ବିଜେଡି ରେ ମିଶିଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା । ଆଜି ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।

ଜେଲରେ କେଜ୍ରିୱାଲଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅବାକରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଭେଟିଛନ୍ତି ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗୱନ୍ତ ସିଂହ ମାନ୍‌। ଉଭୟ ବେଶ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କେଜ୍ରିୱାଲଙ୍କୁ ଜେଲରେ ଭେଟି

କ୍ରିପ୍ଟୋ କରେନ୍ସୀରେ ବିନିଯୋଗ ନାଁରେ ୧୪ କୋଟି ଠକେଇ, ୨ ଠକ ଗିରଫ

ଭୁବନେଶ୍ୱର : କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇ । ଅଭିଯୋଗ ପରେ ୨ କାର୍ପଟଦାରଙ୍କୁ ଗିରଫ କଲା ଭୁବନେଶ୍ବର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ ର ସୁଧୀର ପଟେଲ । ପୁରୀ,

ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

ନୂଆପଡା: ବାଇକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ସାଲେବିହିଡି ହନୁମାନ ଛକ ବିଜୁ ଏକ୍ସପ୍ରେସ ୱେ ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦ୍ବୟ ହେଲେ ସ୍ଥାନୀୟ ବୈଗାପଡା ଗ୍ରାମର ଦୁର୍ଯ୍ୟୋଧନ

ଡାହାଣୀ ସନ୍ଦେହରେ କରିଥିଲେ ହତ୍ୟା, ମିଳିଲା ଆଜୀବନ କାରାଦଣ୍ଡ

ରାଉରକେଲା : ଡାହାଣୀ ସନ୍ଦେହରେ ହତ୍ୟା କରିବା ପଡ଼ିଲା ମହଙ୍ଗା। ରାଜୁ ପାନ୍ନା ନାମକ ବ୍ୟକ୍ତିକୁ ରାଉରକେଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଜି କେସର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି। ୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ ସ୍ଥତିକୁ ନେଇ କୋର୍ଟ ଏହି

ବିଜେପିର ପୋଷ୍ଟର ବୟ ସାଜିଛନ୍ତି ଜନବିରୋଧୀ ପ୍ରଦୀପ, ପ୍ରଶାନ୍ତ

ଭୁବନେଶ୍ଵର: ରାଜ୍ୟରେ ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି ବୋଲି କହିଛନ୍ତି ସ୍ଵୟଂ

ନବୀନ ନିବାସରେ ଭୋଗରାଇ ବିଧାୟକ

ଭୁବନେଶ୍ୱର : ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ l ପୁଅ ପାଇଁ ଟିକେଟ ଆଶାରେ ସମର୍ଥକଙ୍କୁ ନେଇ ପହଁଚିଲେ ଅନନ୍ତ ଦାସ l ପୁଅ ଅଭିଜିତ ଦାସଙ୍କ ସହ ନବୀନ ନୀବାସକୁ ଯାଇଥିଲେ । ଏବେ ସୁଦ୍ଧା ଭୋଗରାଇ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ପୁଅ ପାଇଁ ଲବି

ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଏହି ଦୁଇ ଯା’ଙ୍କୁ ଦଳକୁ ସ୍ଵାଗତ କରିଥିଲେ । ଗତ

ଆଇଏମଡିର ‘ମୌସୁମୀ’ ଆକଳନ: ଏଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏବେ ଠାରୁ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି। ସବୁଥର ମୌସୁମୀ ସ୍ୱାଭାବିକ ରହିବ ବୋଲି କହୁଥିବା ଆଇଏମଡି ଏଥର କିଛି ଭିନ୍ନ ଆକଳନ କରିଛି। ଆଇଏମଡିର କହିବା କଥା ଯେ ଚଳିତ ବର୍ଷ ମୌସୁମୀ ବାୟୁ ଯୋଗୁ ଦେଶରେ

ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି । ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି