Sign in
Sign in
Recover your password.
A password will be e-mailed to you.
ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ପିଟିପିଟି ହତ୍ୟା
ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ପିଟିପିଟି ହତ୍ୟା। ପଞ୍ଜାବର ଫିରୋଜପୁର ଗାଁର ବଣ୍ଡାଲାରେ ଧର୍ମକୁ ଅପମାନିତ କରିବା ମାମଲା ସାମ୍ନାକୁ ଆସିଛି। ଗୁରୁଦ୍ୱାରା ସାହେବ ବାବା ବୀର ସିଂହଙ୍କ ଧର୍ମ ଗ୍ରନ୍ଥକୁ ଜଣେ ଯୁବକ ଚିରି ଦେଇଛନ୍ତି। ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ରାଗି ଯାଇ ଯୁବକଙ୍କୁ!-->…
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର: ଆଜି ତଥା ରବିବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାତି ସାଢେ ୯ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ।ଭୁବନେଶ୍ୱରରେ ପହଞ୍ଚିବା ପରେ ମୋଦୀଙ୍କୁ ବିଜେପି ପକ୍ଷରୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱରରେ!-->…
୧୦ ସାଂସଦ, ଓ ବିଧାନସଭା ପାଇଁ ୧୦ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ଜଣେ ସାଂସଦ, ଜଣେ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ…
ଫୁଲବାଣୀ : କନ୍ଧମାଳ ଲୋକସଭା ଆସନ ସମେତ ଫୁଲବାଣୀ, ବାଲିଗୁଡ଼ା, ଜି ଉଦୟଗିରି, ବୌଦ୍ଧ, କଣ୍ଟାମାଳ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ପ୍ରାର୍ଥ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଅନ୍ତିମ ଦିବସ ସୁଦ୍ଧା କନ୍ଧମାଳ ଲୋକସଭା ଆସନ ପାଇଁ ସମୁଦାୟ ୧୦!-->!-->!-->…
୨୨୦ ଲିଟର ଦେଶୀ ମଦ ଜବତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଡାରି ଗାଁ ପାଖରେ ଥିବା ଏକ ଜଙ୍ଗଲରେ ପୋଲିସ, ଅବକାରୀ ବିଭାଗ,ବନବିଭାଗ ଓ ପରିବହନ ବିଭାଗ ମିଳିତ ଭାବରେ ଚଢ଼ାଉ କରି ଜଙ୍ଗଲ ମଧ୍ୟରେ ବେଆଇଆନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ ସେହିଯାଗାରୁ!-->!-->!-->…
ଅବ୍ୟବସ୍ଥା ମଧ୍ୟରେ ବାଲିସିରା ଗୋଷ୍ଠି ଶୌଚାଳୟ…
ଵ୍ରହ୍ମପୁର: ୫-୫ ଆସିକା ବ୍ଲକ ର ବାଲିସିରା ଜାତୀୟ ରାଜପଥ ପାର୍ଶ୍ଵ ହାଇସ୍କୁଲ ପାଖରେ ଥିବା ଗୋଷ୍ଠି ଶୌଚାଳୟ ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି l ସ୍ୱଚ୍ଛ ଭାରତ ମିଶନ ଅଧୀନରେ ରାସ୍ତା କଡ଼ ରେ ଖୋଲା ରେ ପାଇଖାନା ନବସିବା ପାଇଁ ଲୋକ ମାନଙ୍କ ଉଦ୍ଧେଶ୍ୟ ରେ ବାଲିସିରା ଗ୍ରାମ!-->…
