ସ୍ୱାଭିମାନ ଅଂଚଳ ଘଞ୍ଚ ଜଙ୍ଗଲ ମଧ୍ୟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ୭୮୦ କିଲୋ ଗଞ୍ଜେଇ ଜବତ…

ମାଲକାନଗିରି :ଗତକାଲି ତା ୨୭/୦୪ରିଖ ଶନିବାର ଦିନ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ

ଅସହ୍ୟ ଗ୍ରୀଷ୍ମ : ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୪.୬

ଭୁବନେଶ୍ବର : ତାତିରେ ରେକର୍ଡ କଲା ଶିଳ୍ପ ନଗରୀ ଅନୁଗୋଳ। ତା’ ତଳକୁ ଅଛି ରାଜଧାନୀ ଭୁବନେଶ୍ୱର। ଆଜି ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୩୩ ସହରରେ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା

୩ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା BJD, କଟିଲା ଦୁଇ ବିଧାୟକଙ୍କ ଟିକେଟ

ଭୁବନେଶ୍ବର : ଆଉ ୩ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁ ଓ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଛନ୍ତି। ଆଜି ସୁଦ୍ଧା ବିଜେଡି ୧୪୪ ଆସନରେ

ନିର୍ବାଚନ ଲଢ଼ିବେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍‌!

କଟକ : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅଙ୍କ ସୋଫିଆ ଫିର୍ଦ୍ଦୋସ୍‌ ରାଜନୀତି ଓହ୍ଲାଇବେ। ବିଧାୟକ ପ୍ରାର୍ଥୀ କରିବା ପାଇଁ ଆଜି ତାଙ୍କ ନାଁ ସୁପାରିସ୍‌ କରିଛି ପ୍ରଦେଶ କଂଗ୍ରେସ। ଏନେଇ AICCକୁ ପ୍ରସ୍ତାବ ଦିଆଯାଇଛି। ତାହା ଉପରେ AICC ବିଧିବଦ୍ଧ ନିଷ୍ପତ୍ତି ନେବ ବୋଲି ସୂଚନା

ନବଜୀବନର ୨୪ତମ ବସନ୍ତ ମହୋତ୍ସବ ଉଦଘାଟିତ…

ସୁନ୍ଦରଗଡ - ୨୬/୦୪/୨୪ ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ପ୍ରଯୋଜିତ ବହୁ ପ୍ରତିକ୍ଷୀତ " ବସନ୍ତ ମହୋତ୍ସବ"ର ଶୁଭାରମ୍ଭ ଆଜି ସୁନ୍ଦରଗଡସ୍ଥିତ ସଂସ୍କୃତି ଭବନରେ ହୋଇ ଯାଇଛି। ଏହି ସୁନାମଧନ୍ୟ ମହୋତ୍ସବ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ନାଟ୍ୟକାର, ନିର୍ଦ୍ଦେଶକ ଓ

ବ୍ରହ୍ମପୁର ସହରରେ ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍…

ବ୍ରହ୍ମପୁର, ଏପ୍ରିଲ: ବ୍ରହ୍ମପୁର ସହରରେ ଅଧିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ) ପକ୍ଷରୁ ଉଦ୍ୟମ ଜାରି ରହିଛି । ସହରର ପ୍ରମୁଖ ସ୍ଥାନଗୁଡ଼ିକରେ କମ୍ପାନୀ ପକ୍ଷରୁ ନୂଆ ଡିଷ୍ଟ୍ରିବ୍ୟୁସନ୍

ଫିରିଙ୍ଗିଆ ପୋଲିସ ଦ୍ୱାରା ଦଶ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରୁ କିଛିଦିନ ହେଲା ରୀତିମତ ଭାବରେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ଏହି ଗଞ୍ଜେଇ କାରବାର ବଢ଼ିବଢ଼ି ଚାଲିଛି I ସେପଟେ ଏହି ଗଞ୍ଜେଇ କାରବାର ଉପରେ ପୋଲିସ ର କଡା ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ୍ୟ ପୋଲିସ କୁ ଚକମା ଦେଇ

ଅବକାରୀ ଚଢାଉ:ବୁଡେନପଙ୍ଗାରେ ୨୨୦ କିଗ୍ରା ଗଞ୍ଜେଇ ଜବତ ସହ ଜଣେ ମହିଳା ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା ।କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ପରିଚାଳନାରେ ଏହି ଚଢାଉ, ବିଶେଷ ସୂତ୍ରରୁ ଖବର ପାଇ କଟ୍ରିଙ୍ଗିଆ ପଞ୍ଚାୟତ ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗାଁରେ ଜଣେ