Sign in
Sign in
Recover your password.
A password will be e-mailed to you.
ପ୍ରଶ୍ନପତ୍ର ଲିକ୍ କଲେ ଆଜୀବନ ଜେଲ୍ ଓ ଏକ କୋଟି ଜରିମାନା, ଯୋଗୀ ସରକାର ଆଣିଲେ ଅଧ୍ୟାଦେଶ
ଲକ୍ଷ୍ନୌ: ନିଟ୍ ଓ ୟୁଜିସି ନେଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ପେପର ଲିକ୍ ଓ କପି ମାଫିଆଙ୍କୁ ସାବାଡ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ!-->…
ନୀତୀଶଙ୍କୁ ନେଇ ବିଜେପିର ବଡ଼ ଘୋଷଣା: ଲାଲୁ-ତେଜସ୍ୱୀ-କଂଗ୍ରେସର ରାଜନୈତିକ ଆଶା ମଉଳିଲା
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ପରେ ଲାଲୁ ପ୍ରସାଦ ଯାଦବ,ତେଜସ୍ୱୀ ଯାଦବ ଏବଂ କଂଗ୍ରେସର ରାଜନୈତିକ ଆଶା ମଉଳି ଯାଇଛି।ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଶରଦ!-->…
କେନିଆରେ ଗୃହଯୁଦ୍ଧ ପରିସ୍ଥିତି, ସଂସଦରେ ପଶିଲେ ହଜାର ହଜାର ଲୋକ, ପୁଲିସ ଗୁଳିରେ ୧୦ ମୃତ
ନାଇରୋବି: ଆଫ୍ରିକୀୟ ଦେଶ କେନିଆରେ ଟିକସ ବୃଦ୍ଧିକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି। ଲୋକଙ୍କ ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ହେବା ସହ ଅନେକ ସ୍ଥାନରେ ଜଳାପୋଡ଼ା ଦେଖିବାକୁ ମିଳିଛି। ରାଜଧାନୀ ନାଇରୋବିରେ!-->…
ପ୍ରଶ୍ନପତ୍ର ଲିକ୍ ମାଫିଆଙ୍କ ମୁହଁରେ ‘NEET ସତ’: ୩୦୦ କୋଟି ଟଙ୍କା ପାଇଁ ହୋଇଥିଲା ମସୁଧା
ନୂଆଦିଲ୍ଲୀ :ମେଡିକାଲ ପ୍ରବେଶିକା ବା NEET-UG ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ବ୍ୟାପକ ଅନିୟମିତତାକୁ ନେଇ ଦେଶ ଭରି ବିବାଦ ଲାଗି ରହିଛି। ଏହାକୁ ନେଇ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କରି ଗିରଫ ହୋଇଥିବା ଜଣେ!-->…
୧୦ ବର୍ଷ ପରେ ବିଜେପି ଛାଡ଼ି ଶରଦ ପାୱାରଙ୍କ ପାଖକୁ ଫେରିଲେ ସୂର୍ଯ୍ୟକାନ୍ତା ପାଟିଲ
ନୂଆଦିଲ୍ଲୀ : କିଛି ଦିନ ତଳେ ବିଜେପି ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଆଜି ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ସେ ଶରଦ ପାୱାରଙ୍କ ପାଖକୁ ଫେରିଛନ୍ତି। ୨୦୧୪ରେ ସେ ଶରଦ ପାୱାରଙ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।ଏବେ କିନ୍ତୁ!-->…
ଅନଶନ ଭାଙ୍ଗିଲେ ଆତୀଶି, ମୋଦିଙ୍କୁ ଚିଠି ଲେଖିଲେ ଆପ୍ ସାଂସଦ
ନୂଆଦିଲ୍ଲୀ : ଅନଶନ ଭାଙ୍ଗିଲେ ଆତୀଶି। ଦିଲ୍ଲୀ ଜଳ ସଙ୍କଟକୁ ନେଇ ଅନଶନରେ ବସିଥିବା ମନ୍ତ୍ରୀ ଆତୀଶି ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି। ଏନେଇ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଘୋଷଣା କରିଛନ୍ତି।ଦିଲ୍ଲୀରେ ଲାଗି!-->…
ବାଚସ୍ପତି ନିର୍ବାଚନ: ଟିଏମସି ଓ କଂଗ୍ରେସ ମଧ୍ୟରେ ଫାଟ !
ନୂଆଦିଲ୍ଲୀ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ସମ୍ଭବତଃ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ସାଂସଦ କେ ସୁରେଶଙ୍କୁ ତାଙ୍କ ସାମ୍ନାରେ ରଖିଛି। ବିରୋଧୀ ମେଣ୍ଟ ଇଣ୍ଡିଆର ଦାବିକୁ!-->…
ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ : ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ!-->…
ରାଜରାସ୍ତା ମଝିରେ ନଳକୂପ ଓ ଅଟୋ ଗ୍ୟାରେଜ : ସମସ୍ୟାରେ ପରିପୂର୍ଣ୍ଣ ଫୁଲବାଣୀ ସହର…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ବିଭିନ୍ନ ସମସ୍ୟାରେ ଭରପୁର ଯଥା ଟ୍ରାଫିକ ସମସ୍ଯା,ପାର୍କିଂ ସମସ୍ୟା l ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ଆରଟିଓ ଅଫିସ,ଜିରିଂପଡା ଠାରୁ ଆରମ୍ଭ କରି ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ଗଣ୍ଡା ଗଣ୍ଡା ୱାଟର ସର୍ଭିସିଂ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସିଙ୍ଗାଲ ବେଚା ଛକ ନିକଟରେ ଗତ କାଲିରାତିରେ ଏକ ମର୍ମନ୍ତୁଦଦୁର୍ଘଟଣା ରେ ଜଣଙ୍କ ର ମୃତୁହେଇଛି l ମୂର୍ତକ ଜଣକ ହେଉଛନ୍ତି ପାଙ୍ଗାମ ନିକଟସ୍ତ ଗ୍ରାମର ତରୁଣ କୁମାର ଘୋଷ ବୋଲି ଜଣାପଡିଛି । ଖବର ଅନୁଯାୟୀ ଗତକାଲି ବିଳମ୍ବିତ!-->!-->!-->…