ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି । ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି

ହିଞ୍ଜିଳି ରେ ରଜନୀକାନ୍ତ ପାଢି ହେଲେ କଂଗ୍ରେସ ବିଧାୟକ ପ୍ରାଥୀ : ସମର୍ଥକ ମଧ୍ୟରେ ଖୁସୀର ଲହରୀ

ହିଞ୍ଜିଳିକାଟୁ ୧୫!୪ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟ ରେ କଂଗ୍ରେସ ତାର ବିଧାନସଭା ଓ ଲୋକସଭା ପ୍ରାଥୀ ଘୋଷଣା କରିଛି ଏହି କ୍ରମ ରେ ୧୩୧ ନମ୍ବର ହିଞ୍ଜିଳି ବିଧାନସଭା ଆସନ ପାଇଁ ରଜନୀକାନ୍ତ ପାଢି ଙ୍କୁ ଦଳ ତରଫରୁ ପ୍ରାଥୀ କରାଯାଇଛି.ଯାହାକୁ ନେଇ କିଏ ପାଇବ କଂଗ୍ରସ ଟିକେଟ ତାର

ସମସ୍ତ ଯାଞ୍ଚ ପରେ ଟିକଟ ଦିଆଯାଇଛି : କଂଗ୍ରେସ ଜିଲ୍ଲା ସଭାପତି

ଫୁଲବାଣୀ:୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆ ଯାଇଥିବା ପ୍ରାର୍ଥୀଙ୍କ ଆଦିବାସୀ ମାନ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି କୁଇ ସମାଜ। ଏହାକୁ ନେଇ ସମାଜ ପକ୍ଷରୁ ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରାକୁ ବିରୋଧ କଲେ କୁଇ ସମାଜ…

ଫୁଲବାଣୀ : ୨୦୨୪ ସାଧାରଣ ନିର୍ବାଚନରେ କିଛି ଦଳୀୟ ପ୍ରାର୍ଥୀଙ୍କ ଆଦିବାସୀ ମାନ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ସହ ଏହି ପ୍ରସଙ୍ଗରେ ଦୁଇ ସମାଜ ପକ୍ଷରୁ ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ତେବେ ଜିଲ୍ଲାର ଅନ୍ୟତମ ଆଦିବାସୀ ନେତା ତଥା କୁଇ ସମାଜ ସମନ୍ୱୟ ସମିତିର

ବିଜେପି ରେ ଗୋଷ୍ଠୀ କନ୍ଦଳ : ନିମାପଡ଼ା ରେ ବିଜେପି ସ୍ଥିତି ପୁରା ଦୁର୍ବଳ…

ନିମାପଡ଼ା:-୧୫/୦୪ ପୁରୀ ଜିଲ୍ଲାର ନିମାପଡ଼ା ବିଜେପି ସ୍ଥିତି ପୁରା ଦୁର୍ବଳ ହେବାକୁ ଯାଉଛି l ନିର୍ବାଚନ ଯେତେ ପାଖେଇ ଆସୁଥିବା ବେଳେ ନିମାପଡ଼ା ଓ ଗୋପ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିରେ ଦେଖାଦେଇଛି ଅସନ୍ତୋଷ। ବିଜେପି ପକ୍ଷରୁ ଟିକେଟ ପାଇଥିବା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱ

ଉତ୍କଳ ବିଶ୍ବବିଦ୍ୟାଳୟରୁ ଶିକ୍ଷାରେ ଡକ୍ଟରେଟ୍ ପାଇଲେ ନିଶିପଦ୍ମା ନନ୍ଦ

ଭୁବନେଶ୍ବର : ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, କେନ୍ଦ୍ରାପଡ଼ାର ଶିକ୍ଷକ ପ୍ରଶିକ୍ଷିକା ନିଶିପଦ୍ମା ନନ୍ଦ ଉତ୍କଳ ବିଶ୍ବବିଦ୍ୟାଳୟରୁ Inclusion through Right To Education: Perception of Stakeholders and Practices at Elementary Level Schools of Odisha

ରୋଚକ ମୋଡରେ ଆସିକା ନିର୍ବାଚନ କ୍ଷେତ୍ର : ବିଜେଡ଼ି ରେ ଲବି କରୁ ଥିଲେ ସୁରଭି, ପାଇଲେ କଂଗ୍ରେସ ରୁ ଟିକଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେ ଏବେ ଅଜବ ଗଜବ ରାଜନୀତି ଚାଲିଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସିକା ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ି ରୁ ବହୁ ଆଶାୟୀ ଥିଲେ। ସେଥି ମଧ୍ୟରୁ ସୁରଭି ବିଷୋୟୀ ଜଣେ। ସେ ହେଉଛନ୍ତି ଆସିକା ଅଞ୍ଚଳ ର କଂଗ୍ରେସ ର ପୁରୁଖା ନେତା ସ୍ୱର୍ଗତ ଉମାଚାରଣ ବିଷୋୟୀ

ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ପାଳିତ : ଭିକାରୀ ହେଲା ମୁଖ୍ୟ ଅତିଥି

ଫୁଲବାଣୀ : ବିଶ୍ଵରତ୍ନ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ଭିମ ରାଓ ରାମୋଜି ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ କନ୍ଧମାଳ ଜିଲ୍ଲା ଫୁଲବାଣୀ ସାହି ସ୍ଥିତ ତାଙ୍କର ପ୍ରତିମୂର୍ତ୍ତି ପିଠରେ ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ପାଳନ କରାଯାଇ ଥିଲା l ଉକ୍ତ ଜନ୍ମ

ଜିଲ୍ଲାସ୍ତରୀୟ ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ୧୩୪ ତମ ଜିଲ୍ଲା ସ୍ତରୀୟ ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଚଳିତ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏବଂ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ଏହି ଉତ୍ସବକୁ ସରକାରୀ ନିୟମ