Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ନିଶା ମୁକ୍ତ ହେବ ରାଜ୍ୟ
ଭୁବନେଶ୍ବର: ଓଡିଶାରେ କମିବ ନିଶା ବ୍ୟବହାର । ରାଜ୍ୟରେ ପ୍ରର୍ଯ୍ୟାୟ କ୍ରମେ ବନ୍ଦ ହେବ ମଦ କାରବାର । ରାଜ୍ୟକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ସାମାଜିକ ସୁରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ,!-->!-->!-->…
ସମ୍ବଲପୁରକୁ ନୋଡାଲ ଜିଲ୍ଲା ଚୟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର : ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । MPLADS କାର୍ଯ୍ୟକ୍ରମ ପାଇଁ ନୋଡାଲ ଜିଲ୍ଲା ଭାବେ ଚୟନ କରିଛନ୍ତି । ଏନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଓ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରାଳୟ!-->…
ଏମର୍ଜେନ୍ସିକୁ ‘କଳା ଦିନ’ ସମ୍ବୋଧିତ କଲେ ବାଚସ୍ପତି, ବିଭାଜନକାରୀ ବିବୃତ୍ତି କହି ବିରୋଧୀଙ୍କ ହଙ୍ଗାମା
ଦେଶର ଜରୁରୀ ପରିସ୍ଥିତି ବା ଏମର୍ଜେନ୍ସିର ୪୯ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଅଧିବେଶନରେ ଏହି ଦିନକୁ ମନେ ପକାଇଛନ୍ତି ନବନିର୍ବାଚିତ ବାଚସ୍ପତି ଓମ୍ ବିର୍ଲା। ଲୋକସଭାର ବାଚସ୍ପତି ଭାବେ ଦ୍ୱିତୀୟ ଇନିଂସ ଆରମ୍ଭର ପ୍ରଥମ ଦିନରେ ସମ୍ବିଧାନର ଏହି ସମୟକୁ 'କଳା ଦିନ' ଭାବେ!-->…
ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଏକ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁରୋଧ!-->…
ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କମ ଦିନ ଭିତରେ ନୂଆ ଶିକ୍ଷକ ନିଯୁକ୍ତି ଦିଆଯିବ। ଗତକାଲି ରିଭ୍ୟୁ ମିଟିଂ ହୋଇଥିଲା ସବୁ ଜାଗାକୁ ପିଲାମାନଙ୍କ ପାଇଁ ବହି!-->…
ଏନ୍କାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ
ସୁରକ୍ଷାବାହିନୀକୁ ମିଳିଲା ସଫଳତା। ଘାଟିରେ ଏନ୍କାଉଣ୍ଟରେ ଟଳିଲେ ଦୁଇ ଆତଙ୍କବାଦୀ। ବୁଧବାର ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ଏକ ଜଙ୍ଗଲରେ ସୁରକ୍ଷାବାହିନୀ ଓ ଆଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍କାଉଣ୍ଟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ସୂଚନା!-->!-->!-->…
ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣା, ବିଜେଡି ନେତାଙ୍କ ଘରେ ପୋଲିସ
ଭୁବନେଶ୍ବର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ଘଟଣାରେ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା ପୋଲିସ । ତଦନ୍ତ ଓ ପଚରାଉଚରା ପାଇଁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୋଲିସ ।
ସୂଚନା ଅନୁସାରେ,!-->!-->!-->…
ଦୁଇ ନକଲି ନକ୍ସଲ ଗିରଫ
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଜୟପୁର ଏସଡିପିଓ ଅଙ୍କିତ ବର୍ମା । ବାଇକ, ମୋବାଇଲ ଓ ସିମ କାର୍ଡ ଜବତ ହୋଇଛି । ମାଓବାଦୀ ନାଁରେ ଧମକ ଦେଇ ଟଙ୍କା ଡିମାଣ୍ଡ କରୁଥିବା!-->…
ଶୁଣାଣି ବେଳେ କୋର୍ଟ ଭିତରେ ବିଗିଡ଼ିଲା କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା
ଅସୁସ୍ଥ ହୋଇପଡିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କୋର୍ଟ ରୁମ୍ରେ ବିଗିଡିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କ ସୁଗାର ଲେବୁଲ ହ୍ରାସ୍ ପାଇଛି। ଏଥିପାଇଁ ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଛି।
ବୁଧବାର ମଦ ଦୁର୍ନୀତି ମାମଲାରେ ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ!-->!-->!-->…
ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଟ୍ବିନ୍ ସିଟିରେ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଏଥିସହ ପୁରୀ ଓ ନୟାଗଡ଼କୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ!-->!-->!-->…