ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର

ବରଗଡ: ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାତ୍ରୀ ମାନେ ପ୍ରଥମେ

ବାଲୁକା କଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ; ଆଜି ମହାବିଷୁବ ସଂକ୍ରାନ୍ତି ଏବେ ଉତ୍କଳୀୟ ନବବର୍ଷ ବା ଓଡିଆ ନବବର୍ଷ । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ମାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାକଳାରେ ମହାପ୍ରଭୁଙ୍କ

ଆଜି ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ମା’ ଙ୍କ ୮୮ତମ ଚଇତି ପର୍ବ । ଅବସରରେ ଆଜି ସକାଳ ୪ଟାରୁ ଦେହୁରୀ ମାନେ ମାଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ କାର୍ଯ୍ୟ ସମାପନ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ଵର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ। ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ

ଦଣ୍ଡଯାତ୍ରା ଉଦଯାପିତ : ମେରୁ ପର୍ବରେ ମା’ କାଳୀ ପୀଠ ଲୋକାରଣ୍ୟ

ହିଞ୍ଜିିଳିକାଟୁ : ରବିବାର ହିଞ୍ଜିିଳିକାଟୁ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ମହାମାୟୀ ମା’ଦଣ୍ଡକାଳୀ ପୀଠ ଗୁଡ଼ିକ ଲୋକରଣ୍ୟ ହୋଇପଡ଼ିଛି । ମହାବିଷୃବ ସଂକ୍ରାନ୍ତିରେ ଅନୁଷ୍ଠିତ ମେରପର୍ବ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ରାଜ୍ୟ

ହାତୀବେନା ଡିଏନକେ ଗ୍ରାମରେ ଶ୍ରୀ ଶ୍ରୀ ମା ବାସନ୍ତୀ ପୂଜା ଆରମ୍ଭ…

ଉମରକୋଟ ( ସପ୍ର ) ଚୈତ୍ର ମାସର ଅବସାନରେ ହିନ୍ଦୁ ନବବର୍ଷର ବୈଶାଖ ମାସର ପ୍ରଥମ ଦିନରେ ମା ବାସନ୍ତୀ ମାତାର ଦରଶନରେ ସମସ୍ତ ପଲ୍ଲୀ ଗ୍ରାମରେ ଖୁସିର ଲୋହରି ଖେଳି ଯାଇଛି। ଆଜି ସକାଳେ ପଲ୍ଲୀ ଗ୍ରାମ ହାତୀବେନାର ଭକ୍ତି ମତି ମାତୃ ବୃନ୍ଦ ସହିତ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଗଙ୍ଗାକୁ ବରନ

କନ୍ଧମାଳ ପ୍ରସିଦ୍ଧ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ…

ଫୁଲବାଣୀ : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କଷଷ୍ଠ ବିଂଶ ତମ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜି ସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାପତି

ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ପାଇଲେ ନନ୍ଦୀ ପୁରସ୍କାର…

ବ୍ରହ୍ମପୁର, ତା. ୧୪/୦୪ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଟ କଳାକାର ମହାସଂଘ' ସଭାପତି ସୀମାନ୍ତ ନଟରାଜ ଡା ତିରୁପତି ସାହୁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ସ୍ଥିତ 'ଧର୍ମଂଚରା କମ୍ୟୁନିଟି ହଲ୍' ପରିସରରେ ଗ୍ଳୋବାଲ୍ କ୍ରିଏଟିଭ୍ ଆର୍ଟସ୍ ଏକାଡେମୀ (ଆମେରିକା) ଓ