Sign in
Sign in
Recover your password.
A password will be e-mailed to you.
ବଜ୍ରପାତରେ ୩ ମୃତ ; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବରଗଡ: ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ। ୨ ଜଣ ଗୁରୁତର। ଗୁରୁତର ୨ ଜଣଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମରେ ।
ସୂଚନା ଅନୁସାରେ, ପ୍ରବଳ ବର୍ଷା କାରଣରୁ ୫ ଜଣ ବ୍ୟକ୍ତି ଏକ ବରଗଛ ତଳେ ଠିଆ ହୋଇଥିଲେ!-->!-->!-->…
ଗିରଫ ପରେ ୩ଦିନିଆ ସିବିଆଇ ରିମାଣ୍ଡରେ ଗଲେ କେଜ୍ରିୱାଲ
ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଗିରଫ କରିଥିଲା । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇବା ନେଇ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ୍।!-->…
ସାମ୍ବାଦିକାଙ୍କ ଉପରକୁ ଆକ୍ରମଣର ଦୃଢ ନିନ୍ଦା କଲା ଏସୟୁଜେ : ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବ୍ରହ୍ମପୁର : ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନ ରେ କିଛି ଖବର ସଂଗ୍ରହ କରିବାକୁ ଯାଇଥିବା ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟନ୍ ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗ ହୋଇଛି। ବିଶେଷ କରି ଅର୍ଗସ ଟିଭିର ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକ ଙ୍କୁ କୁକୁର ଲଗାଇ ହତ୍ୟା!-->!-->!-->…
କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା
କଟକ: କଟକ ସହରରୁ ଦୂର ହେବ ଟ୍ରାଫିକ ସମସ୍ୟା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ତେବେ ନୋ ପାର୍କିଂ ଜୋନରେ!-->…
ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ
ଭୁବନେଶ୍ବର: ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ।
ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼!-->!-->!-->…
ଜେଲରୁ ଯେମିତି ବାହାରିପାରିବେନି ସେଭଳି ବ୍ୟବସ୍ଥା କରାଯାଇଛି: ସୁନୀତା
ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଗିରଫ କରିଥିଲା । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇବା ନେଇ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ୍।!-->…
କୋଲମପଡାରେ ବିଏସଏଫର ଜନ ସମ୍ପର୍କ ଶିବିର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ମାଓ ପ୍ରବଣ ହୋଇଥିବା ଯୋଗୁଁ ଜିଲ୍ଲାରେ ମାଓ ଗତିବିଧି ଥିବା ଅଂଚଳ ଗୁଡିକରେ ବିଏସଏଫ ଓ ସିଆରପିଏଫ କ୍ୟାମ୍ପ ମାନ ସ୍ଥାପନା କରାଯାଇଛିା ତେବେ ଏହି ଜବାନମାନେ କେବଳ ମାଓବାଦୀଙ୍କୁ ନିୟନ୍ତ୍ରଣ କରିବାରେ ନିୟୋଜିତ ହୋଇନାହାନ୍ତି । ସେମାନେ ସେହି ଅଂଚଳରେ ରହୁଥିବା!-->…
ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା’ପରେ ଛୁରୀ ଭୁସି ହତ୍ୟା
କଟକ: ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା ପରେ ଛୁରୀ ଭୁସା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ଚୁଡ଼ାଖିଆ ଅଞ୍ଚଳରେ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମାସିଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମାଝୀ । ସେ ଚୁଡ଼ାଖିଆ ବଜାରରେ!-->…
ଜିଲ୍ଲାସ୍ତରୀୟ ବିଶ୍ବ ନିଶା ନିବାରଣ ଦିବସ ପାଳିତ
ନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବିଶ୍ବ ନିଶାନିବାରଣ ଦିବସ ବୁଧବାର ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ଛତ୍ରପୁର!-->…
ମୌସୁମୀ ଋତୁ ପାଇଁ ଟିପିଏସ୍ଓଡିଏଲ୍ର ବ୍ୟାପକ ପଦକ୍ଷେପ
• ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିଛି କମ୍ପାନୀ• ଅତିରିକ୍ତ ବିଦ୍ୟୁତ ଖୁଣ୍ଟ ଲଗାଇବା ସହ ଚାଲିଛି ଗଛ କଟା କାର୍ଯ୍ୟ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ବିଜୁଳି ଯୋଗାଣକାରୀ ସଂସ୍ଥା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଟାଟା ପାଓ୍ୱାର ଓ!-->!-->!-->!-->!-->…