ପର୍ଯ୍ୟବେକ୍ଷକ ମାନଙ୍କ ସହିତ ରାଜନୈତିକ ଦଳର ପ୍ରାର୍ଥୀଙ୍କ ବୈଠକ…
ସୁନ୍ଦରଗଡ : ସାଧାରଣ ପର୍ଯ୍ୟବେକ୍ଷକ, ଅର୍ଥ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ, ଓ ସଦର ଉପଖଣ୍ଡର ନାମାଙ୍କନ ଭରି ଥିବା ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ନେଇ ଆଜି ସ୍ଥାନୀୟ ବିକାଶ ଭବନ ଠାରେ ନିର୍ବାଚନୀ ଖର୍ଚ୍ଚ ଓ ଶାନ୍ତି ଶ୍ରୁଙ୍ଖଳାର ର ସହିତ ନିର୍ବାଚନ ରେ ସହଯୋଗ ପାଇଁ!-->…
ଅନ୍ତୋଦୟ ବିଚାରଧାରା ଭାରତୀୟ ଜନତା ପାର୍ଟିର ସର୍ବଦା ମାର୍ଗଦର୍ଶନ କରି ଆସିଛି
ବ୍ରହ୍ମପୁର : ଠିକ୍ ଦଶକ ପୂର୍ବରୁ ଜନସାଧାରଣଙ୍କ ଆଶୀର୍ବାଦ ପାଇ ଦେଶ ସେବା କରିବାର ଅବସର ପାଇଛି ଭାରତୀୟ ଜନତା ପାର୍ଟି । ଗତ ଦଶ ବର୍ଷରେ ଜନସାଧାରଣଙ୍କ ଆଶୀର୍ବାଦରୁ ଶକ୍ତି ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୟର ପ୍ରତିଟି ମୁହୂର୍ତ୍ତକୁ ଜନ କଲ୍ୟାଣ ପାଇଁ ସମର୍ପିତ କରିବାକୁ!-->…
ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଓମ୍ ପ୍ରକାଶ ପଣ୍ଡାଙ୍କ ଦେହାନ୍ତ
ଫୁଲବାଣୀ : ଫୁଲବାଣୀର ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଓମ ପ୍ରକାଶ ପଣ୍ଡାଙ୍କର ଆଜି ତାଙ୍କର ରାଇକିଆ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଆଜି ସକାଳ ପ୍ରାୟ ୯ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଓମ ପ୍ରକାଶ ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟରେ ଜଣେ!-->…
ଶିଶୁଶ୍ରମିକ ଆଇନର ଖୋଲା ଖୋଲି ଉଲଂଘନ, କେନ୍ଦୁପତ୍ର ଶୁଖାଇବା କାମରେ ଶିଶୁମାନଙ୍କୁ ନିୟୋଜିତ କରୁଛନ୍ତି ଫଡି ମାଲିକ
ମାଲକାନଗିରି : ରାଜ୍ୟସରକାର ଶିଶୁ ମାନଙ୍କୁ ଯେ କୌଣସି ଶ୍ରମ କାର୍ଯ୍ୟରେ ନିୟୋଜିତ କଲେ ଏହାକୁ ଏକ ଦଣ୍ଡନୀୟ ଅପରାଧ ଶ୍ରେଣୀରେ ପର୍ଯ୍ୟାୟ ଭୁକ୍ତ କରି ଶିଶୁଙ୍କୁ ଶ୍ରମକାର୍ଯ୍ୟ ରେ ନିୟୋଜିତ କରିଥିବା ବ୍ୟକ୍ତି ଙ୍କୁ ଜୋରିମାନା ସହ ଜେଲ ଦଣ୍ଡର ବ୍ୟବସ୍ଥା କରିଥିବା ବେଳେ ଏହି ଆଇନ କୁ ଆଇନା!-->…
ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ : ନାମାଙ୍କନ ଶେଷ ଦିନରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ
ସୁବର୍ଣ୍ଣପୁର: ଓଡ଼ିଶାରେ ଦ୍ବିତିୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ନାମାଙ୍କନ ଦାଖଲ । ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଓ ବିଜେପି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଓ ସାଂସଦ ପ୍ରାର୍ଥୀ ମନୋଜ!-->…