କନ୍ଧମାଳ ସଂସଦୀୟ କ୍ଷେତ୍ରର ବିକାଶ ନେଇ ବିଜେପିର ଚାର୍ଜସିଟ

ଫୁଲବାଣୀ : କନ୍ଧମାଳ ବିଜେପି ଲୋକସଭା ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସ୍ଥାନୀୟ ସେନାପତି ପ୍ରେସିଡେନ୍ସି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକ ଚାର୍ଜସିଟ ଉପସ୍ଥାପନ କରିବା ସହ ବିଜେଡି ଲାଇନ ଚ୍ୟୁତ,ଅଚ୍ୟୁତ ସାମନ୍ତ ପଥଚ୍ୟୁତ ବୋଲି କହିଥିଲେ l ଯାହା ଚାର୍ଜସିଟ ରେ ଉଲ୍ଲେଖ

ପାଣିପମ୍ପ ଚୋରୀ କରି ଯୁବକ ଗିରଫ

ହିଞ୍ଜିଳିକାଟୁ : ରବିବାର ଭୋରରୁ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମ ନିକଟସ୍ଥ ପରିବା ଚାଷଜମିରୁ ପାଣିପମ୍ପ ଚୋରୀ ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବାପୁଜିନଗର ଅଞ୍ଚଳର ଯୋଗି ଦାସ (୩୪) । ଏ

ନାମାଙ୍କନ ପତ୍ର ଦାଖଲ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ଗଞ୍ଜାମ ପୋଲିସ ପ୍ରଶାସନର ତତ୍ପରତା…

ଛତ୍ରପୁର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ତାଙ୍କରି ନାମାଙ୍କନ ପତ୍ର ଦାଖଲ କୁ ନେ଼ଇ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନର ପ୍ରାକ୍-ପ୍ରସ୍ତୁତି ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କ୍ରମେ ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମୀନା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଠାରେ

ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

ଢେଙ୍କାନାଳ: ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସୁବାସ ଖୁଣ୍ଟିଆକୁ ଏନ୍‌କାଉଣ୍ଟର କରିଛି ମାକ୍ଷାନଗର ପୁଲିସ । ସୁବାସର ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ,

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ

ବାଲିଗୁଡା : ପ୍ରବଳ ରୌଦ୍ର ତାପ ସତ୍ତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରା ଓ ପଟୁଆର ରେ ଆସି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ

କୁଚିଣ୍ଡାରେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ କ୍ଯାମ୍ପେନ

କୁଚିଣ୍ଡା : କୁଚିଣ୍ଡାରେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ କ୍ଯାମ୍ପେନ । କୁଚିଣ୍ଡା କଲେଜ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମାବେଶରେ ବିଡେଜିର ସମ୍ବଲପୁର ସାଂସଦ ପ୍ରାର୍ଥୀ କୁଚିଣ୍ଡା ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପ୍ରଣବ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ମେ ୨୫ ତାରିଖ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ସେହିପରି କଟକ, ପୁରୀ, ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ବି ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ଲୋକସଭା କ୍ଷେତ୍ରରେ

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ, ୪ ଅସୁସ୍ଥ

ବାରିପଦା : ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ । ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି ।  ଏହି ଅଗ୍ନିକାଣ୍ଡରେ ପ୍ରବଳ ଧୂଆଁ ଯୋଗୁ ୪ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି ।  ଅନ୍ୟପକ୍ଷରେ

ଆସନ୍ତା ୩ ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ

ରାୟଗଡ଼ା: ଗତକାଲି ଅର୍ଥାତ୍ ଏପ୍ରିଲ ୨୮ ତାରିଖରେ କଂଗ୍ରେସର ହେବିୱେଟ ନେତା ରାହୁଲ ଗାନ୍ଧୀ ସାଲେପୁର ଆସି ମଞ୍ଚରୁ ଦେଇଥିଲେ ରେଣହୁଙ୍କାର। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ତେବେ ସାଲେପୁରରେ କଂଗ୍ରେସର ପ୍ରଚାର ସଫଳ ହେବା ପରେ