ଜିଲ୍ଲାସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଆରମ୍ଭ

ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର…

ଭଙ୍ଗାଦଦରା ଘରେ ଭବିଷ୍ୟତ ଗଢିବା ପାଇଁ ସଂଗ୍ରାମ କରୁଥିଲେ ଭାଇ ଭଉଣୀ : ପ୍ରଶାସନ ବଢାଇଲା ସହଯୋଗର ହାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମରେ ନିଜ ଭାଗ୍ୟକୁ ଆଦରି ଓଳିଏ ଖାଇ ଓଳିଏ ଉପାସ ରହି ଦିନ କାଟୁଥିଲେ ୩ ଭାଇ ଭଉଣୀ । ସେମାନଙ୍କ ପାଖରେ ନା ଥିଲା ଭଲ ବାସସ୍ଥାନ ନା ଥିଲା ଖାଇବାକୁ ଦାନା । ଏଭଳି ସ୍ଥିତିରେ ପିନ୍ଧିବାକୁ ଭଲ କନା କଥା ନକହିବା…

ନିର୍ବାଚନ ପୂର୍ବରୁ ଆସିକା ଏନ.ଏ.ସି ରେ ହୋଇଥିବା ଫେବର ଫାଟି ଆଁ : ଉଚ୍ଚସ୍ତରୀୟ ତଦନ୍ତ ଦାବୀ…

ବାବୁ ମାନେ ସଫେଇ ଦେଇଥିଲେ ଭଲ କାମ ହେଇଛି…….ବ୍ରହ୍ମପୁର : ନିର୍ବାଚନ କୁ ଆଖି ଆଗରେ ରଖି ଆସିକା ଏନ.ଏ.ସି ରେ ଥିବା ବିଭିନ୍ନ ୱାର୍ଡରେ ଅତି ତରବରିଆ ଭାବେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ କରାଯାଇଥିଲା।ସହରାଞ୍ଚଳ କୁ ସୁନ୍ଦରିକରଣ ଆଳ ଦେଖାଇ ଆସିକା ବିଜ୍ଞାପିତ ଅଞ୍ଚଳ ରେ ଥିବା…

ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ୨୫/୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆରେ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୨୫ତମ ସ୍ଵନକ୍ଷତ୍ର ସମାରୋହ ପାଳିତ ହୋଇଆସୁଛି। ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୧୮ତାରିଖ ଠାରୁ ଆରମ୍ଭ ହୋଇ…

ବିଜେପି ପକ୍ଷରୁ କଳା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ହାଟପଦା ସ୍ଥିତ ନାରାୟଣୀ ଯାତ୍ରା କାର୍ଯ୍ୟାଳୟ ଠାରେ କଳା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ବିଜେପି ନେତା ଭଗବାନ ମହାନ୍ତି ଯୋଗ ଦେଇ ଆଜକୁ ୪୯ ବର୍ଷ ତଳେ ଆଜିର…

ଏଥର ହେବ ଛାତ୍ର ସଂସଦ ନିର୍ବାଚନ! 

ଭୁବନେଶ୍ୱର : ଗଣତନ୍ତ୍ରର ଏନ୍ତୁଡି ହେଉଛି କଲେଜ। ଆଜି ରାଜନୀତିରେ ପାଦ ଥାପିଥିବା ପ୍ରତ୍ୟେକ ନେତା କଲେଜ ରାଜନୀତିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥା’ନ୍ତି। ପ୍ରତିଟି ସୁଦୃଢ ରାଜନେତାର ଦକ୍ଷତା ସେହି କଲେଜ ସମୟରେ ଛାତ୍ରନେତା ସମୟରେ ହିଁ ନଜର ଆସିଥାଏ। ନେତୃତ୍ୱ ହେବାର…

କଳାହାଣ୍ଡି ଆମ୍ବ ବଗିଚାରୁ ଦୁବାଇକୁ ରପ୍ତାନୀ ହେଲା ଆମ୍ବ 

ନର୍ଲା: କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅନ୍ତର୍ଗତ ତୁଲାପଡ଼ା ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ ସାଡ଼ିଂତରା। ସେହି ମାଟିର ସନ୍ତାନ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ ଓ ତାଙ୍କ ଧର୍ମପତ୍ନୀ ଶ୍ରଦ୍ଧାଞ୍ଜଳି ମାଝୀ। ଶ୍ରଦ୍ଧାଞ୍ଜଳିଙ୍କ ୨୫ ଏକର ପରିମିତ ଆମ୍ବ ବଗିଚାରେ ରହିଛି ୨୫୦ ଆମ୍ରପଲ୍ଲି, ୪୫…

ରୋଗୀଙ୍କୁ ଭଲ ବ୍ୟବହାର କରନ୍ତୁ ଡାକ୍ତର: ସ୍ବାସ୍ଥ୍ୟମନ୍ତ୍ରୀ

କଟକ: ରାଜକୁମାର ହିରାନୀ ନିର୍ଦ୍ଦେଶିତ ଓ ଅଭିନେତା ସଂଜୟ ଦତ୍ତ ଅଭିନୀତ ୨୦୦୩ ଡିସେମ୍ବର ୧୯ରେ ମୁକ୍ତିଲାଭ କରିଥିବା ବଲିଉଡର ଅନ୍ୟତମ ଲୋକପ୍ରିୟ ଚଳଚ୍ଚିତ୍ର ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…

ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନସାଧାରଣଙ୍କ ବହୁତ୍ ଆଶା ଆକାଂକ୍ଷା ଅଛି ବୋଲି ସେ ମତ ଦେବା ସହିତ ରାଜ୍ୟ ଯୋଜନା…

ବବି ଦାସଙ୍କ ସରକାରୀ କ୍ୱାର୍ଟର ଭଙ୍ଗାଯିବା ଘଟଣା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସାଂଗଠନିକ ସଂପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସାଧାରଣ ପ୍ରଶାସନ ବିଭାଗର ୩ ଜଣ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଅଧିକାରୀମାନେ ଆଜି ଅପରାହ୍‌ଣରେ ସରକାରୀ କ୍ବାର୍ଟରରେ ପହଂଚି…