ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ: ମିଶନଶକ୍ତିର ୨ ସିଆରପିଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ରୋଡ଼ ସୋ ଓ

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଅଞ୍ଜନି ସୋରେନଙ୍କୁ ପ୍ରାର୍ଥୀ କଲା ଜେଏମ୍‌ଏମ୍‌

ରାଇରଙ୍ଗପୁର: ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେପି ପ୍ରାର୍ଥୀ ନବଚରଣ ମାଝି ଓ ବିଜେଡି ପ୍ରାର୍ଥୀ ସୁଦାମ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଥିଲି ସମସ୍ୟା ବୁଝିବାକୁ, ଆଜି ଆସିଛି ତାର ହିସାବ ଦେବାକୁ: ପାଣ୍ଡିଆନ୍‌

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଦଳରୁ ସାଲୁଗା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଭାବେ ଡ଼ଃ ଅଚ୍ୟୁତ ସାମନ୍ତ ମଧ୍ୟ ଫୁଲବାଣୀ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଇ – ନାମ ମଣ୍ଡିରେ ଦେଶୀ ଆଳୁ ବିକ୍ରି କରି ଚାଷୀ ହେଲେ ଲାଭାନ୍ୱିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ଵାଳଙ୍କ ତତ୍ବାବଧାନରେ ହିଞ୍ଜିଳିକାଟୁ ଇ - ନାମ ମଣ୍ଡିରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଡ଼ିଙ୍ଗି ଗ୍ରାମର ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଚାଷ କରିଥିବା ଦେଶୀ ଆଳୁ କି.ଗ୍ରା.ପ୍ରତି ୨୦ କୋଡିଏ ଟଙ୍କା

ଆସନ୍ତା ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର : ୨୦୨୪ ରୁ୨୯ ପର୍ଯ୍ୟନ୍ତ ରହିଥିବା ବିକାଶ ଯୋଜନା ଉପରେ ଆଲୋକପାତ କରିବେ ପ୍ରଧାନମନ୍ତ୍ରୀ। ୨୦୨୪ ନିର୍ବାଚନ ପ୍ରଚାର କରିବା ପାଇଁ ଆସିବେ ମୋଦି। ଜନ ସମାବେଶ ରେ ଯୋଗଦେବା ସହିତ ଜନ ସାଧାରଣ ଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।ମୋଦି ଙ୍କ ଆଗମନରେ ଜିଲ୍ଲାର ଉନ୍ନତି

ସ୍ୱାତୀ ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ

ଫୁଲବାଣୀ : ସ୍ୱାତୀ ଅନୁଷ୍ଠାନ ଦ୍ଵାରା ଓଡିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ସହାୟତାରେ ଚାଲିଥିବା ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ମଇ ୧ ତାରିଖ ଆନ୍ତର୍ଜାତୀୟ ଶ୍ରମ ଦିବସ ଫିରିଙ୍ଗିଆ ଓ ଚକାପାଦ ବ୍ଲକ୍ ଅଂଚଳରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଫିରିଙ୍ଗିଆ ବ୍ଳକ୍ ଭୃଙ୍ଗିଯୋଡି ପଂଚାୟତ

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅଂଶୁମାନ ପ୍ରିୟଦର୍ଶନ

ଫୁଲବାଣୀ : ସ୍ଥାନୀୟ ଲୋକଙ୍କ ପ୍ରତିି ବେଖାତିର ମନୋଭାବ ନେଇ ଟିକେଟ ଦେଇନଥିବା ଭାରତୀୟ ଜନତା ପାର୍ଟିରୁ ଅଧିକାଂଶ ପୁରୁଖା କର୍ମୀଙ୍କ ଦଳ ତ୍ୟାଗ ଏବଂ ସଦସ୍ୟ ପଦରୁ ଇସ୍ତଫା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗତ କାଲି ଅର୍ଥାତ ୨/୫/୨୦୨୪ ତାରିଖ ଦିନ l ଆଉ ଜଣେ ଯୁବ ସାମାଜ ସେବୀ ଲୋକ ସଂଗଠକ

ଆନ୍ତର୍ଜାତୀୟ ଶ୍ରମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

ଫୁଲବାଣୀ : ଆଇନସେବା ପ୍ରାଧିକରଣ , ଫୁଲବାଣୀର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ, ସାଧନ ଅନୁଷ୍ଠାନ, ଫୁଲବାଣୀ ପରିସରରେ ଥିବା ସଭା ଗୃହରେ ଆନ୍ତର୍ଜାତୀୟ ଶ୍ରମ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁଶିଲା

ବିଜେଡ଼ିର ୧୦୭ ବିଧାୟକଙ୍କ ମଧ୍ୟରୁ ମାତ୍ର ୨୫ଜଣଙ୍କ ଟିକେଟ କଟିଛି, ତଥାପି ସବୁଆଡେ ଅସନ୍ତୋଷ

ଭୁବନେଶ୍ବର : ଯେଉଁ ଗୋଷ୍ଠୀକନ୍ଦଳର ଆଶଙ୍କାରେ ବିଜେଡି ନିଜର ଟିକେଟ୍ କସରତ କରି ପୁରୁଣା ନେତାମାନଙ୍କୁ ତୁଷ୍ଟୀକରଣ କଲା, ଏବେ ସେହି ଫର୍ମୂଲା ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ତୃଣମୂଳସ୍ତରରେ ସରକାରବିରୋଧୀ ହାୱା, ଦଳୀୟ ସଂଗଠନରେ ତୀବ୍ର କନ୍ଦଳ ଓ ସାଧାରଣ ଲୋକଙ୍କଠୁ ଦୂରେଇ ଯାଇଥିବା

ଏସଏଚଜି ମହିଳାଙ୍କୁ ପ୍ରଭାବିତ କରୁଛନ୍ତି ପାଣ୍ଡିଆନଙ୍କ ପତ୍ନୀ ସୁଜାତା, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପିର…

ଭୁବନେଶ୍ବର : ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କ ବିରୁଦ୍ଧରେ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି। କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ୍ କରିବା ନିମନ୍ତେ ସୁଜାତା ପାଣ୍ଡିଆନ