ଢେଙ୍କାନାଳ ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ଘଟଣାସ୍ଥଳରେ ୨ ମୃତ, ୭ ଗୁରୁତର

ଢେଙ୍କାନାଳ: ଝାଡ଼ବନ୍ଧଠାରେ ଥିବା ଢେଙ୍କାନାଳ ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ। ମେକାନିକାଲ ଷ୍ଟ୍ରକଚର୍‌ ବା ଯାନ୍ତ୍ରିକ ଢାଞ୍ଚା ଭୁଶୁଡ଼ି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। କାରଖାନାରେ ଥିବା ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ପଡ଼ିବାରୁ

ପରିତ୍ୟକ୍ତ ଜଙ୍ଗଲରୁ ଅଜଣା ବ୍ୟକ୍ତିର କଙ୍କାଳ ଠାବ : ପୋଲିସ ର ତନାଘନା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁଫାଗୁଡା ଗାଁ ନିକଟ ଜଙ୍ଗଲରୁ ଏକ ମୃତ ବ୍ୟକ୍ତିର କଙ୍କାଳ ମିଳିଛି। ମୃତ ବ୍ୟକ୍ତି ଜଣକ କିଏ ବୋଲି ଏ ପ୍ରଯ୍ୟନ୍ତ ଜଣାପଡି ନଥିବା ବେଳେ କଙ୍କାଳ ନିକଟରେ ଏକ ଚପଲ ପଡିରହିଛି । ମୃତ ବ୍ୟକ୍ତିଙ୍କ ବିଷୟରେ ଆଖ ପାଖ ଅଞ୍ଚଳରେ ପୁଲିସ ପଚାର

ଓଡ଼ିଶାରେ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ପାଇଁ ଦାବୀ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତିରୋଧାନ ଦିବସରେ ଜନ ସଭା ବ୍ରହ୍ମପୁର, ତା.୨୪.୬.୨୦୨୪ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ୪୦ତମ ତିରୋଧାନ ଦିବସରେ ତାଙ୍କ

ଓର୍କେଲ ପୋଲିସକୁ ସଫଳତା ,୧୫ କିଲୋ ଗଞ୍ଜେଇ ସହ ବାଇକ ଜବତ ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଓ ମାଫିଆଙ୍କ ଦ୍ୱାରାଏହାକୁ ବାହାର ରାଜ୍ୟକୁ ହେଉଥିବା ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ, ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଘଟଣାରେ

ବିକାଶ ଲକ୍ଷ୍ୟ ହାସଲରେ ପ୍ରତିଶୃତିବଦ୍ଧତା ଓ ଗୋଷ୍ଠିଗତ ସହ‌ଭାଗିତା ପ୍ରଭାବ

ସ୍ୱାତୀ ସିଲ୍‌ଭର୍ ଜୁବଲି ପାଳନ ଅବସରରେ ଫୁଲବାଣୀ : ନାଗରୀକ ସମାଜ ବା ସାମାଜିକ ଅନୁଷ୍ଠାନ ଗୁଡିକର ପ୍ରତ୍ୟକ୍ଷ ସ‌ହଯୋଗ ଏବଂ ଗୋଷ୍ଠୀର ଭାଗୀଦାରିତା ବିନା ବିକାଶର ଲକ୍ଷ୍ୟକୁ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ସ୍ଵାତି ଦ୍ଵାରା ଆୟୋଜିତ ସିଲ୍‌ଭର୍ ଜୁବଲି ପାଳନ ଅବସରରେ ବକ୍ତା ମାନେ

ମାଁ ଫୁଲକେଶନୀଙ୍କ ଯାତ୍ରା : ସପ୍ତ ଠାକୁରାଣୀଙ୍କ ଘଟ ପରିକ୍ରମା

ଆସିକା : ଫୁଲକେଶନୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର । ସପ୍ତଠାକୁରାଣୀଙ୍କ ଘଟ ପରିକ୍ରମା ସାଙ୍ଗକୁ ବିଭିନ୍ନ ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ଭକ୍ତ ମାନଙ୍କୁ ଆକୃଷ୍ଟ କରିଛି । ଶହ ଶହ ମାନସିକଧାରୀ ଭକ୍ତ ମା ଙ୍କୁ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି । ପଞ୍ଚମ ଦିନରେ

ଛତିଶଗଡର ସୁକମା ଏବଂ ବିଜାପୁର ସୀମାରେ ନକ୍ସଲଙ୍କ ବ୍ୟାପକ ଧ୍ୱଂସଲୀଳା…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସିଲଗଡ ଏବଂ ଟେକାଲଗୁଡାମ ମଧ୍ୟରେ ନକ୍ସଲମାନେ ଏକ IED ବିସ୍ଫୋରଣରେ ପୋଲିସ ଟ୍ରକକୁ ଉଡ଼ାଇ ଥିବା ବେଳେ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି ଓ କିଛି ସୈନିକଙ୍କ ଆହତ ହୋଇଥିବା ସୁଚନା ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ଭର୍ତ୍ତି ଏକ ଗାଡିରେ

ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀର ଯୋଜନା ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନିଖିଳ ଉତ୍କଳ ଖଡୁରା ସମାଜ ଶାଖା ଫୁଲବାଣୀ ଗଠନ ପରେ ସମାଜସେବା କ୍ଷେତ୍ରରେ ଖୁବ କମ ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ବେଶ୍ ଜଣାଶୁଣା ହୋଇ ପାରିଛି l ଏଥି ସହିତ ରାଜ୍ଯ ସ୍ତରରେ ପୁରସ୍କୃତ ମଧ୍ଯ ହୋଇ ପାରିଛି l ନିଜ ସମାଜର ମଙ୍ଗଳ କାମନା କରିବା ସହିତ

ଆଇ.ଆର.ଇ.ରେ ସ୍ଥାୟୀ ନିଯୁକ୍ତି ତଥା ଅନ୍ୟ ଆନୁସଙ୍ଗିକ ଦାବି ନେଇ ଖଣିମନ୍ତ୍ରୀଙ୍କ ସହ ଆଲୋଚନା !

ଛତ୍ରପୁର : ଛତ୍ରପୁର ନିକଟରେ ଅବସ୍ଥିତ ଆଇ.ଆର.ଇ. ପ୍ଲାଣ୍ଟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀ ଯଥା ଅଣକୁଶଳୀ, କୁଶଳୀ, ସୁପରଭାଇଜର ଭାବେ ସ୍ଥାନୀୟ ବାସିନ୍ଦା କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ବାସିନ୍ଦା ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଛତ୍ରପୁର ସବ୍ ଡିଭିଜନର ହେଉ

ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ମେଗା ରକ୍ତଦାନ ଶିବିର :୧୦୩ ୟୁନିଟ ରକ୍ତ ସଂଗ୍ରହ

ଛତ୍ରପୁର : ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ସଭାପତି ରବୀନ୍ଦ୍ର ନାଥ ପଣ୍ଡାଙ୍କ ତତ୍ୱବଧାନ ରେ ରବିବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ୧୦୩ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ,