ଟଙ୍କା ହଡପ ପାଇଁ ବ୍ରହ୍ମପୁର ବି ଏମ ସି ସାଜିଛି ଧୃତରାଷ୍ଟ୍ର : ପିଲାଙ୍କ ଜୀବନ ନେଇ ବିପଦ କୁ ନିମନ୍ତ୍ରଣ..!

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ବିପଦ କୁ ନିମନ୍ତ୍ରଣ ଦେଇ ପିଲା ମାନଙ୍କ ଜୀବନ କୁ ବାଜି ଲଗାଇଛି। ବ୍ରହ୍ମପୁର ର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଟ୍ରାନ୍ସଫରମର ନିକଟରେ ପିଲାଙ୍କୁ ଖେଳିବାର ଉପକରଣ ଲଗାଇଛି। ଏହି ଭୁଲ ପାଇଁ ବ୍ରହ୍ମପୁର ମେୟେର ଯେତିକି ଦାୟୀ ସେତିକି ଦାୟୀ କମିଶନର

ଗଞ୍ଜାମ ଜିଲ୍ଲାରେ ଅଗ୍ନି ବର୍ଷା : ଧର୍ମକୁ ଆଖିଠାର ଏଠାରେ ପାନୀୟ ଜଳ,ଓ ଜଳଛତ୍ର…

ବ୍ରହ୍ମପୁର : ୧୬-୪ ସାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରେ ତାତି ଏବେ ୪୦ ଡିଗ୍ରୀ ରୁ ଉର୍ଦ୍ଧରେ ରହିଛି। ଦିନ ଏଗାର ରୁ ରାସ୍ତା ଘାଟ ସୁନ ସାନ ଦେଖାଯାଉଛି। ବାହାରୁ ଆସୁଥିବା ବାଟୋଇ ମାନଙ୍କ ପାଇଁ ରାସ୍ତା କଡ଼ ରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳ ଛତ୍ର ଖୋଲା ଯାଇନାହିଁ। ଜିଲ୍ଲା

ଆସିକା ବିଜେଡ଼ି ରେ ମିଶୁନି ମନ : ପରିବର୍ତ୍ତନ ପାଇଁ ଅଡ଼ିରେ ଅସନ୍ତୋଷ କର୍ମୀ ଓ ନେତା….!

ବ୍ରହ୍ମପୁର:୧୬-୪ ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ପୁଣି ରିପିଟ କରବା ପରେ ଆସିକା ରେ ଅସନ୍ତୁଷ୍ଟ ଙ୍କ ଏବେ ସୁଦ୍ଧା ଅଙ୍କ ଛିଡୁନାହିଁ। ଦଳ ମୁଖିଆ ପାଖରେ ବିପକ୍ଷ ସପକ୍ଷ ଗୋଷ୍ଟି ମିଶି ଫୋଟ ପୋଜ ଦେଇ ଆସିଲା ପରେ ଏବେ ବି ଉଭୟ ପକ୍ଷଙ୍କ ମନ ମିଶିନଥିବା ଚର୍ଚ୍ଚା ହେଉଛି। ଏବେ ବି ଆସିକା

ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୩ ମୃତ, ୪୦ ଆହତ

ଯାଜପୁର: ଯାଜପୁର କୁଆଖିଆର ଓଲଟିଲା ଯାତ୍ରୀବାହୀ ବସ୍। କାଳିଆନନା ନାମକ ଏକ ବସ୍ କୋଲକାତା ଅଭିମୁଖେ ଯାଉଥିବା ବେଳେ କୁଆକିଆ ବାରବାଟୀ ନିକଟରେ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ରୁ ଓଲଟି ପଡ଼ିଥିବା ସୂଚନା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପାଖାପାଖି ୪୦

ସୀମାନ୍ତରେ ୨୬ମାଓବାଦୀ ଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୫।୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସ ନିକଟରେ ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କିସ୍ତରାମ, ଭୈରମଗଡ, ମାଲାଙ୍ଗେର ଏବଂ କଟେକଲ୍ୟାନ ଅଞ୍ଚଳର ମାଓ କମିଟିରେ ସକ୍ରିୟ ଥିବା ଜଣାପଡିଛି । ସୂଚନା ଅନୁଯାୟୀ

ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ

ଭୁବନେଶ୍ବର: ସୋମବାର ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ସର୍ବାଧିକ ୪୧.୪ ଡ଼ିଗ୍ରୀ ଥିବାବେଳେ ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡାରେ ୪୧.୨ ଡ଼ିଗ୍ରୀ ରହିଛି। ଏହା ସହିତ ତାଲିକାରେ ଏସବୁ ସହର ଦ୍ୱିତୀୟ ସର୍ବାଧିକ

ନିର୍ବାଚନ ସମୀକ୍ଷା, ମାଲକାନଗିରିରେ ମାଓ ସମସ୍ୟା ନାହିଁ : ପୁଲିସ ଡିଜି

ମାଲକାନଗିରି: ପୁଲିସ୍ ଡିଜି ଅରୁଣ କୁମାର ଷଡଙ୍ଗୀ ମାଲକାନଗିରିର ସ୍ବାଭିମାନ ଅଂଚଳରେ ସ୍ଥିତି ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ସ୍ବାଭିମାନ ଅଂଚଳ ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସେ ସ୍ଥିତି ସମୀକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର

ଚିକିଟି ମାଟିରେ ବିରାଟ ମୋଟର ସାଇକେଲ ରାଲି ସହ ଭୃଗୁ ବକ୍ସିପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଚିକିଟି : ସ୍ଥାନୀୟ ପିତାତଳି ଛକ ଠାରେ ଆଜି ହଜାର ହଜାର ବିଜେଡି କର୍ମୀ ପହଞ୍ଚି ଶ୍ରୀ ଭୁର୍ଗୁ ବକ୍ସିପାତ୍ରଙ୍କୁ ସ୍ୱାଗତ କରିବା ସହ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ଧାନଘର ଛକଦେଇ ଚିକିଟୀ ଗଡ ପରିକ୍ରମା କରି ରାଜଉଆସରେ ପହଞ୍ଚି ଥିଲେ। ଏହି ରାଲି ମଧ୍ୟରେ ପ୍ରତ୍ୟେକ ଛକଠାରେ

ଦିନ ୧୧ ରୁ ୩ଟା ମଧ୍ୟରେ ବାହାରେ କାମ କରିବେନି ଶ୍ରମିକ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ପ୍ରଚଣ୍ଡ ଖରା ତାତିରେ ସିଜୁଛନ୍ତି ରାଜ୍ୟବାସୀ । ସକାଳ ୮ଟାରୁ ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାକୁ ନଜରରେ ରଖି ଶ୍ରମିକଙ୍କୁ ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ କରାଯାଇଛି । ଖରାରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ

ମହାବିଷୁବ ସାରସ୍ୱତ ସମାରୋହ ପାଳନ ଅବସରରେ ନାଟକ ପୁସ୍ତକ ଲୋକାର୍ପଣ

ବିଶିଷ୍ଟ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ତିନୋଟି ନାଟକ ସଂକଳନ ପୁସ୍ତକ ଉନ୍ନମୋଚିତ ବ୍ରହ୍ମପୁର : ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ନାଟ୍ୟକାର ତଥା ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତିନିଗୋଟି ନାଟକକୁ ନେଇ ଏକ ପୁସ୍ତକ 'ଅଶାନ୍ତ