Sign in
Sign in
Recover your password.
A password will be e-mailed to you.
କେନ୍ଦୁଝର ବନଖଣ୍ଡରେ ଅଛନ୍ତି ୧୩୫ଟି ହାତୀ
କେନ୍ଦୁଝର: ରାଜ୍ୟରେ ହାତୀ ଗଣନା ଶେଷ ହୋଇଛି। ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୯୮ଟି ହାତୀ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ୧୩୫ଟି ହାତୀ ରହିଥିବା ଜଣାପଡ଼ିଛି। ଏଥିରୁ ଛୋଟବଡ଼ ୨୮ଟି ଦନ୍ତା, ୫୮ଟି ମାଈ, ୨୮ଟି ଛୁଆ, ମଧ୍ୟବୟସ୍କ ମାଖନା ହାତୀ ୨ଟି, ଅପ୍ରାପ୍ତ ବୟସ୍କ (ଜୁଭେନାଇଲ) ୧୯ଟି!-->…
କମୁଛି ଜନସଂଖ୍ୟା, ଜାପାନ ସରକାର ଆରମ୍ଭ କଲେ ଡେଟିଂ ଆପ୍
ଟୋକିଓ : ଜାପାନରେ ଲୋକସଂଖ୍ୟା ଚିନ୍ତାଜନକଭାବେ ହ୍ରାସ ପାଇଚାଲିଛି । ଏହାର କାରଣ ହେଉଛି ଜନ୍ମହାରରେ ଦ୍ରୁତ ହ୍ରାସ । ଯୁବପୀଢି ବିବାହ ପାଇଁ ଆଗ୍ରହୀ ହେଉନଥିବାରୁ ଏପରି ହେଉଥିବା ଜଣାପଡ଼ିବା ପରେ ଜାପାନ ସରକାର ଏକ ଡେଟିଂ ଆପ୍ ଆରମ୍ଭ କରିଛନ୍ତି ।ଟୋକିଓ ମେଟ୍ରୋପଲିଟାନ୍ ସରକାର ଏହି ଆପ୍!-->…
କୁଟ୍ଟେଙ୍କ ନିଲମ୍ବନ ହଟିଲା; ଆଶିଷ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ
ଭୁବେନଶ୍ବର : ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ପ୍ରଭାବଶାଳୀ ଆଇପିଏସ ଡିଏସ୍ କୁଟ୍ଟେଙ୍କ ନିଲମ୍ବନକୁ ନିର୍ବାଚନ କମିଶନ ସର୍ତ୍ତମୂଳକ ଭାବେ ହଟାଇ ଦେଇଛନ୍ତି। ଏହାସହିତ ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ!-->…
‘ମୋ ବସ’କୁ ପଛରୁ ଧକ୍କା ଦେଲା ଟ୍ରକ୍
କଟକ : ‘ମୋ ବସ୍’କୁ ପଛରୁ ଧକ୍କା ଦେଲା ଟ୍ରକ୍। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଆହତ ହୋଇଛନ୍ତି। କଟକ ପ୍ରତାପନଗରୀଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଆହତଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍ରେ!-->…
ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲା ନାହିଁ ପାକିସ୍ତାନ
ଇସଲାମାବାଦ : ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ରବିବାର ସନ୍ଧ୍ୟାରେ ସେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନଥିଲେ ହେଁ ସହଯୋଗୀ ଙ୍କ!-->…
ଖଇରା ଅଞ୍ଚଳରେ ବାଘ ଆତଙ୍କ, ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି
ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ କଲରା ପତରିଆ ବାଘ ଆକ୍ରମଣରେ ପ୍ରଥମେ ଜଣେ ମହିଳା!-->…
ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ…
ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାର ଧନୋରା ଥାନା ଅଞ୍ଚଳରେ ବିବାହ ଉତ୍ସବରୁ ଫେରୁଥିବା ଜଣେ ଯୁବକଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି l ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା l ମିଳିଥିବା ସୂଚନା ଅନୁଯାଇ ତିମଡି ସ୍କୁଲପାରା!-->!-->!-->…
ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଭାରତୀୟ ସିନେମା, ପ୍ରିଣ୍ଟ, ଟେଲିଭିଜନ ଏବଂ ଡିଜିଟାଲ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ତଥା ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଓଡ଼ିଶା!-->…
ପଢାପଢି କରି ସଂସଦକୁ ଯିବ, ନିଜ ସାଂସଦମାନଙ୍କୁ ଏହି ପରାମର୍ଶ ଦେଲେ ଅଖିଳେଶ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ଚମତ୍କାର ପ୍ରଦର୍ଶନ କରି ୩୭ଟି ଆସନ ଜିତିଛି। ନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟିର ନବ ନିର୍ବାଚିତ ସାଂସଦଙ୍କ ବୈଠକରେ ଦଳର ମୁଖ୍ୟ ଅଖିଳେଶ ଯାଦବ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ଏସପି!-->…
ରାଜ୍ୟରେ ବିଜେପି କରିବ ସରକାର; କେଉଁମାନେ ହେବେ ମନ୍ତ୍ରୀ, କାହା ନାଁକୁ ନେଇ ଚାଲିଛି ଆଲୋଚନା
ଭୁବନେଶ୍ବର : ରାଜ୍ୟରେ ସରକାର ଗଠନ କରିବ ବିଜେପି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ସେହିପରି କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ, ତାକୁ ନେଇ ମଧ୍ୟ ସାରା ରାଜ୍ୟରେ ଚାଲିଛି ଆଲୋଚନା। କିନ୍ତୁ ଦଳ ଏସବୁ ନେଇ ଏଯାଏଁ ମୁହଁ ଖୋଲି ନାହିଁ। ଆଜି!-->…