ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା, ମୋଟ୍ ୭୫ ଆସନ ପାଇଁ ତାଲିକା ଜାରି

ଭୁବନେଶ୍ବର: ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ

ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କଲେ ଦୁର୍ବୃତ୍ତ। ପାକିସ୍ତାନରୁ ଏବେ ଏହି ବଡ ଖବର ସାମ୍ନାକୁ ଆସିଛି। ଲାହୋରରେ ଅଜ୍ଞାତ ଆକ୍ରମଣକାରୀମାନେ ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜକୁ ହତ୍ୟା କରିଥିବା ଜଣାପଡ଼ିଛି। ଆମୀର ସରଫରାଜ ଯିଏକି ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ

ଏମକେଏସପି ଠାରେ ପବିତ୍ର ବିଷୁବ ସଂକ୍ରାନ୍ତି ପାଳିତ

ଫୁଲବାଣୀ : ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଫୁଲବାଣୀର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ତରଫରୁ ପ୍ରତିବର୍ଷ ଭଳି ପଣା ପିଇବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରତିବର୍ଷ ବିଷୁବ ଉତ୍ସବ ମହା ସମାରୋହରେ ପାଳନ କରାଯାଉଥିଲେ ମଧ୍ୟ ନିର୍ବାଚନ

ମଦ ଉଜାଡି ଦେଲା ସୁନା ସଂସାର: ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’

ମାଲକାନଗିରି: ଅନ୍ତ ଫାଡି ପୁଅକୁ ଜନ୍ମ ଦେଇଥିଲା ମା’ । କିନ୍ତୁ ମଦ ଆଗରେ ଫିକା ପଡିଗଲା ମାତୃତ୍ଵ । ମଦ ନିଶାରେ ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ

ଲୋକସଭା ନିର୍ବାଚନ ପାଇଁ ବିଜେପିର ‘ସଂକଳ୍ପ ପତ୍ର’ ଜାରି

ଲୋକସଭା ନିର୍ବାଚନ ପାଇଁ ଆଜି ଜାରି ହୋଇଛି ବିଜେପିର ନିର୍ବାଚନୀ ଇସ୍ତାହାର ବା ‘ସଂକଳ୍ପ ପତ୍ର’ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ,

ଆମ୍ବେଦକର ଜୟନ୍ତୀ: ଆପ୍ ପାଳନ କଲା ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ

ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆମ୍ ଆଦ୍‌ମୀ ପାର୍ଟି ସାରାଦେଶରେ ପାଳନ କରୁଛି ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ। ଏହି ପରିପ୍ରେକ୍ଷିରେ ଆମ୍ ଆଦ୍‌ମୀ ପାର୍ଟି, ଓଡ଼ିଶା ଭୁବନେଶ୍ଵର ସ୍ଥିତ ଲୋୟେର

ରୋଡ୍‌ ସୋ’ ବେଳେ ପଥର ମାଡ଼ରେ ଆହତ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ନିର୍ବାଚନ ପ୍ରଚାର ସମୟରେ କିଛି ଲୋକଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି। ୱାଇଏସଆରସିପି ସଭାପତି ତାଙ୍କ ରୋହ୍‌ ସା କାଳରେ ବସରେ ଯାତ୍ରା କରୁଥିବା ସମୟରେ ଟେକା ମାଡ଼ର ସମ୍ମୁଖୀନ ହୋଇଥିଲେ। ମେ ୧୩ ତାରିଖରେ ରାଜ୍ୟର

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ସରୋଜ ସାହୁ

ବିଜେଡିକୁ ପୁଣି ଲାଗିଛି ଝଟକା। ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳର ଜଣଙ୍କ ଜଣେ ବରିଷ୍ଠ ନେତା ଇସ୍ତଫା ଦେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ବିଜେଡିର ରାଜ୍ୟ ସଂପାଦକ ସରୋଜ କୁମାର ସାହୁ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର

ଡିଭାଇଡରରେ ପିଟି ହେଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶୋଟିକିରୀ ଛକ ନିକଟ ଏନଏଚ୍ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ କାର୍ ଟି ପିଟି ହେବାରୁ ଅକାରଣରେ ଚାଲିଗଲା ବାପ ଓ ଝିଅର ଜୀବନ । ମୃତକ ହେଲେ ସୁଭାଶିଷ ଗାଙ୍ଗୁଲି (୫୫) ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି ।