ସନ୍ତୋଷଙ୍କୁ ନୀଳଗିରି ପାର୍ଥୀ କଲା ବିଜେପି

ଭୁବନେଶ୍ଵର: ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ ଖଟୁଆ । ନୀଳଗିରି ଆସନ ପାଇଁ ଦଳ ସୁକାନ୍ତ ନାୟକଙ୍କୁ ଟିକେଟ ଦେଇଥିବାରୁ ବିଜେଡି ଛାଡ଼ିଥିଲେ ସନ୍ତୋଷ ।

କବିସୂର୍ଯ୍ୟନଗର ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ଲତିକା ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର. : ଗଞ୍ଜାମ ଜିଲ୍ଲା ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ଲତିକା ପ୍ରଧାନ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ବିରାଟ

ଖଲିକୋଟ ବିଧାନସଭା ଆସନ ନିମନ୍ତେ ବିଜେଡି ପ୍ରାର୍ଥୀନୀ ସୂର୍ଯ୍ୟମଣି ବୈଦ୍ୟ ଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ସୂର୍ଯ୍ୟ ମଣି ବୈଦ୍ୟ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ବିରାଟ

ଯାତ୍ରୀବାହୀ ବସ୍ ରୁ ଖସିପଡି ବୃଦ୍ଧା ଗୁରୁତର

ହିଞ୍ଜିଳିକାଟୁ : ଶୁକ୍ରବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପିତଳ ଛକରେ ଯାତ୍ରୀବାହୀ ବସ୍ (ଓଡି ୧୫ଏ ୯୪୮୦ )ରୁ ଖସିପଡିବାରୁ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା କିର୍ତ୍ତିପୁର ଗ୍ରାମର ରଙ୍ଗବତୀ ସ୍ବାଇଁ (୬୫) । ସ୍ଥାନୀୟ ଲୋକେ

ଆସନ୍ତା ୧୫ ତାରିଖରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଠିତ ହେବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୧.୦୫.୨୦୨୪ ରିଖ ଶନିବାର ଦିନ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୪ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା

ପୋଖରୀ ପାଣିରେ ବୁଡି ୪ବର୍ଷର ଶିଶୁପୁତ୍ର ମୃତ

ହିଞ୍ଜିଳିକାଟୁ : ମଙ୍ଗଳବାର ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଜିତେନ୍ଦ୍ର ପୋଲାଇଙ୍କ ପୁଅ ଆରିୟାନ ପୋଲୋଇ(୪) । ଏ ନେଇ ମୃତକଙ୍କ ଆଇ ମମତା ପୋଲାଇଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ-

ପୂର୍ବ ଶତୃତା ଓ କମେଣ୍ଟମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ହାତାହାତି, ୩ ଆହତ – ଜଣେ ଗିରଫ

ହିଞ୍ଜିଳିକାଟୁ : ପୂର୍ବ ଶତୃତା ଓ କମେଣ୍ଟ ମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ହାତାହାତି ହେବା ସହ ଉଭୟ ପକ୍ଷର ଆକ୍ରମଣ ଓ ପ୍ରତି ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ତହଁର ଗ୍ରାମର ବିଶ୍ୱ ମହାରଣା, ମନୋଜ ମହାରଣା ଓ ଦାଶରଥୀ ସାମଲ । ଏଭଳି ଏକ ଘଟଣା ମଙ୍ଗଳବାର

ନାବାଳିକାଙ୍କୁ ପ୍ରେମ ନିବେଦନ ସହ ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା, ଯୁବକ ଜେଲ ଗଲେ

ହିଞ୍ଜିଳିକାଟୁ, ୨ା୫ : ଜଣେ ନାବାଳିକା ପାଠ ପଢିବାକୁ ଯିବା ସମୟରେ ଏକାକୀ ଦେଖି ପ୍ରେମ ନିବେଦନ କରିବା, ଅଶ୍ଳୀଳ ଇଙ୍ଗିତ କରିବା ସହ ସୁଯୋଗ ଉଣ୍ଡି ହଇରାଣ ହରକତ କରିବା ଶେଷରେ ଯୁବକଙ୍କୁ ମହଙ୍ଗା ପଡିଛି । ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପରେ ଯୁବକ ଜଣଙ୍କୁ ଜେଲ୍ ଯିବାକୁ ପଡିଛି । ଏଭଳି ଏକ