Sign in
Sign in
Recover your password.
A password will be e-mailed to you.
ଆଜିଠୁ ଆରମ୍ଭ ହେଲା ସିଂହଦ୍ୱାର ପ୍ରତିହାରୀ ସେବା, ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିବ ରୋକ
ପୁରୀ: ଆଜିଠୁ ପୁରୀ ଶ୍ରୀମନ୍ଦିର ସିଂହଦ୍ବାରରେ ଆରମ୍ଭ ହେଲା ପ୍ରତିହାରୀ ସେବା । ସକାଳେ ଓ ସନ୍ଧ୍ୟା ପାଇଁ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଉପରେ ସେମାନେ ରଖିଛନ୍ତି ନଜର । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରଶାସନ ଏହି!-->…
ରାଜସ୍ଥାନ : ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର, ୭ ଜଣ ଦଗ୍ଧ
ସିକର: ରାଜସ୍ଥାନର ସିକର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜୟପୁର-ବିକାନେର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ କାର୍ ଆଗକୁ ଯାଉଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ରେ ଉଭୟ ଗାଡ଼ି ସମ୍ପୂର୍ଣ୍ଣ ଜଳି!-->…
ପୁଣି ସିରିଜ୍ ଲୁଟ୍, ୩ଟି ଘରୁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
କଟକ : ମାତିଛନ୍ତି ଲୁଟେରା । ଥମୁନି ଲୁଟେରାଙ୍କ ବିତ୍ପାତ । ନଜର ରଖୁଛନ୍ତି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଟିକିଏ ସୁଯୋଗ ପାଇବା ମାତ୍ରେ ଲୁଟ୍ କରୁଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ରାମେଶ୍ୱର ପଞ୍ଚାୟତର ଚାହାପଡା ଗାଁ ରେ ଘଟିଛି ଏକ ଅଭାବନୀୟ!-->…
ଆମେ ଇରାନ ସହ ସଂଘର୍ଷ ଚାହୁଁନାହୁଁ, କହିଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ କହିଛନ୍ତି ଯେ ଆମେରିକା ଇରାନ ସହ ସଂଘର୍ଷ ଚାହୁଁନାହିଁ, ବରଂ ସେମାନଙ୍କ ସେନାକୁ ସୁରକ୍ଷା ଦେବା ଏବଂ ଇସ୍ରାଏଲର ପ୍ରତିରକ୍ଷାକୁ ସମର୍ଥନ କରିବା ପାଇଁ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବ ନାହିଁ।
ପ୍ରତିରକ୍ଷା ସଚିବ ଆହୁରି!-->!-->!-->…
ବିଜେପି ନେତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀ ମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଆଶା ଅଙ୍ଗନୱାଡ଼ି, ମିଶନଶକ୍ତି ମହିଳାଙ୍କ ପରି ତୃଣ ମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର କରିବା!-->…
ତଳକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମୋକିମ, ୧୯ରେ ଶୁଣାଣି
କଟକ: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଋଣ ମାମଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ । ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା!-->…
କାଲିଠୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫ରୁ ୬ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା
ଭୁବନେଶ୍ୱର : କାଲି ଠାରୁ କଲବଲ କରି ଗ୍ରୀଷ୍ମଲହରୀ । ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟନମରେ ଗ୍ରୀଷ୍ମଲହରୀ ପ୍ରବାହ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ସେପଟେ ଜାରି ରହିଛି ତାତିର ପ୍ରକୋପ । ସକାଳୁ ଅସ୍ତବ୍ୟସ୍ତ କରିଛି!-->…
ଚିଲିକା ମଝିରେ ନିଆଁ; ପୋଡ଼ିଗଲା ଏକର ଏକର ନଳ ବଣ
ଟାଙ୍ଗୀ: ଚିଲିକା ମଝିରେ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ିଗଲା ଏକର ଏକର ନଳ ବଣ । ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟ ଜନ୍ତୁଙ୍କ ଜୀବନ । ଖବରପାଇ ବାଲୁଗାଁ ବନ୍ୟାପ୍ରାଣୀ ଡିଏଫଓ ଓ ବନ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରୁଛନ୍ତି ।
ତେବେ ଚିଲିକାରେ ଅନେକ ପ୍ରଜାତିର ପକ୍ଷୀ!-->!-->!-->…
ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସ ଜାରି କଲା ନୂଆ ‘ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’
ନୂଆଦିଲ୍ଲୀ: ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ରବିବାର ନିଜ ନାଗରିକଙ୍କ ପାଇଁ ଏକ ନୂଆ ‘ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ଶାନ୍ତ ରହିବା ଏବଂ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଦମାସ୍କସରେ ଇସଲାମିକ୍ ରିପବ୍ଲିକ୍ର ଏକ!-->!-->!-->…
ନାବାଳିକାକୁ ଅପହରଣ କରି ଘୃଣ୍ୟ କର୍ମ କଲା ବିବାହିତ ଯୁବକ
ଭୁବନେଶ୍ୱର : ଆଜିର ଦୁନିଆରେ ସମାଜ ଭିତରେ ରହୁଥିବା ମଣିଷ ମାନଙ୍କ ଭିତରୁ କିଛି ଏମିତି ପୁରୁଷ ଅଛନ୍ତି ସେମାନଙ୍କ ଗୁଣ ଗାରିମା କଥା ନକହିବା ଭଲ । କିନ୍ତୁ ଏମାନଙ୍କ କଥା ସହିତ ଏମାନେ ସମସ୍ତଙ୍କ ସାମ୍ନାକୁ ଆସିବା ନିହାତୀ ଦରକାର । ଯାହାଫଳରେ ସମାଜରେ ଭିତରେ ଆପଣ ମାନେ!-->…