Sign in
Sign in
Recover your password.
A password will be e-mailed to you.
ବିଶ୍ବ ଯୋଗ ଦିବସ ପାଳିତ
ଛତ୍ରପୁର : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ଶିଶୁ ଓ ଆଚାର୍ଯ୍ୟ, ଅଚାର୍ଯ୍ୟାଗଣ ସାମୂହିକ ଯୋଗ କ୍ରିୟା କରି ଯୋଗର ମହତ୍ତ୍ୱ କୁ ଉପଲବ୍ଧି କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମ!-->…
ଜିଲ୍ଲାସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଯୋଗ - ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଆଭାସ ଦ୍ୱାରା ଅନେକ ଲାଭପ୍ରଦ ହୁଏ - ସାଂସଦ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଆଡମ୍ବର ସହକାରେ ଶୁକ୍ରବାର ପାଳିତ ହୋଇଯାଇଛି l!-->!-->!-->…
ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତ
ବାଲିଗୁଡ : କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି। ବର୍ଷା ଯୋଗୁଁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ!-->…
ହାଇକୋର୍ଟ ଗଲେ ବିଜେପି ନେତା ଦିଲ୍ଲୀପ ରାୟ
କଟକ: ହାଇକୋର୍ଟ ଗଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । ରାଉରକେଲା ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ବିରୋଧରେ ଦାୟର କଲେ ନିର୍ବାଚନୀ ମାମଲା । ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପ କୋର୍ଟରେ ଦାବି କରିଛନ୍ତି ।
ଶାରଦା ନିଜ ନାମାଙ୍କନ ପତ୍ରରେ ଭୁଲ୍ ଓ!-->!-->!-->…
ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ
ସୁବର୍ଣ୍ଣପୁର : ଲାଞ୍ଚ ନେବା ହେଲା କାଳ l ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ସର୍କଲର ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ ଆଜି ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l
ସଂଗ୍ରାମପୁର!-->!-->!-->…
ଦୀପାଳିଙ୍କ ଆବେଦନ ଗ୍ରହଣ କଲେ ଇସି, ୧୩ଟି ମତଦାନ କେନ୍ଦ୍ରର ଭୋଟ୍ ଯାଞ୍ଚ ହେବ
ଭୁବନେଶ୍ୱର: ଝାରସୁଗୁଡାର ବିଧାନସଭା ଅଧୀନରେ ହୋଇଥିବା ଭୋଟିଂ ମେସିନର ପୁନଃ ଯାଂଚ ହେବ। ଝାରସୁଗୁଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ଏ ନେଇ କରିଥିବା ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି।
ଝାରସୁଗୁଡ଼ାରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୩୩୩ ଖଣ୍ଡ!-->!-->!-->…
ଜେଲରୁ ଏବେ ବାହାରିବେନି କେଜ୍ରିୱାଲ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜୋରଦାର ଝଟକା ଲାଗିଛି। ତଳ କୋର୍ଟ ଦେଇଥିବା ଜାମିନ ନିର୍ଦ୍ଦେଶ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଛନ୍ତି। ଫଳରେ ତିହାର ଜେଲରୁ ଆଜି ବାହାରିବା ପାଇଁ ଆଶା ରଖିଥିବା!-->…
ରାଜ୍ୟର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି। ଗ୍ରୀଷ୍ମ ଲହରିରେ ବ୍ରେକ୍ ଲାଗିଛି। ଲୋକଙ୍କୁ ଆଶ୍ବସ୍ତି ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦିନେ!-->…
ଆଉ ୩ ବର୍ଷ ବୃଦ୍ଧି ହେବ ଭାରତୀୟ ହକିର ସ୍ପନସରସିପ୍
ଭୁବନେଶ୍ବର: ହକି ପାଇଁ ଓଡ଼ିଶାକୁ ବିଶ୍ଵରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ରାଜ୍ୟ ଅତିଥି ଭବନ ଠାରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି!-->…
ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାକୁ ଫେରିଲେ ଚନ୍ଦ୍ରବାବୁ ନାଇଡୁ
ପ୍ରାୟ ଅଢ଼େଇ ବର୍ଷ(୩୧ ମାସ) ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ବିଧାନସଭାକୁ ଫେରିଛନ୍ତି। ୨୦୨୧ର ପ୍ରତିଜ୍ଞା ପୂରଣ ହେବାରୁ ସେ ବିଧାନସଭାରେ ପାଦ ରଖିଛନ୍ତି। ୩୧ ମାସ ତଳେ ଏହି ବିଧାନସଭାରେ ତାଙ୍କ ପରିବାର ଲୋକଙ୍କ ସମ୍ପର୍କରେ!-->…