ୍ତ୍ରୀମଣ୍ଡଳ ଗଠନ ହୋଇଯାଇଛି |ଆଜି ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |