ଘେରିଲେ ଜମାକାରୀ, ମଞ୍ଚ ଛାଡି ଦୌଡ଼ିଲେ ବିଜେପି ସାଂସଦ

ବେଙ୍ଗାଲୁରୁ : ବିଜେପି ନେତାଙ୍କୁ ଘେରିଲେ ଜମାକାରୀ। ନିଜ ପ୍ରଶ୍ନ ବାଣରେ କଲେ ଘାଇଲା। ଓଗାଳିଲେ ବାଟ। ଜମାକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ମଞ୍ଚ ଛାଡି ଦୌଡିଲେ ବିଜେପି ସାଂସଦ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ବେଙ୍ଗାଲୁରୁ। ବେଙ୍ଗାଲୁରୁରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ

ମୋଦିଙ୍କ ଗ୍ୟାରେଂଟି” ପ୍ରସଙ୍ଗରେ ସର୍ବାଧିକ ଲାଭାନ୍ୱିତ ହେବ ଓଡିଶା: ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ

ଠିକାଦାର ଓ ପ୍ରଶାସନ ବାବୁ ମାନଙ୍କ ଯୋଗୁଁ ଲୋକେ ହନ୍ତସନ୍ତ….!

ଦୁର୍ନୀତିର ସିଂହାସନରେ ପୂର୍ତ୍ତ ବିଭାଗ…… ବ୍ରହ୍ମପୁର : ୧୫-୪ ଗଞ୍ଜାମ ଜିଲ୍ଲାରେ ପୂର୍ତ୍ତ ବିଭାଗ ରେ ଚାଲିଥିବା କାର୍ଯ୍ୟ ରେ ପାଦ ପାଦ ରେ ଦୁର୍ନୀତି ର ଗନ୍ଧ ବାରି ହେଉଛି। ତାହାର ନଗ୍ନ ନମୁନା ଆସିକା କେ. ଲଛମନ ପଲ୍ଲୀ ରେ ଦେଖିବାକୁ ମିଳିଛି। ୩ କୋଟି ୧୨ଲକ୍ଷ ଟଙ୍କା ର ଅଟକଳ ରେ ୮

ନିର୍ବାଚନ ଅଧିକାରୀଙ୍କ ଛାଟ; ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି

ରାଜନୀତିକ କାର୍ଯ୍ୟରେ ସମ୍ପୃକ୍ତିକୁ ନେଇ ବୌଦ୍ଧ ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି। ଶିକ୍ଷକ ଜଣଙ୍କ ହେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ। ତାଙ୍କ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ଭୁବନେଶ୍ୱର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ରାଜ୍ୟରାଜନୀତି ସରଗରମ ହେବାରେ ଲାଗିଛି । ଆଉ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ସେହିପରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ । ଚିତ୍ତରଞ୍ଜନ ନିଜ ଇସ୍ତଫା ପତ୍ର ଦଳର

କଂଗ୍ରେସ ଦଳରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ବହିଷ୍କୃତ

ଭୁବନେଶ୍ୱର: କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ

କେରଳରେ ମୋଦିଙ୍କ ଜୋରଦାର ପ୍ରଚାର

କେରଳରେ ଆଜି ନିଜ ଦଳ ପାଇଁ ଜୋରଦାର ପ୍ରଚାର କରିଛନ୍ତି ନରେନ୍ଦ୍ର ମୋଦି। ସେ କେରଳର କ୍ଷମତାସୀନ ଏଲଡିଏଫ ଓ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଉପରେ ବର୍ଷିଛନ୍ତି। ଏଲଡିଏଫ ଓ ୟୁଡିଏଫ ରାଜ୍ୟର ସ୍ଥିତିକୁ ଆହୁରି ଖରାପ କରି ଦେଇଛନ୍ତି। କେରଳ କିମ୍ବା ବେଙ୍ଗଲ, ଯେଉଁଠି ବି ବାମପନ୍ଥୀ

ପଦ୍ମ ଧରିଲେ ବିଜେଡି ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଭାସ ସିଂ

ନୂଆଦିଲ୍ଲୀ: ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ପଦ୍ମ ଧରିଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରଭାସ କିଛି ଦିନ ତଳେ ବିଜେଡି ଛାଡିଥିଲେ। ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ବିଜେଡି ଦଳରେ ଆଉ

ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ମାଛଧରା ବନ୍ଦ

ପାରାଦୀପ: ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବ। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଛି। ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାଢ଼େ ୮

କୋଟିପତିରୁ ସନ୍ନ୍ୟାସୀ, ଦାନ କରିଦେଲେ ୨୦୦ କୋଟି

କୋଟିପତିରୁ ହେଲେ ସନ୍ନ୍ୟାସୀ। ସାଂସାରିକ ମୋହ ଛାଡିବାକୁ କଲେ ନିଷ୍ପତ୍ତି। ଦାନ କରିଦେଲେ ନିଜ ଜୀବନ ଯାକାର ଅର୍ଜିତ ପୁଞ୍ଜି। ବୌଦ୍ଧ ଭିକ୍ଷୁ ପାଲଟିବା ପାଇଁ ତ୍ୟାଗ କରିଦେଲେ ନିଜର ସମସ୍ତ ସୁଖ ସୁବିଧା। ଗୁଜରାଟର କନଷ୍ଟ୍ରକସନ ବ୍ୟବସାୟର ଭାବେଶ ଭାଇ ଭଣ୍ଡାରୀ ଓ ତାଙ୍କ ପତ୍ନୀ