Sign in
Sign in
Recover your password.
A password will be e-mailed to you.
ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି
ଭୁବନେଶ୍ବର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି । ବିଜେପି ଅଭିଯୋଗ କରିଛି ଯେ, ବିଜେଡି ନେତା ତଥା 5-ଟି ଅଧ୍ୟକ୍ଷ ପାଣ୍ଡିଆନ ଆଜି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି ।
ଦଳ ଆହୁରି କହିଛି ଯେ, ବସ୍ ଦୁର୍ଘଟଣାରେ ଆହତ!-->!-->!-->…
ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ
ହିଞ୍ଜିଳିକାଟୁ ୧୬/୪ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡା ଙ୍କ ତତ୍ବାବଧାନରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ର ସଭାପତି ଡ଼ ଭଗବାନ ଗନ୍ତାୟତ, ଓ ଉପାଧ୍ୟକ୍ଷ ଲିଲି ରାଣି!-->…
କଂଗ୍ରେସ ପାଇଁ ଆଉ ପ୍ରଚାର କରିବି ନାହିଁ : ସୁର ରାଉତରାୟ
ଭୁବନେଶ୍ୱର : କଂଗ୍ରେସ ପାଇଁ ଆଉ ପ୍ରଚାର କରିବି ନାହିଁ । ସାନ ପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବି । ଏହା କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ୬ ବର୍ଷ ପାଇଁ ବହିଷ୍କୃତ କରିଥିବା ବେଳେ ସେ ଦଳ ଉପରେ ବର୍ଷିଛନ୍ତି ।!-->…
ଆପ୍ର ଷ୍ଟାର୍ ପ୍ରଚାରକ ତାଲିକାରେ କେଜ୍ରିଓ୍ୱାଲଙ୍କ ପତ୍ନୀ
ଏଥର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ। ଲୋକସଭା ନିର୍ବାଚନ ପାଇଁ ସେ କରିବେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର। ଆମ ଆଦମୀ ପାର୍ଟିର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ସୁନୀତା କେଜ୍ରିଓ୍ୱାଲ। ପ୍ରଥମ ଥର ପାଇଁ!-->…
ରଥଯାତ୍ରା ପ୍ରସ୍ତୁତି ବୈଠକ: ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ପୁରୀ: ଚଳିତବର୍ଷ ନିର୍ବାଚନ ସହ ରଥଯାତ୍ରାର ଆୟୋଜନ ପ୍ରଶାସନ ପାଇଁ ବଡ ଆହ୍ଵାନ। ତେଣୁ ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ!-->…
ବିଜେପି କରିଛି ବିଶ୍ବାସଘାତକତା: ଟିକେଟ ନପାଇ ବର୍ଷିଲେ ବୁଧାନ ମୁର୍ମୁ
ଭୁବନେଶ୍ବର: ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିମଧ୍ୟରୁ ସାରସକଣାରୁ ଭାଦବ ହାଁସଦାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି।ଫଳରେ ଏହି ବିଧାନସଭା ଆସନର ସିଟିଂ ବିଧାୟକ ବୁଧାନ ମୁର୍ମୁ ବିଜେପିର ଏଭଳି ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ!-->…
ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ: ଚାପି ହୋଇ ଜଣେ ଶ୍ରମିକ ମୃତ, ୪ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ। ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ସକାଳେ ୫ଜଣ!-->!-->!-->…
ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର
ନୂଆଦିଲ୍ଲୀ: ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ!-->…
ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର, ଚାକିରି କରାଇବା ନାରେ ରଖାଯାଇଥିଲା ବନ୍ଦୀ
ବାରିପଦା : ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର । ବାରିପଦା ଭଞ୍ଜପୁର ଥାନା ଅଞ୍ଚଳରେ ଏକ ଭଡ଼ାଘରୁ ଯୁବତୀ ମାନଙ୍କୁ ଉଦ୍ଧାର କରାଯାଇଛି । ମୋଟା ଅଙ୍କର ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଏହି ଘରେ ଅଟକ ରଖା ଯାଇଥିଲା । ଘଟଣା ହେଉଛି ବାରିପଦା ଭଞ୍ଜପୁର ଥାନା ଅଧୀନ!-->…
ବିଧାନସଭା ନିର୍ବାଚନ ପାଇଁ ବିଜେପି ର ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା
ଭୁବନେଶ୍ଵର: ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୨୧ଟି ବିଧାନସଭା ପାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୧୩୩ ବିଧାନସଭା ଆସନରୁ ବିଜେପି ପାର୍ଥୀ ଘୋଷଣା କରିଥିବା!-->…