୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ବାଲେଶ୍ୱରରୁ ଲଢ଼ିବେ ଶ୍ରୀକାନ୍ତ

ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ।

ଟାଏକୋଣ୍ଡୋ ଖେଳରେ ଇ. ଲଳିତ କୁ ଚତୁର୍ଥ ଡାନ ବ୍ଲାକ ବେଲ୍ଟ ଡିଗ୍ରୀ ଉନ୍ନତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସିନିଅର ଟାଏକୋଣ୍ଡୋ ଖେଳାଳି ଶ୍ରୀ ଇ. ଲଳିତ କୁମାର ଦକ୍ଷିଣ କୋରିଆ ସ୍ଥିତ ବିଶ୍ୱ ଟାଏକୋଣ୍ଡୋ ଏକାଡେମୀ କୁକିଅନରୁ ଚତୁର୍ଥ ଡିଗ୍ରୀ ବ୍ଲାକ ବେଲ୍ଟ ହାସିଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ଓ ଗଞ୍ଜାମ ଜିଲ୍ଲା

ଫୁଲବାଣୀ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଜଳ ଓ ଦହିପଣା ବଣ୍ଟନ

ଫୁଲବାଣୀ : ଫୁଲବାଣୀ ସତ୍ୟସାଇ ସେବା ସମିତି ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ଗ୍ରାମରେ ମାସନ୍ତ ମେରୁ ଉପଲକ୍ଷେ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ରତଙ୍ଗ ଠାରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ନିମନ୍ତେ ସତ୍ୟସାଇ ସେବା ସମିତି,ଫୁଲବାଣୀ ଦ୍ଵାରା ଜଳ ଓ ଦହି ପଣା ଦିବା

ଟ୍ରକ ଧକ୍କାରେ ବାରଟି ଗାଈଙ୍କ ଶୋଚନୀୟ ମୃତ୍ୟୁ, ଦୁଇ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତଳସରା ଅଂଚଳ ଦେଇ ଯାଇଥିବା 143 ନଂ ଜାତୀୟ ରାଜପଥର ରେ ଭୋର ସମୟ ରେ ଘଟିଛି ଏକ ଦୁଃଖଦ ଘଟଣା | ରାସ୍ତା କଡରେ ଶୋଇ ଥିବା ବାର ଟି ଗାଈ ଉପରେ କେହି ଜଣେ ଟ୍ରକ୍ ଚାଳକ ଗାଡି ଚଢେଇ ଫେରାର୍ ମାରିଛି | ସ୍ଥାନୀୟ ଅଞ୍ଚଳର ଲୋକେ

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା' ଦକ୍ଷିଣ କାଳୀ ମନ୍ଦିର

ଗର୍ଭବତୀଙ୍କର ଆସ୍ଥାଭାଜନ ହୋଇପାରିଛି କଟ୍ରିଙ୍ଗିଆ ମାତୃଗୃହ

ଫୁଲବାଣୀ : ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆଗଧାଡିର ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ଵାରା ସେବା ଯୋଗାଇ ଚେଷ୍ଟା ଜାରିରଖିଥିବା ବେଳେ ଓଡିଶାରେ ମାତୃଗୃହ ପ୍ରକଳ୍ପ ସେଥିରୁ ଗୋଟିଏ । କନ୍ଧମାଳ ଜିଲ୍ଲା

ଆରଜେଡିର ପରିବର୍ତ୍ତନ ପତ୍ର: ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଦେବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆଜି ବିରୋଧୀ ଆରଜେଡି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ପରିବର୍ତ୍ତନ ପତ୍ର ନାଁରେ ଦଳ ଘୋଷଣା କରିଥିବା ଇସ୍ତାହାରରେ ବଡ଼ବଡ଼ ପ୍ରତିଶ୍ରୁତି ସବୁ ଦେଇଛି।ଯଦି ଦଳ ବିଜୟୀ ହେବ, ତା’ହେଲେ ବିହାରରେ ୫ଟି ଏୟାରପୋର୍ଟ ତିଆରି କରିବ। ସେହିପରି

ଶୁଟିଂ ବେଳେ ହେଲା ଯୁକ୍ତିତର୍କ, ଛାତରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର ଦମ୍ପତି

ନୂଆଦିଲ୍ଲୀ : ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ଭିଡିଓ ଶୁଟିଂ କରି ପକାଉ ଥିଲେ। ଏକାଠି ସବୁ ଭିଡିଓରେ ନଜର ଆସୁଥିଲେ। ଉଭୟ ଲିଭ ଇନ୍‌ରେ ବି ରହୁଥିଲେ। କିନ୍ତୁ ୟୁଟ୍ୟୁବ ପାଇଁ ଭିଡିଓ ଶୁଟିଂ ବେଳେ ଦମ୍ପତିଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ।ବାସ ଏଥିପାଇଁ ଉଭୟ ହରିଆଣାର ବାହଦୂରଗଡ଼ରେ ଥିବା

ଆପକୁ ୨୫କୋଟି ଦିଅ, ନଚେତ୍ ପରିଣାମ ଭଲ ହେବନି; ଅରୋବିନ୍ଦ ଫାର୍ମାକୁ ଏଭଳି ଧମକ ଦେଉଥିଲେ କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ କବିତାଙ୍କୁ ତିନି ଦିନ ପାଇଁ ସିବିଆଇର ହେପାଜତକୁ ପଠାଇ ଦିଆଯାଇଛି। କୁହାଯାଉଛି ଯେ, ଶୁକ୍ରବାର କଷ୍ଟଡି ପାଇଁ କରାଯାଇଥିବା ଆବେଦନର ଶୁଣାଣି ବେଳେ