ବାଲିଗୁଡାରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ: ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ…

ବାଲିଗୁଡା,୨୨/୦୬: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବା…

ଅନ୍ତର୍ଜାତୀୟ ଯୋଗ ଦିବସରେ ଉତ୍ସବମୁଖର ହିଞ୍ଜିଳିକାଟୁ : ଆବାଳ ବୃଦ୍ଧ ବନିତା ଯୋଗାଭ୍ୟାସ କଲେ

ହିଞ୍ଜିଳିକାଟୁ : ଶୁକ୍ରବାର ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି। ଚଳିତ ବର୍ଷର ଥିମ୍ ଥିଲା ନିଜ ଓ ସମାଜ ପାଇଁ ଯୋଗ।ଏହି ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ଓ ପଞ୍ଚାୟତ ସମିତି, ହିଞ୍ଜିଳିକାଟୁ ତରଫରୁ ସହର ସ୍ଥିତ ଇନଡୋର୍ ଷ୍ଟାଡିୟମ୍ ପରିସରରେ ଯୋଗ କାର୍ଯ୍ୟକ୍ରମ…

ଚିକିଟୀ ବିଧାୟକଙ୍କ ଅଚାନକ ମେଡିକାଲ ଗସ୍ତ

ଚିକିଟୀ : ସ୍ଥାନୀୟ ମେଡିକାଲକୁ ଶୁକ୍ରବାର ଦିନ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଅଚାନକ ଗସ୍ତ କରିଥିଲେ। ଗସ୍ତ ସମୟରେ ଉକ୍ତ ମେଡ଼ିକାଲରେ କୋୖଣସି ଡାକ୍ତର ନଥିବା ଅନୁଭବ କରିଥିଲେ। ପରେ ପରେ ରୋଗୀ ମାନଙ୍କ ଶଯ୍ୟା ନିକଟକୁ ଯାଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ l…

ଦ୍ୱିତୀୟ ଦିନ ରେ ମାଁ ତାରକେଶ୍ଵରରୀଙ୍କ ଘଟଯାତ୍ରା…

ଛତ୍ରପୁର : ଛତ୍ରପୁର ବ୍ଲକ ସ୍ଥିତ କଣମଣା ପଞ୍ଚାୟତର ତରେଇପାଟପୁର ଗ୍ରାମରେ ମାଁ ତାରକେଶ୍ଵରରୀ ଦ୍ୱିତୀୟ ଦିନର ଯାତ୍ରା ବହୁ ଆଡମ୍ବର ସହ ସମାହିତ ହୋଇଯାଇଛି । ଦୀର୍ଘ ୧୩ବର୍ଷ ପରେ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥିବା ସୂଚନା ରହିଛି । ମାଁ ତାରକେଶ୍ଵରରୀ ଘଟ ଆଜି ଭକ୍ତଙ୍କ ମେଳାରେ ଆନନ୍ଦ…

କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ ପକ୍ଷରୁ ଯୋଗ ଦିବସ ପାଳିତ

ଫୁଲବାଣୀ : ଗୁମା ଗୁମାଗଡ଼ ସ୍ଥିତ ନୃସିଂହ ସିଂହନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ, ଫୁଲବାଣୀ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ- ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉଚ୍ଚ ବିଦ୍ୟାଳୟର…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ଵ ଯୋଗଦିବସ

ଚିକିଟୀ : ବିଶ୍ଵ ଯୋଗଦିବସ ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଭାଇ ଭଉଣୀ, ଗୁରୁଜୀ/ଗୁରୁମା ମାନେ ମିନି ଷ୍ଟାଡିୟମର ସବୁଜ ପ୍ରାନ୍ତରରେ ଯୋଗାସନ ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟର ଶାରିରୀକ ପ୍ରମୁଖ ରଘୁନାଥ ଗୁରୁଜୀ ପ୍ରଥମେ ସରଳ ବ୍ୟାୟାମ ଓ ସମତା ବିଷୟରେ ଧାରଣା ଦେଇଥିଲେ।…

ଚିକିଟୀରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଅନୁଷ୍ଠିତ ହୋଇଥିବା ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦାନ କରିଥିଲେ l ସେହିପରି ସମ୍ମାନିୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷା…

ମହା ସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗଦିବସ

ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ସଚିନ ପାୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଗ ଶିବିରକୁ ଉଦ୍ଘାଟନ କରିଥିଲେ।ଏହି ଅବସରରେ ସେ କହିଥିଲେ ଯେ ଶରୀର ଏବଂ ମନର ଶାନ୍ତି ପାଇଁ…

ଆରଏସଏସ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପରିଚାଳକ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଯୋଗର ଯୁବ ମନ ଏବଂ ଶରୀର ଉପରେ ଗଭୀର ପ୍ରଭାବକୁ ସୂଚିତ କରେ l ଯୋଗ ଅଭ୍ୟାସରେ ହଜାର ହଜାର ଲୋକଙ୍କୁ ଏକତ୍ରିତ…

ଖୁଟୁବାଇ ସ୍ଥିତ ମା ନୀଲୀମାତାଙ୍କ ଚାଉଁରିଆ ବଜାର ଅନୁଷ୍ଠିତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅଧୀନରେ ଥିବା ଖୁଟୁବାଇ ଗ୍ରାମର ଗ୍ରାମ ଦେବୀ ମା ନୀଲୀମାତାଙ୍କ ଚାଉଁରିଆ ବଜାର ଆଜି ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୀଲୀ ମାତାଙ୍କ ପୂଜାରୀ ଗଜବଳ ପୂଜାରୀ, ପେଣ୍ଡ୍ରାଣି ମାତାଙ୍କ ପୂଜାରୀ ଜଗଦିଶ ପୂଜାରୀ, ମାତା ପୂଜାରୀ…